ଝିଲ୍ଲୀଙ୍କୁ ଡିଭର୍ସ ଦେବାକୁ ମନା କରିଲେ ସିଦ୍ଧାର୍ଥ, ଜାଣନ୍ତୁ ଆଗକୁ କଣ ହେବ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣମାନେ ଜାଣିଥିବେ ଓଡିଆ ଚ୍ୟାନେଲ୍ ମାନଙ୍କ ମଧ୍ୟରେ ଜ଼ୀ ସାର୍ଥିକ ଚ୍ୟାନେଲ୍ ହେଉଛି ଅନ୍ୟତମ। ତେଣୁ ଜି ସାର୍ଥକ ରେ ପ୍ର ସାରିତ ହେଉଥିବା ସବୁ ଧାରାବାହିକ ଭିତରୁ ଝିଲି ଧାରା ବାହିକ ଅନ୍ୟତମ । ତେବେ ଆପଣ ମାନେ ଜାଣିଥିବେ କି ଜୀ ସାର୍ଥକର ସବୁ ଧାରାବାହିକଗୁଡ଼ିକ ଖୁବ୍ ଅତୀ ପସନ୍ଦିତ। କିନ୍ତୁ ଜ଼ୀ ସାର୍ଥିକ ରେ ପ୍ରସାରିତ ହେଉଥିବା ଧାରାବହିକ ମାନଙ୍କ ମଧ୍ୟରୁ ଝିଲି ଧାରାବହିକ ହଉଛି ଖୁବ ଲୋକ ପ୍ରିୟ ଅଟେ।

ଆପଣ ମାନେ ଏହି ଧାରାବାହିକ କୁ ନିଶ୍ଚୟ ଭାବରେ ଦେଖୁଥିବେ। ଏହି ଧାରାବହିକ ରେ ଅଭିନୟ କରୁଥିବା ବିଭିନ୍ନ ପ୍ରକାର ର ଭୂମିକା ରେ ଅଭିନେତା ଓ ଅଭିନେତ୍ରୀ ମାନେ ଲୋକପ୍ରିୟ ହୋଇ ପାରିଥିଲେ । ତେବେ ଝିଲି ପ୍ରମୋ ରେ କିଛି ଏମିତି ସିନ ନଜର ଆସିଚି କି ବିକି ଏଲି କୁ ନେଇ କି ଆସିଲା ପରେ ଏବେ ଘରେ ବହୁତ ଚିନ୍ତା ର ମାହଲ ଚାଲିଚି । ଏଠି ମଧ୍ୟ ରେ ଝିଲି ଏହାର ଚିନ୍ତା କୁ ଦୂରେଇବା ପାଇଁ କିଛି ପ୍ଲାନ୍ କରିଛି ଏବଂ ସୋନି ଓ ଏଲି ଙ୍କୁ ଦୁଇ ଜଣ ଙ୍କ ଆକ୍ସିଡେଣ୍ଟ ହୋଇଛି ବୋଲି କହିଛି ।

ଏଠି ମଧ୍ୟ ରେ ସୋନି ପହଞ୍ଚି ଯାଇଛନ୍ତି ଘରେ ତାହା ସହ ଏଲି ବି ସୋନି ଙ୍କ ଆକ୍ସିଡେଣ୍ଟ ହେବା କଥା ଶୁଣି ବାହାରକୁ ପଳାଇ ଆସିଛନ୍ତି ଓ ଦୁଇ ଜଣ ଭେଟା ଭେଟି ହୋଇ ଯାଇଛନ୍ତି ।ତାହା ସହ କଥା ହେଉଛନ୍ତି କଣ ହେଲା ଏବଂ ଦୁଇଜଣ ଙ୍କ ର ଯେତେବେଳେ କିଛି ହୋଇନି ବୋଲି ଦେଖିବାକୁ ପାଇଲେ ତେବେ ଏହି ଦୁଇ ଜଣ ଙ୍କ ର ଭିତ ରେ କଥା ଚାଲିଲା ଏମିତି କାହିଁକି କୁହାଯାଇଥିଲା କି ଆକ୍ସିଡେଣ୍ଟ ହୋଇଛି ବୋଲି କହିଲେ ।

ତେବେ ଦୁହେଁ ଝିଲି ଭାଉଜ କୁ ଖୋଜିଲେ ଆଉ ପଚାରିଲେ ମଧ୍ୟ କାହିଁକି ସେ ମିଛ କଥା କହିଥିଲେ ତେବେ ଏଠି ମଧ୍ୟ ରେ ଦୁଇଜଣ ଜକୁ ଏକାଠି କରିବା ପାଇଁ ଏମିତି କରିଥିବାର କହିଥିଲେ । ଯାହା ଫଳରେ କି ଦୁଇଜଣ ଯାକ ଏକାଠି ହୋଇ ଯାଆନ୍ତୁ । ଏହି ଏହି କଥା ମଧ୍ୟ ରେ ଦୁହେଁ ଫୁଣୀ ଥରେ ରାଗି ଓ କାହିଁକି ଏମିତି କହିଲେ ଓ ତାଙ୍କ ରାଗ କିଛି ସମୟ ମଧ୍ୟ ରେ ଝିଲି ଭଗବାନ ଙ୍କୁ ଡାକିଛନ୍ତି । କିନ୍ତୁ ଏହା ସବୁ ମାଜକ କରୁଛନ୍ତି ବୋଲି ଝିଲି କୁ କହିଲେ । ତେବେ ଏହି ପରି ଭାବେ ଏଲି ଓ ସୋନି ଏକାଠି ହୋଇ ଯାଇଥିଲେ ।

ସମସ୍ତେ ଏକାଠି ହୋଇ ଥିବା ଖୁସି ରେ ସେମାନେ ଝିଲି ଓ ପରିବାର ସହ ସେଲିଫି ମଧ୍ୟ ନେଇଥିଲେ ଓ ସୋସିଆଲ ମିଡ଼ିଆ ଆକାଉଣ୍ଡ ରେ ପୋଷ୍ଟ ମଧ୍ୟ କରିଥିଲେ । ତାପରେ ଦୁହେଁ ଏକାଠି ଘରକୁ ଫେରିଥିବା ର ଦେଖି ସମସ୍ତେ ବହୁତ ଖୁସି ହୋଇ ଯାଇଥିଲେ ଏବଂ ଘରେ ଆସୁଥିବା ପଣା ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ନେଇ ଢେର୍ ମଜାଦାର ଲାଗୁଥିଲା ।

ଆଉ ସମସ୍ତେ ମିଶି ପଣା ସଂକ୍ରାନ୍ତି ପାଇଁ ମଧ୍ୟ କହିଥିଲେ ଏବଂ ସମସ୍ତେ ପଣା ସଂକ୍ରାନ୍ତି ପାଳିଲା ବେଳେ ଶିବ ଏବେ ବାହାରକୁ ଯାଉଛନ୍ତି ସେଇଠି ପାଇ ଜେଜେ ପାଟିକରି କହିଥିଲେ ଯେ କହି ଘର ଛାଡ଼ି ଏବେ ଯାଇ ପାରିବେନି । ଆଉ ସମସ୍ତେ ମିଶି ପଣା ସଂକ୍ରାନ୍ତି ଘରେ ପାଳିବା ପାଇଁ । ଜେଜେ ଙ୍କ କଥା ଶୁଣି ଶିଵ ଘରେ ରହିଥିଲେ । ଏଠି ମଧ୍ୟ ରେ ଝିଲି ଙ୍କ ଆଗାମୀ ଏପିଷୋଡ ରେ ଡିଭର୍ସ ହେବାକୁ ଯାଉଛି ଆଉ କୋଟ ଫାଇଲ ଦେଇ ଦେଉଚି ।

ଏହା ଭୀତ ରେ ଶୁଣିବାକୁ ମିଳୁଛି କି ଶିବ ମନା କରିଦେଇଛନ୍ତି ଆଉ କହିଛନ୍ତି କି ଝିଲି ସହ ଆଉ କିଛି ଦିନ ବିତେଇବା ପାଇଁ କହିଥିବା ର ଦେଖିବାକୁ ମିଳିବ । ତେବେ ଝିଲି ଙ୍କ ଜୀବନ ରେ ଏକ ନୂଆ ମୋଡ଼ ଆସିବାକୁ ଯାଉଛି ଆଗାମୀ ଏପିସୋଡ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.