ରାଜେଶଙ୍କ (Rajesh) ସହିତ ଲୁମରାଇନ (Lumraina) ଭାଇ ବାହାଘରରେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ କରିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ତେବେ ଆପଣ ମାନେ ଅଭିନେତ୍ରି ଲୁମରିନା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ଲୁମରିନା ବହୁତ ଲୋକପ୍ରିୟ ଅଭିନେତା ହେବା ସହ ସେ ସମସ୍ତ ଙ୍କ ଦର୍ଶକ ମାନଙ୍କ ଘରେ ଘରେ ସୁପରିଚିତ୍ ଅଛନ୍ତି । ତେବେ ଲୁମରିନା ବହୁତ ଧାରାବାହିକ ନିଜର ସୁନ୍ଦର ଅଭିନୟ କୁ ସମସ୍ତ ଦର୍ଶକ ମାନଙ୍କ ନଜର ରେ ଆଣି ସାରିଛନ୍ତି ଆଉ ବହୁତ ଭଲ ପାଇବା ମଧ୍ୟ ପାଇ ପାରିଛନ୍ତି ।

ତେବେ ଅଭିନେତ୍ରି ଲୁମରିନା ବହୁତ ଧାରାବାହିକ ରେ ମୁଖ୍ୟ ଖଳ ନାୟିକା ଭୂମିକା ମାଧ୍ୟମ ରେ ଅଭିନୟ କରି ଲୋକ ନଜର କୁ ଆସିଥିଲେ ଆଉ ତାଙ୍କର ଜବର୍ ଦସ୍ତ୍ ଅଭିନୟ ପାଇଁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ଏହୁ ଅଭିନେତ୍ରୀ ଙ୍କୁ । ତେବେ ଲୁମରିନା ତାଙ୍କ ର ମଡେଲ ଅନ୍ଦାଜ ରେ ନିଜର ସୁନ୍ଦର ଅଭିନୟ ପାଇଁ ମଧ୍ୟ ବହୁ ଚର୍ଚ୍ଚା ରେ ମଧ୍ୟ ଥାଆନ୍ତି ।

ତେବେ ଅଭିନେତ୍ରୀ ଲୁମରିନା ଏବେ ଅଭିନୟ କରୁଛନ୍ତି ମୁଖ୍ୟ ନାୟିକା ଭାବରେ ମଙ୍ଗୁଳା କନ୍ୟା ଧାରାବାହିକ ରେ ଯାହାକି ସିର୍ଦ୍ଧାନ୍ତ୍ ଟିଭି ରେ ପ୍ରସାରିତ ହେଉଛି । ତେବେ ଲୁମରିନା ନିଜର ଖଳ ନାୟିକା ଭାବରେ ନିଜର ସୁନ୍ଦର ଅଭିନୟ କରି ସମସ୍ତ ଙ୍କ ଘରେ ଘରେ ପରିଚିତ ରହିଛନ୍ତି । ତେବେ ସେ ପ୍ରଥମେ ସେ ଜୀ ସାର୍ଥକ ର ଜୀବନ ସାଥି ଧାରାବାହିକ ରେ ସପୋଟିଙ୍ଗ୍ ଅଭିନେତ୍ରୀ ଭାବରେ ନଜର ରେ ଆସିଥିଲେ ଆଉ ପରେ କୁଆଁରୀ ବୋହୁ ଧାରାବାହିକ ରେ ଖଳ ନାୟିକା ଓ ଆମ ଘର ଲକ୍ଷ୍ମୀ ରେ ମଧ୍ୟ ସେ ମୁଖ୍ୟ ଖଳ ନାୟିକା ଭାବ ରେ ଲୋକ ନଜର କୁ ଆସିଥିଲେ ।

ଆଉ ନିଜ ର ବେଷ୍ଟ୍ ପ୍ରଫୋମାନ୍ସ ଦ୍ବାରା ସେ ଧୀରେ ଧୀରେ ବହୁତ ଧାରାବାହିକ ଆଉ ସିନେମା ରେ ମଧ୍ୟ ନଜର ରେ ଆସିଥିଲେ ତେବେ ବର୍ତ୍ତମାନ ସମୟ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଛନ୍ତି ମଙ୍ଗୁଳା କନ୍ୟା ଧାରାବାହିକ ରେ ଯାହାକି ସିର୍ଦ୍ଧାନ୍ତ୍ ଚ୍ୟାନେଲ୍ ରେ ପ୍ରସାରିତ ହେଉ ଅଛି । ତେବେ ଏପରି ଭାବରେ ଧୀରେ ଧୀରେ ସେ ସଫଳତା ର ପାହାଚ ଚଢି ସେ ଆଜି ଏଜାଏ ପହଂଚି ପାରିଛନ୍ତି ।

ତେବେ ଅଭିନେତ୍ରୀ ଲୁମରିନା ଏବେ ନଜର ରେ ଆସିଛନ୍ତି ତାଙ୍କ ଭାଇ ବାହାଘର ରେ ଡ୍ୟାନ୍ସ କରିଥିବା ର । ତେବେ ନିଜ ଭାଇ ବାହାଘର ରେ ବହୁତ ମସ୍ତି କରୁଥିବର୍ ନଜର ରେ ଆସିଛନ୍ତି ଅଭିନେତ୍ରୀ ଲୁମରିନା । ତେବେ ଲୁମରିନା ତ ଡ୍ୟାନ୍ସ ତ କରୁଛନ୍ତି ହେଲେ ସେ ଡ୍ୟାନ୍ସ କରୁଛନ୍ତି ତାଙ୍କ ବୟଫ୍ରେଣ୍ଡ ଙ୍କ ରାଜେଶ ଙ୍କ ସହ ।

ତେବେ ତାଙ୍କ ବୟଫ୍ରେଣ୍ଡ ରାଜେଶ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ଜଣାଶୁଣା ଅଭିନେତା ରାଜେଶ ଯିଏ କି ବହୁତ ଓଡ଼ିଆ ଧାରାବାହିକ ଓ ଓଡ଼ିଆ ସିନେମା ରେ ଅଭିନୟ କରି ସାରିଛନ୍ତି । ତେବେ ଦୁହେଁ ବହୁତ ଖୁସି ରେ ଅଛନ୍ତି ଆଉ ଲୁମରିନା ଙ୍କ ଭାଇ ବାହାଘର ରେ ଲୁମରିନା ଓ ତାଙ୍କ ବୟଫ୍ରେଣ୍ଡ ରାଜେଶ ଙ୍କ ସହ ଡ୍ୟାନ୍ସ କରି ବହୁତ ମଜ୍ଜା ମସ୍ତି କରୁଥିବାର ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.