ଓଡିଆ ହିରୋ ସୁଜିତ (Sujeet) ଧୂମ ଧାମରେ ଝିଅର ଏକୋଶିଆ ପାଳନ କରିଲେ ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିଥିବା କିଛି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁଜିତ୍। ଯିଏ ନିଜ ଅଭିନୟ ରେ ସବୁ ଦର୍ଶକ ମାନଙ୍କ ମନ କୁ ଜିତି ନେଇଛନ୍ତି । ତେବେ ସୁଜିତ୍ ସବୁ ଦର୍ଶକ ମାନଙ୍କ ପ୍ରିୟ ଅଟନ୍ତି । ତେବେ ଆପଣଙ୍କ ପ୍ରିୟ ହିରୋ ସୁଜିତ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ ଆଉ ଅଧିକ କିଛି ଜାଣିବାକୁ ଇଚ୍ଛା ମଧ୍ୟ କରୁଥିବେ ଆପଣ ମାନେ ।

ସୁଜିତ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ଜଣାଶୁଣା ଅଭିନେତା ଯିଏ କି ପ୍ରାୟ ସିନେମା ଓ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି । କିଛି ଧାରାବାହିକ ବା ସିନେମାରେ ମଧ୍ୟ ଖଳନାୟକ ଭାବରେ ଅଭିନୟ କରିଥାନ୍ତି । ତେବେ ତାଙ୍କ ନିଆରା ଅଭିନୟ ସତ ରେ ବହୁତ ଅଲଗା ପ୍ରକାର ର ଲାଗିଥାଏ । ସେ ତାଙ୍କ ସୁନ୍ଦର ଅଭିନୟ ରେ ସମସ୍ତ ଙ୍କ ମନ କୁ ନିଜର କରି ରଖିଛନ୍ତି ଆଉ ବହୁତ ଭଲ ପାଇବା ମଧ୍ୟ ପାଇଛନ୍ତି ।ତେବେ ତାଙ୍କ ଅଭିନୟ ରେ ସମସ୍ତେ ବହୁତ ଭଲ ପାଇବା ମଧ୍ୟ ବହୁତ ତାଙ୍କୁ ଦେଇଥିଲେ।

ଏବଂ ଆପଣ ମାନେ ଜାଣିଥିବେ ତାଙ୍କର କିଛି ଦିନ ତଳେ ଏକ ସୁନ୍ଦର ଝିଅ ହୋଇଥିଲା ବୋଲି ଜାଣିଥିଲେ। ଏହି ଖବର ଟି ସୋସିଆଲ ମିଡ଼ିଆ ରେ ବହୁତ ନିଆଁ ଭଳି ଭାଇରାଲ ହେଉଛି । ତେବେ ଏହି ଝିଅ ହେବା ପରେ ଅଭିନେତା ସୁଜିତ୍ ଓ ତାଙ୍କ ସ୍ତ୍ରୀ ବହୁତ ଖୁସି ଅଛନ୍ତି ଯାହାର କି ଫଟୋ ଖୁବ୍ ଭାଇରାଲ ହେଇଛି ।

ତେବେ ଝିଅ ସନ୍ତାନ ର ବାପା ହେଇ ସାରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାସୁଣା ହିରୋ ତଥା ଖଳନାୟକ ସୁଜିତ୍ । ସସ୍ମିତା ଓ ସୁଜିତ ଙ୍କ ର ହେଇଚି ଝିଅ ସନ୍ତାନ । ସୋସିୟାଲ୍ ମିଡ଼ିଆ ରେ ଏବେ ଖୁବ୍ ଭାଇରାଲ୍ ହେଉଛି ଏ ଖୁସି ଖବର ଟି । ତେବେ ଅନେକ ସେଲିବ୍ରିଟି ମାନେ ମଧ୍ୟ ସୁଜିତ ଓ ତାଙ୍କ ସ୍ତ୍ରୀ ଙ୍କୁ କଙ୍ଗ୍ରାଜୁଲେସନ୍ ଜଣାଇଛନ୍ତି ।

ସୁଜିତ ମଧ୍ୟ ବହୁତ ଖୁସି ରେ ଅଛନ୍ତି ସେ ବାପା ହେଇ ଥିବାରୁ ସେ ଏବେ ତାଙ୍କ ଝିଅ ର ଫଟୋ ପୋଷ୍ଟ କରି କହିଛନ୍ତି କି ସେ ବହୁତ ଲକି ବୋଲି ନିଜକୁ କହିଛନ୍ତି । ତେବେ ସୁଜିତ୍ ସବୁବେଳେ ନିଜ ଦ ଦମଦାର ଅଭିନୟ ପାଇଁ ବହୁ ଚର୍ଚ୍ଚା ରେ ଥାଆନ୍ତି କିନ୍ତୁ ଏବେ ନିଜର ଏକ ସୁନ୍ଦର ଝିଅ ହେଇଥିବାରୁ ବହୁତ ଖୁସି ରେ ଅଛନ୍ତି । ତେବେ ଏ କିଛି ଦିନ ତଳେ ତାଙ୍କ ଝିଅ ହୋଇଥିଲା ଆଉ ଏବେ ତାଙ୍କ ଝିଅ ର ଏକୋଷିଆ ମଧ୍ୟ ହେଇଗଲା ।

ଯାହାକି ବର୍ତ୍ତମାନ ସମୟ ରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ତାଙ୍କ ଝିଅ ର ଏକୋସିଆ ଫୋଟ ଦେଖିଥିବେ ତାହା ସହ ସୁଜିତ୍ ତାଙ୍କ ଝିଅ ର ଏକୋଶିଆ ରେ ବହୁତ ମଜ୍ଜା ମସ୍ତି କରିଥିବାର ନଜର ରେ ମଧ୍ୟ ଆସିଛନ୍ତି । ଯାହାକି ଏହା ଦେଖି ସୁଜିତ୍ ଙ୍କ ଫ୍ୟାନ ମାନେ ବହୁତ ଖୁସି ହେଇ ତାଙ୍କୁ ଉପରେ କଙ୍ଗ୍ରାଜୁଲେସନ୍ ର ସୁଅ କୁ ଭସେଇ ଦେଇଛନ୍ତି । ତେବେ ଆପଣ ମାନେ ଜାଣିଲେ କି ଅଭିନେତା ସୁଜିତ୍ କେତେ ଖୁସି ରେ ଅଛନ୍ତି ତାଙ୍କ ର ଗୋଟିଏ ସୁନ୍ଦର ଝିଅ ହେଇ ଥିବାରୁ ତେବେ ଆମ ତରଫରୁ ମଧ୍ୟ ସୁଜିତ୍ ଙ୍କୁ କଙ୍ଗ୍ରାଜୁଲେସନ୍ ଜଣାଉଛି କି ସେ ଆଗକୁ ଏପରି ଖୁସି ରେ ରହିଥାନ୍ତି ତାଙ୍କ କୁନି ଝିଅ ସହ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.