ସ୍ଵାମୀ ବାହାରେ କରୁଛନ୍ତି ଡ୍ୟୁଟି, ଘରେ ଡ୍ରାଇଭର କରୁଛି ଡ୍ୟୁଟି, ଇଞ୍ଜିନିୟର ପତ୍ନୀ ଡ୍ରାଇଭର ପ୍ରେମରେ ପାଗେଳି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ସମାଜ ରେ ଅନୈତିକ ସମ୍ପର୍କ ବହୁ ପରିମାଣ ରେ ବଢି ଗଲାଣି । ହଁ ବନ୍ଧୁ ସମସ୍ତେ ବିବାହ ପରେ ଅନ୍ୟ କାହା ସହ ଅ-ନୈ-ତି-କ ରଖିବା ରେ ବହୁତ ବ୍ୟସ୍ତ ରହୁଛନ୍ତି । ତେବେ ସେଥିପାଇଁ ସେ ଅନେକ କିଛି ଅ-ପ-ରା-ଧ ମଧ୍ୟ କରି ବସୁଛନ୍ତି । ତେବେ ବନ୍ଧୁଗଣ ଅତି ନିକଟ ରେ ସେହି ଭଳି କିଛି ଘଟି ଯାଇଛି ଓ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଏହି ଖବର ବେସ ନିନ୍ଦା ଜଣକ ମଧ୍ୟ । ତେବେ ଆସନ୍ତୁ ଜାଣିବା ,

ତେବେ ବନ୍ଧୁଗଣ ଜଣେ ରେଲୱେ ସିନିଯର ଏଲେକ୍ଟ୍ରିକାଳ ଇଞ୍ଜିନିୟର ଙ୍କ ପତ୍ନୀ ତାଙ୍କ ଡ୍ରାଇଭର ପ୍ରେମ ରେ , ତେବେ ନିଜ ମଥା ସିନ୍ଦୁର ପୋଛି ଦେବା ପାଇଁ ବଡ ଯୋଜନା କରିଥିଲେ । ହଁ ବନ୍ଧୁ ସ୍ଵାମୀ ଙ୍କୁ ମା-ରି-ବା ପତ୍ନୀ 1 ଲକ୍ଷ ଟଙ୍କା ସୁପାରିଶ ଦେଇଥିଲେ । ତେବେ ବନ୍ଧୁଗଣ ଏହା ପରେ ସ୍ଵାମୀ ଜଣକ ମଞ୍ଚେଶ୍ଵର ଥାନା ରେ ଅଭିଯୋଗ କରିବା ପରେ ଡ୍ରାଇଭର ଗିରଫ ଗୋଇଛି , ତେବେ ସ୍ତ୍ରୀ ଓ ସୁପାରି କିଲର ଫେରାର ଅଛି ।

ତେବେ ବନ୍ଧୁଗଣ ଅଭିଯୋଗ କରୁଥିବା ସ୍ଵାମୀ ଜଣକ ମଞ୍ଚେଶ୍ଵର ଆଞ୍ଚଲ ରେ ଚାକିରି କରିଥିବା ସମୟ ରେ ଅଭିଯୁକ୍ତ ଅଶୋକ ସାହୁ ଙ୍କୁ ସେ ଡ୍ରାଇଭର ରଖିଥିଲେ । ତେବେ ସ୍ଵାମୀ ଜଣକ ନିଜ କାର୍ଯ୍ୟ ବ୍ୟସ୍ତ ଥିବା ରୁ ତାଙ୍କ ପତ୍ନୀ ଙ୍କୁ ଭଲ ପାଇବା ସହିତ ଅନୈତିକସମ୍ପର୍କ ରଖୁଥିଲେ ଡ୍ରାଇଭର ଓ ଏହି ଅନୈତିକ ସମ୍ପର୍କ ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା ।

ତେବେ ସ୍ତ୍ରୀ ଓ ଡ୍ରାଇଭର ଜଣକ ମିଶି ନିଜ ସ୍ଵାମୀ କୁ ରାସ୍ତା ରୁ ହଟାଇ ଦେବା ପାଇଁ ଷ-ଡ-ଯ-ନ୍ତ୍ର କରିଥିଲେ , ଓ ସେଥିପାଇଁ ଦୁଇ ଅ-ପ-ରା-ଧୀ ଙ୍କୁ 1 ଲକ୍ଷ ଟଙ୍କା ସୁପାରିସ ଦେଇଥିଲେ । ତେବେ ଗତ 16 ତାରିଖ ଦିନ ସ୍ଵାମୀ ଜଣକ ଭ୍ରମଣ ରେ ଯାଉଥିବା ସ୍ପର୍ଟ କମ୍ପଲେସ ନିକଟ ରେ ଦୁଇ ସୁପାରି କିଲର ଏକ ଷ୍ଟିଲ ପାଇପ ରେ ମ-ର-ଣା-ତ୍ମ-କ ଆକ୍ରମଣ କରି ଥିଲେ । ତେବେ ତାଙ୍କୁ ଗଭୀର ଆଘାତ ଲାଗିଥିଲେ ମଧ୍ୟ ସେ ବଞ୍ଚି ଯାଇଥିଲେ । ତେବେ ଏହି ଘଟନା ପରେ ଅଭିଯୁକ୍ତ ମାନେ ଧରା ନ ପଡିବା ଲାଗି ଘର ବଦଳାଇ ଦେଇଥିଲେ ।

ତେବେ ସ୍ଵାମୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ଓ ଡ୍ରାଇଭର ଜଣକ ନିଜ ଡ଼ିଓଏସ କୁ ସ୍ଵୀକାର କରିଛନ୍ତି । ତେବେ ଅପାର୍ଟମେଣ୍ଟ ରେ ପତ୍ନୀ ଜଣକ ଡ୍ରାଇଭର ଙ୍କୁ ସ୍ଵାମୀ ପରିଚୟ ଦେଇ ରହୁଥିଲେ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.