ଆରମ୍ଭ ହେଲା ରାଜବୀର (Rajveer) ର ଚିକିତ୍ସା, ଦିଆଗଲା ଇଞ୍ଜେକ୍ସନ! ରାଜବୀର ପାଇଁ କେତେ ଟଙ୍କା ସଂଗ୍ରହ ହେଲା – ଦେଖନ୍ତୁ ଭିଡିଓ

Uncategorized

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ରାଜବିର ଙ୍କ ଚିକିତ୍ସା ହୋଇ ଯାଇଛି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାଜବିର ଏକ ବିରଳ ରୋଗ ରେ ପୀଡିତ ଅଛି ଓ ସେ ନିଜ ଜୀବନ ସହ ଲଢେଇ କରୁଛି । ତେବେ ବନ୍ଧୁଗଣ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଟାଇପ 2 ନାମକ ଏକ ବିରଳ ରୋଗ ରେ ପୀଡିତ ଅଛି ରାଜବିର । ତେବେ ବନ୍ଧୁଗଣ ଏହି ଛୋଟ ପିଲା ଟି କୁ ବଞ୍ଚାଇବା ପାଇଁ ଡାକ୍ତର ଅନେକ ପ୍ରୟାସ କରୁଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ବିରଳ ରୋଗ ର ଚିକିତ୍ସା ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ , ଆପଣ ମାନେ ଜାଣିଥିବେ ଏହି ରୋଗ ର ଚିକିତ୍ସା ପାଇଁ ଜୋଲାଜେଲସମା ଇଂଜେକସନ ଦରକାର କିନ୍ତୁ ବର୍ତ୍ତମାନ୍ ସମୟ ରେ ଏହା ବଦଳ ରେ ରିଶିଡ଼ିଫ୍ଲାମ ଇଞ୍ଜେକ୍ସନ ଦିଆ ଯିବ ।


ତେବେ ବର୍ତ୍ତମାନ୍ ସମୟ ରେ ରାଯବିର ର ସ୍ୱାସ୍ଥ୍ୟବସ୍ଥା ରେ ଧୀରେ ଧୀରେ ଉନ୍ନତି ଆସୁ ଥିବାର ଦେଖିବାକୁ ମିଳୁଛି ।ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାଜବିର ଚିକିତ୍ସା ବାଙ୍ଗାଲୋର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ବନ୍ଧୁଗଣ ତାର ଜୀବନ ବଞ୍ଚାଇବା ପାଇଁ ଲାଗି ପଡିଛନ୍ତି ଡାକ୍ତର ଓ ସେ ମାନେ ରିସିଡିଫ୍ଲାମ ଚିକିତ୍ସା ଆରମ୍ଭ କରିଛନ୍ତି ।

ତେବେ ବନ୍ଧୁଗଣ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବାପଡା ଗ୍ରାମ ର କୁଳମଣି ରଣା ଓ ତମଳିକା ଦାସ ଙ୍କ ଏକ ମାତ୍ର ପୁଅ ରାଜବିର । ତେବେ ବନ୍ଧୁଗଣ ରାଜବିର ନିଜ ବିରଳ ରୋଗ ପାଇଁ ଆଜି ସବୁଠି ପରିଚିତ କାରଣ ରାଜବିର ଙ୍କ ମାଆ ରାଜବିର ଙ୍କୁ ବଞ୍ଚାଇବା ପାଇଁ ଦେଶ ବାସୀ ଙ୍କୁ ନିବେଦନ କରୁଥିଲେ କିଛି ଆର୍ଥିକ ସାହାଯ୍ୟ ପାଇଁ ।

ତେବେ ବନ୍ଧୁଗଣ ଟଙ୍କା ମଧ୍ୟ ଆସୁଛି ଓ ଏହି ଟଙ୍କା କୁ ନେଇ ଅନେକ ଦ୍ଵନ୍ଦ ମଧ୍ୟ ଦେଖା ଦେଇଛି । ତେବେ ବର୍ତ୍ତମାନ ସମୟ ରେ ରାଜବିର ପାଇଁ 7 କୋଟି 8 ଲକ୍ଷ 9 ହଜାର ଟଙ୍କା ଯୋଗାଡ କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଟଙ୍କା ଯୋଗାଡ ନ ହୋଇପାରିବା ରୁ ରିଶିଡିଫ୍ଲାମ ଚିକିତ୍ସା ଆରମ୍ଭ କରା ଯାଇଛି ଓ ଆଗାମୀ ଦିନ ମାନ ଙ୍କ ରେ ଯଦି ଟଙ୍କା ହୋଇଯାଏ ତେବେ ଜୋଲାଜେଲସମା ଇଂଜେକସନ ଦିଆଯିବ ବୋଲି ସୂଚନା ମିଳିଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.