ବଡ ଦୁଃଖର ଖବର, ହସ୍ପିଟାଲରେ ଭର୍ତ୍ତି ରେ ଚର୍ଚ୍ଚିତ ସିରିଏଲ ଅଭିନେତ୍ରୀ ଅଭିପ୍ସା (Abhipsa) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଥାନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି , ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କୁ ନେଇ ବର୍ତ୍ତମାନ ସମୟ ରେ ଦୁଃଖ ର ଖବର ଆସି ଯାଇଛି ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଅଭିଲିପ୍ସା ଯିଏ କି ବର୍ତ୍ତମାନ ସମୟ ରେ ଓଡିଶା ର ଘର ଘରେ ପରିଚିତ ନିଜ ଅଭିନୟ ପାଇଁ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଅଭିଲିପ୍ସା ଙ୍କୁ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ଓ ସେ ନେଗେଟିଭ ଚରିତ୍ର ରେ ଅଭିନୟ କରି ଥାନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅଭିଲିପ୍ସା ଓଡିଶା ର ଘର ଘରେ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଅଭିଲିପ୍ସା ଙ୍କୁ ନେଇ ଏକ ବଡ ଦୁଃଖ ର ଖବର ଆସି ଯାଇଛି ଓ ଏହି ଦୁଃଖ ର ଖବର ହେଉଛି ଯେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅଭିଲିପ୍ସା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ତେବେ ବନ୍ଧୁଗଣ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଲେଖିଥିଲେ ଓ ଯାହାକୁ ଆମେ ଓଡିଆ ରେ ବର୍ଣ୍ଣନା କରି ଆପଣ ଙ୍କୁ କହୁଛୁ ଯେ ମୁଁ ବଞ୍ଚିଛି କିନ୍ତୁ କେତେବେଳ ପର୍ଯ୍ୟନ୍ତ ଜାଣି ନହିଁ , ତେବେ ଏହି ଭଳି ପୋଷ୍ଟ କରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଅଚାନକ କଣ ହୋଇଛି ତାହା ଜଣା ପଡି ନାହିଁ ତେବେ କଣ ହୋଇଛି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଭାବେ ରେ ଜଣା ପଡି ନାହିଁ । ତେବେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଅଭିଲିପ୍ସା ଖୁବ ଶୀଘ୍ର ସୁସ୍ଥ ହୋଇ ଆମ ଗହଳ କୁ ଫେରି ଆସନ୍ତୁ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.