ଦେଢଶୂରର ମୋବାଇଲ ପ୍ରେମ ଭାଇ ବୋହୂ କୁ କରିଲା ପାଗଳ, ଦୁଇ ଛୁଆ କୁ ଛାଡି ଛୁ ମାରିଲା ଭାଇ ବୋହୁ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ବହୁତ ଆଗ କୁ ଯାଉଛି , ତେବେ ଦୁନିଆ ଯେତେ ଆଗ କୁ ଯାଉଥିଲେ ମଧ୍ୟ ଏମିତି କିଛି ଖବର ଆମେ ଜାଣିବାକୁ ପାଇଥାଉ ଯାହାକି ବେସ ଲାଜ୍ୟା ଜଣକ ହୋଇଥାଏ , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅଧିକାଂଶ ଭିଡିଓ ପ୍ରେମ ଓ ପରକ୍ରିୟା କୁ ନେଇ ହୋଇଥାଏ ଓ ଆପଣ ମାନେ ଏହି ଭଳି ଅନେକ ଭିଡିଓ ସୋସିଆଲ ମିଡିଆ ରେ ଦେଖିଥିବେ ।

ତେବେ ଆପଣ ମାନେ ଶୁଣିଥିବେ ଯେ କେଉଁଠି ନିଜ ସ୍ଵାମୀ ଥାଉ ଥାଉ ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖୁଥିବା ସମୟ ରେ ଅନ୍ୟ କେଉଁଠି ସ୍ତ୍ରୀ ଥାଉ ସ୍ଵାମୀ ଅନ୍ୟ କୌଣସି ମହିଳା ଙ୍କ ସହିତ ସମ୍ପର୍କ ରଖୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରୁ ଅନେକ କିଛି ଦେଖିବାକୁ ପାଉଥିବେ , ତେବେ ବନ୍ଧୁଗଣ ଆଜି ଆମେ ଯେଉଁ ଏକ ଖବର ବିଷୟ ରେ ଜାଣିବା ତାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆପଣ ମାନେ ଜାଣିଥିବେ ଦେଢଶୁର ଙ୍କୁ ଛୁଇଂବା ମନା କିନ୍ତୁ ବର୍ତ୍ତମାନ ଯୁଗ ରେ ସେ ଆଉ ବାରଣ ନହିଁ । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଜଣେ ମହିଳା ନିଜ ଦେଢଶୁର ପ୍ରେମ ଏତେ ବାୟା କଳା ଯେ ଜନ୍ମ କଳା ଦୁଇ ଝିଅ ମୁହଁ ଚାହିଁଲେ ନହିଁ । ବନ୍ଧୁଗଣ ମହିଳା ଜଣ ଙ୍କ ନିଜ ଦେଢଶୁର ସହ ନିଜସାନ ଝିଅ କୁ ଧରି ଛୁ ହୋଇ ଯାଇଛନ୍ତି । ତେବେ ବନ୍ଧୁଗଣ ଏହା ଲଜ୍ୟା ଜଣକ ଖବର ।


ତେବେ ବନ୍ଧୁଗଣ ଦେଢଶୁର ଓ ଭାଇ ବୋହୁ ପ୍ରଥମେ ମନ ଦେବା ପରେ ବିବାହ କରିବା କୁ ନିଷ୍ପତ୍ତି ନେଇଥିଲେ ଓ ସେଥିପାଇଁ ଲୁଛାଚ୍ଛପା ପ୍ରେମ କରୁଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ନିଜ ଘରୁ ଗାୟବ ହୋଇଗଲେ । ତେବେ ବନ୍ଧୁଗଣ ସତ ରେ ପ୍ରେମ ଅନ୍ଧ ନ ହେଲେ ଏଠି ଦେଢଶୁର ଓ ଭାଇ ବୋହୁ ଙ୍କ ସମ୍ପର୍କ କଣ ଆପଣ ମାନେ ଜାଣିଥିବେ କିନ୍ତୁ ପ୍ରେମ ରେ ଅନ୍ଧ ହୋଇ ନିଜ ସ୍ଵାମୀ କୁ ଛାଡି ଦେଢଶୁର ସହ ଛୁ ହୋଇଛନ୍ତି ।

ତେବେ ବନ୍ଧୁଗଣ ଏହି ଭଳି ଲଜ୍ୟା ଜଣକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁର ପାଲ ବ୍ଲକ ଅନ୍ତର୍ଗତ ଭୋଗବେରେନି ଗ୍ରାମ ପଞ୍ଚାୟତ ର ଖମଣା ଗାଁ ରେ । ତେବେ ସେହି ଗାଁ ରେ ଗୌତମ ନାୟକ ସ୍ତ୍ରୀ ଲିପି ନାୟକ ନିଜ ବଡ ଭାଇ ଲକ୍ଷ୍ମୀକାନ୍ତ ନାୟକ ଙ୍କ ଘରେ ରହୁଥିଲେ , ରହିବା ପରେ ଧୀରେ ଧୀରେ ଦେଢଶୁର ଓ ଭାଇବୋହୁ ପ୍ରେମ ଦିନ କୁ ଦିନ ବଢିବା ରେ ଲାଗିଥିଲା । ତେବେ ଦୁହିଁ ଙ୍କ ପ୍ରେମ କାହାଣୀ ବିଷୟ ରେ ଜାଣି ପାରିଥିଲେଲିପି ଙ୍କ ସ୍ଵାମୀ ଗୌତମ ନାୟକ ଓ ଲକ୍ଷ୍ମୀକାନ୍ତ ନାୟକ ଙ୍କ ପତ୍ନୀ ସ୍ତ୍ରୀ ।

ତେବେ ବନ୍ଧୁଗଣ ଦିନେ ଲକ୍ଷ୍ମୀକାନ୍ତ ନାୟକ ସ୍ତ୍ରୀ ଓ ତାଙ୍କ ମା ଆସି ଗୌତମ ଙ୍କ ପତ୍ନୀ କୁ ଛେଚିଲେ ତେବେ ଏ ନେଇ ଗୌତମ ଙ୍କ ବଡ ଭାଇ ବଅଁର ପାଲ ଥାନା ରେ ଅଭିଯୋଗ କରିଥିଲେ ଓ ଥାନା ବାବୁ ଲିପି ନାୟକ ଏବଂ ପ୍ରେମିକ ଦେଢଶୁର କୁ ଡାକି ବୁଝାସୁଜି କରି ଲେଖା ପଢା କରିଥିଲେ କିନ୍ତୁ କିଛି ଲାଭ ହୋଇ ନଥିଲା ପରବର୍ତ୍ତୀ ସମୟ ରେ ଭାଇ ବୋହୁ ନିଜ ଦେଢଶୁର ସହ ଗାୟବ ହୋଇ ଯାଇଛନ୍ତି ନିଜ ସାନ ଝିଅ କୁ ଧରି ।

ତେବେ ଗୌତମ ଅଭିଯୋଗ କରିଛନ୍ତି ଯେ ତାଙ୍କ ବଡ ଭାଇ ତାଙ୍କ ପତ୍ନୀ କୁ ନେଇ ଗାୟବ ହୋଇ ଯାଇଛନ୍ତି , ତେବେ ଲିପି 3 ଟି ଝିଅ ଓ ତାଙ୍କ ମଧ୍ୟ ରୁ ସାନ ଝିଅ କୁ ନେଇ ଯାଇଛନ୍ତି ଆଉ 2 ଟି ଝିଅ ଗୌତମ ଙ୍କ ପାଖ ରେ ଅଛି ॥ ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.