ବଡ ଖବର – ବିବାହର ମାତ୍ର ୧ ମାସରେ ଅଭିନେତ୍ରୀ କୋଏଲ ବାନାର୍ଜୀ (Koyel Banerjee) ମା ହେବାକୁ ଯାଉଛନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣାମାନେ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିବା କିଛି ହିରୋଇନ ମାନଙ୍କ ମଧ୍ୟରୁ ଜଣେ। ସେଇ ହିରୋଇନ ମାନଙ୍କ ଅଭିନୟ ରେ ଦର୍ଶକ ମାନଙ୍କ ପସନ୍ଦିତ ହୋଇଥିଲେ। ଦ୍ବତୀୟ ବିବାହ ପରେ ଏବେ ବର୍ତ୍ତମାନ ସମୟ ରେ ନଜର ରେ ଆସିଛି କି ମାଆ ହେବାକୁ ଯାଉଛନ୍ତି ବଙ୍ଗାଳି ହିରୋଇନି କୋଏଲ୍ ବାନାର୍ଜି।ତାହାେହେଲେ ଆପଣ ମାନେ ଜାଣିଥିବେ ବବି ମିଶ୍ର ଙ୍କୁ ପ୍ରଥମେ ପ୍ରେମ କରି ବିବାହ କରିଥିଲେ କିନ୍ତୁ କୋଣସି କାରଣରୁ ତାଙ୍କ ମଧ୍ୟରେ ମଧ୍ୟ ରେ ଛାଡ଼ପତ୍ର ହେଇ ଯାଇଥିଲା ।

ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ଦୁହେଁ ଅଲଗା ହେବା ପରେ ବହୁତ ସିରିଏଲ ଆଉ ବଙ୍ଗାଳି ସିନେମା ରେ ଅଭିନୟ କରିଥିବା ର ନଜର ରେ ଆସିଥିଲେ କୋଏଲ୍ ବାନାର୍ଜୀ । ଦୀର୍ଘ ୨୦୧୯ ମସିହାରୁ ସିଏ ବଙ୍ଗଳା କୁ ବା କାଲକାତା କୁ ଚାଲି ଯାଇଥିଲେ ଓ ତାହାସହ ବଙ୍ଗଳା ଇଣ୍ଡଷ୍ଟ୍ରି ରେ କାମ କରିଥିବାର ନଜର ରେ ମଧ୍ୟ ଆସିଥିଲେ । ୨୦୨୦ ରେ ତାଙ୍କ ର ବଙ୍ଗାଳି ଆକ୍ଟର ସହ ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା । ୨୦୨୧ ରେ ପ୍ରଥମ ସ୍ବାମି ବବି ମିଶ୍ର ଙ୍କୁ ଛାଡ ପତ୍ର ଦେଇଥିଲେ ।

ବବି ମିଶ୍ର ଙ୍କୁ ଛାଡ଼ପତ୍ର ଦେଇ ସାରିବା ପରେ କୋଏଲ୍ ବାନାର୍ଜୀ ୨୦୨୨ ରେ ବଙ୍ଗାଳି ଅଭିନେତା ଙ୍କୁ ପ୍ରେମ ବିବାହ କରିଥିଲେ । ଜାହାକି ସୋସିଆଲ୍ ମିଡ଼ିଆ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା । ତେବେ ଦ୍ବତୀୟ ବିବାହ ପରେ କୋଏଲ୍ ବାନାର୍ଜୀ ବହୁତ ଖୁସି ରହି ଥିବାର ନଜର ରେ ମଧ୍ୟ ଆସିଥିଲେ ।

ତେବେ କୋଏଲ୍ ବାନାର୍ଜୀ ଏବେ ମାଆ ହେବାକୁ ଯାଉଛନ୍ତି ଆଉ ଏହି ଖୁସି ର ଖବର ଟି ସେ ତାଙ୍କ ସୋସିଆଲ୍ ମିଡ଼ିଆ ରେ ଜଣେଇ ପୋଷ୍ଟ୍ କରିଛନ୍ତି ଆଉ ତାହା ସହ ଲେଖିଛନ୍ତି କି ସେ ବହୁତ ଖୁସି ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ କୋଏଲ୍ ବାନାର ମାଆ ହେବାକୁ ଯାଉଛନ୍ତି ସେଇଠି ପାଇଁ ସେ ବହୁତ ଖୁସି ରେ ଥିବାର ଜଣା ପଡୁଛି ।

ବଙ୍ଗାଳି ସିନେମା ଓ ସିରିଏଲ ରେ ଅଭିନୟ କରିଥିବା ହିରୋଇନ କୋଏଲ୍ ବାନର୍ଜି ଏବେ ମାଆ ହେବାକୁ ଯାଉଥିବା ରୁ ଖିସି ଅଛନ୍ତି ଆଉ ମାଆ ହେବା କାରଣ ରୁ ସେ ନିଜର ବହୁତ ଭଲ ଭାବରେ କେୟାର୍ ମଧ୍ୟ ନେଉଛନ୍ତି । ଆଉ ନିଜର କେୟାର୍ ନେବା କାରଣ ରୁ ସେ ଅଭିନୟ ଦୁନିଆ ରୁ କିଛି ଦିନ ପାଇଁ ଦୁରେଇ ରହିବେ ।

ତେବେ ମାଆ ହେବାକୁ ଯାଉଛନ୍ତି କୋଏଲ୍ ବାନାର୍ଜୀ ଏହି କଥା ଟି ଖୁବ ଭାଇରାଲ୍ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ଦ୍ବତୀୟ ବିବାହ ପରେ ମାଆ ହେବାକୁ ଯାଉଛନ୍ତି କୋଏଲ୍ ବାନାର୍ଜି ଆଉ ପ୍ରଥମ ବିବାହ ସେ ଅଭିନେତା ବବି ମିଶ୍ର ଙ୍କୁ କରିଥିଲେ ତାଙ୍କ ଠାରୁ କୌଣସି କାରଣ ରୁ ସେ ମାଆ ହୋଇ ପରି ନଥିଲେ କିମ୍ବା କିଛି ପିଲା ନଥିଲା ।

ତେବେ ଅଭିନେତ୍ରୀ କୋଏଲ୍ ବାନାର୍ଜି ଦ୍ବତୀୟ ବିବାହ ପରେ ଏବେ ନୂଆ ବା ପ୍ରଥମ କରି ମାଆ ହେବାକୁ ଯାଉଛନ୍ତି ଯେଉଁ କାରଣ ପାଇଁ ସେ ଏବେ ବହୁତ ଖୁସି ରେ ଅଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.