ସୌମ୍ୟ ମୃ-ତ୍ୟୁ ଘଟଣା ରେ ଆଉ ଏକ ବଡ ଖୁଲାସା – ସାମ୍ନାକୁ ଆସିଲା ସୋନାଲୀ (Sonali Nanda) – ସୌମ୍ୟଙ୍କ (Soumya) ଆଉ ଏକ ଅଡିଓ, ମୃ-ତ୍ୟୁ ପୂର୍ବରୁ ସୌମ୍ୟଙ୍କୁ ଏମିତି କହୁଥିଲେ ସୋନାଲି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ଅନେକ ଭିଡିଓ ଓ ଦେଶ ଓ ବିଦେଶ ଖବର ଦେଖିବାକୁ ଏବଂ ଶୁଣିବାକୁ ପାଉଥିବେ । ତେବେ ବନ୍ଧୁଗଣ ଆପଣ ମାନେ ପ୍ରେମ କାହାଣୀ କୁ ନେଇ ଅନେକ ଖବର ସୋସିଆଲ ମିଡିଆ ରେ ଦେଖିବାକୁ ପାଉଥିବେ , ତେବେ ଗତ ଦୁଇ ମାସ ତଳେ ଏକ ପ୍ରେମକାହାଣୀ କୁ ନେଇ ବେସ ଚର୍ଚ୍ଚା ରେ ଥିଲା । ଏହି ପ୍ରେମ କାହାଣୀ ହେଉଛି ସୌମ୍ଯରଞ୍ଜନ ଓ ସୋନାଲୀ ନନ୍ଦ ଙ୍କୁ ନେଇ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଜ ପ୍ରେମ ପାଇଁ ସୌମ୍ଯରଞ୍ଜନ ଆ-ତ୍ମ-ହ-ତ୍ୟା କରିଥିଲେ , ତେବେ ସୌମ୍ୟ ଙ୍କ ପରିବାର ଲୋକ ମଧ୍ୟ ଷୋନାଲୀ ଓ ତାଙ୍କ ମା ଙ୍କ ନାମ ରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିଲା , ତେବେ ବନ୍ଧୁଗଣ ସୌମ୍ୟ ଙ୍କ ମୃ-ତ୍ୟୁ କରିବା ର ଅଢେଇ ମାସ ପରେ ବର୍ତ୍ତମାନ ସମୟ ରେ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଷୋନାଲୀ ଙ୍କ ନାମ ରେ ମାମଲା ରୁଜ୍ଜୁ କରିବା ପାଇଁ ।

ତେବେ ଷୋନାଲୀ ଙ୍କ ନନ୍ଦ ଙ୍କ ନାମ ରେ ମାମଲା ରୁଜୁ ହୋଇଛି । ତେବେ କେବଳ ଷୋନାଲୀ ନୁହଁନ୍ତି ବରଂ ତାଙ୍କ ମା ଙ୍କ ନାମ ରେ ମଧ୍ୟ ଇନଫୋସିଟି ଥାନା ରେ ମାମଲା ଦାୟର କରା ଯାଇଛି । ତେବେ ଆ-ତ୍ମ-ହ-ତ୍ୟା ପାଇଁ ପ୍ରବର୍ତ୍ତିବା ପାଇଁ ଆଇପିସି 306 ଓ ସମାନ ଉଦ୍ଦେଶ୍ୟ ରେ ଏକାଧିକ ବ୍ୟକ୍ତି ଅ-ପ-ରା-ଧ କାର୍ଯ୍ୟ ପାଇଁ ଧାରା 34 ରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୌମ୍ୟ ମୃତ୍ୟୁ କରିବା ପରେ ଏକ ସୁ-ଇ ସା-ଇ-ଟ ନୋଟ ଲେଖି ଯାଇଥିଲେ ଓ ଏହି ସୁଇ ସାଇଟ ନୋଟ ରେ ସେ ସୋନାଲୀ ଙ୍କ ନାମ ଦର୍ଶାଇ ଥିଲେ , ତେବେ ପରିବାର ଲୋକ ଷୋନାଲୀ ଙ୍କ ନାମ ରେ ଅଭିଯୋଗ କରିଥିଲେ ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ କିନ୍ତୁ ପୋଲିସ କିଛି ବି କରି ପାରୁ ନଥିଲା ଓ ସେସ ରେ ହାଇ କୋର୍ଟ ର ଦ୍ଵାରସ୍ଥ ହେବା ପରେ କୋର୍ଟ ଷୋନାଲୀ ଓ ତାଙ୍କ ମା ଙ୍କ ନାମ ରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବନ୍ଧୁଗଣ ଏହାରି ଭିତରେ ଆଉ ଏକ ନୂଆ ଅଡିଓ ଭାଇରାଲ ହେବା ରେ ଲାଗିଛି , ତେବେ ଏହି ଅଡିଓ ରେ ସୌମ୍ୟ ଷୋନାଲୀ ଙ୍କୁ କହୁଛନ୍ତି ସେ ଗାଡି ଆଗ କୁ ଆସି ଯିବେ ଓ ଆ-ତ୍ମ-ହ-ତ୍ୟା କରିବେ କିନ୍ତୁ ସୋନାଲୀ ତାଙ୍କ କଥା କୁ ଟାହି ଟାପୁରା କରିଛନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.