ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୂର ହିରୋଇନ ଶ୍ରଦ୍ଧା (Priyanka) ରଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି! – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଧାରାବାହିକ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିଏବ । ତେବେ ସେମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ସମସ୍ତ ମନ ରେ ରହି ଯାଇଥାନ୍ତି , ତେବେ ତାଙ୍କ ଅଭିନୟ ଆଉ ନ ଦେଖିବା କୁ ନ ମିଳିଥିଲେ ମଧ୍ୟ ସେ ସେହି ଭଳି ଭାବେ ଲୋକ ପ୍ରିୟ ହୋଇ ରହିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନହିଁ କିନ୍ତୁ ସେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ଅଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଶ୍ରଦ୍ଧା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ବନ୍ଧୁଗଣ ଆଜି ଆମେ ଏହି ଦୃଶ୍ୟ ପଛ ରେ ଥିବା ସତ୍ୟାସତ୍ୟ କୁ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ଏହି ଜବରଦସ୍ତ ଅଭିନୟ ତାଙ୍କୁ ଆଜି ବେସ ଲୋକ ପରିଚିତ କରାଇ ପାରିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ସେହିଭଳି ଭାବେ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯେଉଁ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଶ୍ରଦ୍ଧା କନ୍ୟା ବେସ ହୋଇଥିବା ର ଦେଖିବାକୁ ମିଳିଛି ଓ ଯାହାକୁ ସମସ୍ତେ ଦେଖିବା ପରେ ଭାବୁଛନ୍ତି ଶ୍ରଦ୍ଧା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତେବେ ବନ୍ଧୁଗଣ ପ୍ରକୃତ କଥା ହେଲା ଏହା ହେଉଛି ତାଙ୍କ ଶୁଟିଙ୍ଗ ସେଟ ର ଦୃଶ୍ୟ ଓ ତାଙ୍କର ଆଗାମୀ ଦିନ ମାନ ଙ୍କ ରେ ନୂଆ ଧାରାବାହିକ ଆସିବାକୁ ଯାଉଛି ଓ ଏହି ଧାରାବାହିକ ର ନାମ ହେଉଛି ତୁଲସୀ ଏଇ ଅଗଣା ର ଓ ଯାହାକି ଷ୍ଟାର କିରଣ ପ୍ରସାରିତ ହେବ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.