ଜିଓ ଆଣିଲା ଧୂଆଁଧାର ଅଫର ,ରିଚାର୍ଜ କଲେ ମିଳିବ ସ୍ମାର୍ଟଫୋନ, କେମିତି ପାଇବେ – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ଆପଣ ମାନେ ନିଶ୍ଚୟ jio ସିମ୍ ବ୍ୟବହାର କରୁଥିବେ , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ jio ଆଣିଛି ଏକ ନୂଆ ଅଫର୍ ଓ ଏହି ଅଫର ବିଷୟ ରେ ଜାଣିଲେ ଆପଣ ବହୁତ୍ ଖୁସି ହୋଇଯିବେ। ତେବେ ବର୍ତ୍ତମାନ୍ ସମୟ ସମସ୍ତେ jio କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ jio ଭଳି ଆହୁରି ଅନେକ କମ୍ପାନୀ ରହିଛି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସାଧାରଣ କଲ ଓ ଡାଟା ପାଇଁ ଭିନ୍ନ ଭିନ୍ନ ପ୍ଲାନ୍ ଥାଏ , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ jio ସମସ୍ତ ଙ୍କ ପାଇଁ ଏକ ଖୁସି ଖବର ଆଣି ଦେଇଛି । ତେବେ jio ସଦା ସର୍ବଦା ନିଜ ଗ୍ରାହକ ମାନ ଙ୍କ ଅନେକ ଅଫର୍ ଆଣି ଦେଇଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ନୂଆ ଅଫର ଆଣିଛି ଯାହାକୁ ଆପଣ ମାନେ ରିଚାର୍ଜ କରି 4ଜି ମୋବାଇଲ ପାଇ ପାରିବେ ।


ତେବେ ଯଦି ଆପଣ ଙ୍କ ସ୍ମାର୍ଟ ଫୋନ ସହ ଜଡିତ ଆବଶ୍ୟକତା କମ ରହିଛି ତେବେ ଏହି ଅଫର ଆପଣ ମାନ ଙ୍କ ପାଇଁ ଲାଭ ଦାଯକ ହେବ । ତାହେଲେ ବନ୍ଧୁଗଣ ଏହି ସୁବିଧା ଟି ହେଉଛି ଆପଣ ଥରେ ରିଚାର୍ଜ୍ କଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡକଥା ହେବା ସହ ଏକ jio ଫୋନ ମାଗଣା ।

ହଁ ବନ୍ଧୁ ମାତ୍ର ୧୯୯୯ ଟଙ୍କା ରେ ରିଚାର୍ଜ କଲେ ଆପଣ ଙ୍କୁ ମାଗଣା ରେ jio ଫୋନ ମିଳିବା ସହିତ ଆପଣ ମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଆସିମୀତ କଲ ସୁବିଧା ପାଇ ପାରିବେ । ତେବେ ବନ୍ଧୁଗଣ ଏହି ରିଚାର୍ଜ ରେ ଆପଣ ମାନ ଙ୍କୁ କମ ଡାଟା ମିଳିବ ଅର୍ଥାତ ଦୁଇ ବର୍ଷ ପାଇଁ 48 ଜୀବି ଡାଟା ମିଳିବ ।

ତେବେ ବନ୍ଧୁଗଣ ଯଦି ଆପଣ ଙ୍କୁ 1 ବର୍ଷ ପର୍ଯ୍ୟନ୍ତ ଆସିମୀତ କଲ ଦରକାରସେଥିପାଇଁ ଆପଣ ମାତ୍ର 1499 ଟଙ୍କା ରିଚାର୍ଜ କରନ୍ତୁ ଅସୀମିତ କଲ ସହ 26 ଜୀବି ଡାଟା ମିଳିବ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.