ଏମିତି କିଛି କରିଲେ ରୂପା (Rupa) ଙ୍କୁ ପିଣ୍ଟୁ (Pintu) ! ଭିଡିଓ ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନେକ ଲୋକ୍ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ନ କରି ମଧ୍ୟ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି ତେବେ ବନ୍ଧୁଗଣ ଏହା କେବଳ ସମ୍ଭବ ହୋଇ ପାରୁଛି ସୋସିଆଲ ମିଡିଆ ରେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ସୋସିଆଲ ମିଡିଆ ରେ କେତେ ଯୁବକ ଓ ଯୁବତୀ ମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି , ତେବେ କହିବାକୁ ଗଲେ ସୋସିଆଲ ମିଡିଆ ସମସ୍ତ ଙ୍କ ପାଇଁ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆପ ୟୁଟ୍ୟୁବ ରେ ଆଜି ଅନେକ ଲୋକ ବ୍ଲଗିଙ୍ଗ ଆଲବମ ଓ କମିଡି କରି ଆଜି ବେସ ଲୋକ ପରିଚିତ ହୋଇ ପାରିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଶା ର ନମ୍ବର ୱାନ ବ୍ଲଗର ରୂପା ଓ ପିଣ୍ଟୁ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ସେମାନ ଙ୍କ ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଚ୍ଯାନେଲ ରେ ଆପଣ ମାନେ ରୂପା ଓ ପିଣ୍ଟୁ ଙ୍କ ଅନେକ ବଲ୍ଗ ଭିଡିଓ ଦେଖୁଥିବେ ଯାହାକି ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହୋଇଥାଏ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହାକୁ ଦର୍ଶକ ମାନେ ଦେଖିବା ପରେ ହସୁଛନ୍ତି , ହଁ ବନ୍ଧୁ ଏହି ଭିଡିଓ ରେ ପିଣ୍ଟୁ ହିନ୍ଦୀ କହୁଛନ୍ତି ତାହା ଖଣ୍ଡ ହିନ୍ଦୀ , ତେବେ ପିଣ୍ଟୁ ଏହି ଭିଡିଓ ରେ ଖଣ୍ଡ ହିନ୍ଦୀ ସହ ଖଣ୍ଡ ଓଡିଆ କହୁ ଥିବା ରଦେଖିବା କୁ ମିଳିଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.