ଗଣମାଧ୍ୟାମ ଆଗରେ ନିଜର ପ୍ରତିକ୍ରିୟାକୁ ନେଇ ଫୁଣି ଚର୍ଚ୍ଚାରେ ସାଂସଦ ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମର ଏହି ପେଜ ମାଧ୍ୟମ ରେ ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ରହି ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ବେସ ଚର୍ଚ୍ଚା ରେ ଅଛନ୍ତି ଏକ ଦୃଶ୍ୟ କୁ ନେଇ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ । ତେବେ କେନ୍ଦ୍ରପଡା ର ସାଂସଦ ମଧ୍ୟ । ତେବେ ଅନୁଭବ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବେସ ଭଲ ଭାବ ରେ ଦେଖିଥିବେ , ବହୁ ସାରା ଚଳଚିତ୍ର ରେ ,

ତେବେ ଅନୁଭବ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡିଶା ର ଘର ଘରେ ପରିଚିତ ହେବା ସହିତ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ , ସେ ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ର ସାଂସଦ ଅଟନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ବା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଅନୁଭବ ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ଅନୁଭବ ସାମ୍ବାଦିକ ମାନ ଙ୍କ ପରିବାର ଲୋକ ଭଲ ଅଛନ୍ତି କି ନହିଁ ପଚାରୁ ଛନ୍ତି ଓ ଯାହାକି ବେସ ପ୍ରଶଂସୀୟ । ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.