ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ସିଲସିଲା ବେହେରା କହିଲେ ଡ୍ରାଇଭ ସହ ମୋର ଭାଇ ଭଉଣୀର ସମ୍ପର୍କ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସ୍ଵାମୀ ମାରିବା ପତ୍ନୀ କରିଥିଲା ଷ-ଡ-ଯ-ନ୍ତ୍ର , ତେବେ ଏହି ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଲୋକ ପ୍ରିୟ ହୋଇପାରିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସିଲସିଲା ବେହେରା ଙ୍କ ନାମ ରେ ଆସିଥିବା ସମସ୍ତ ଅଭିଯୋଗ କୁ ଖଣ୍ଡନ କରି କ୍ୟାମେରା ସାମ୍ନା କୁ ଆସିଛନ୍ତି ଓ ତାଙ୍କ ବିରୋଧ ରେ ହୋଇଥିବା ସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସିଲସିଲା ବେହେରା ।


ତେବେ ବନ୍ଧୁଗଣ ସେ କହିଛନ୍ତି ତାଙ୍କ ନାମ ରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ , ମୋ ସ୍ଵାମୀ ମୋ ବିରୋଧ ରେ ମିଛ ଅଭିଯୋଗ କରୁଛନ୍ତି କୌଣସି ହିନ୍ଦୁ ନାରୀ ତା ସ୍ଵାମୀ କୁ ମାରି ପାରିବ ନହିଁ । ତେବେ ଆମ ବିବାହ 18 ବର୍ଷ ହୋଇ ଗଲାଣି କିନ୍ତୁ ମାରିବା କାରଣ କଣ ଯଦି ମାରିବା ର ଥିଲା ସୁପାରିସ କଣ ପାଇଁ ଦେଇ ନାହାଁନ୍ତି , ମୋ ସ୍ଵାମୀ ମୋତେ ଓ ମୋ ପୁଅ କୁ ଗ୍ରହଣ କରୁ ନ ଥିଲେ ଓ ସେ ଆମ କୁ ଦୂରେଇ ରଖିବା ପାଇଁ ଏହା ତାଙ୍କର ଏକ ପ୍ଳାନ ।

ତେବେ ବନ୍ଧୁଗଣ ଡ୍ରାଇଭର ଅଶୋକ ସାହୁ ଙ୍କ ବିଷୟ ରେ କହିଛନ୍ତି ଯେ ଅଶୋକ ମୋ ମଧ୍ୟ ରେ ସେହିଭଳି କିଛି ସମ୍ପର୍କ ନହିଁ , ଆମର ଭାଇ ଭଉଣୀ ସମ୍ପର୍କ ବୋଲି କହିଛନ୍ତି ଓ ସେ ତାଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ବୋଲି କହିଛନ୍ତି । ତେବେ ଏହାର ପ୍ରମାଣ ମଧ୍ୟ ମୋ ପାଖ ରେ ଅଛି । ତେବେ ମୋ ସ୍ଵାମୀ ଙ୍କ ଟ୍ରାନ୍ସଫର ପୁରୀ ହେବା ପରେ ସେ ନିଜେ ଅଶୋକ ଙ୍କୁ ଆମ ମାନ ଙ୍କ ଦାୟିତ୍ଵ ନେବା ପାଇଁ କହିଥିଲେ ।

ତେବେ ମୋ ସ୍ଵାମୀ ଙ୍କ ର ପ-ର-କ୍ରି-ୟା ପ୍ରୀତି ରହି ଥିବାରୁ ସେ ଆମ ମାନ ଙ୍କୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି ସେଥିପାଇଁ ସେ ନିଜେ ପ୍ଳାନ କରିଛନ୍ତି ବୋଲି ସିଲସିଲା ଗଣ ମାଧ୍ୟମ ମାନ ଙ୍କ ସମୁଖ ରେ କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.