ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦ (Dutee Chand) ସବୁବେଳେ ଚର୍ଚ୍ଚାରେ ଥାନ୍ତି ଆଜି ଫୁଣି ତାଙ୍କ ପ୍ରେମକୁ ନେଇ ଚର୍ଚାରେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ପ୍ରେମ ପଡିଥିବା ଦୌଡ ରାଣୀ ବର୍ତ୍ତମାନ ସମୟ ରେ ପୁଣି ଚର୍ଚ୍ଚା ରେ ଅଛନ୍ତି ନିଜ ପ୍ରେମ କାହାଣୀ କୁ ନେଇ , ତେବେ ବନ୍ଧୁଗଣ ଦୁତୀ ଓ ତାଙ୍କ ପ୍ରେମିକା ଙ୍କ ମଧ୍ୟ ରେ ହୋଇ ଯାଇଛି ବ୍ରେକପ , ହଁ ବନ୍ଧୁ ଏ କଥା ଆମେ କହୁନୁ ବରଂ ଦୁତୀ ୱ୍ହାଟସ ଆପ ଷ୍ଟାଟସ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି । ହଁ ବନ୍ଧୁ ଦୁତୀ ଲେଖିଥିଲେ ଯେ ଏମିତି ଏକ ଝିଅ କୁ ଭଲ ପାଇ ବସିଲି ଯେ ତା ମନ ରେ ଖାଲି ମୋ ପ୍ରତି ସନ୍ଦେହ ।


ତେବେ ଯିଏ ମୋତେ ପାଇ ଦୁନିଆ ର ସବୁ କିଛି ପାଇଛି ବୋଲି କହୁଥିଲା ସେ ଆଜି ମୋତେ ଭଲ ପାଇ ବହୁତ ବଡ ଭୁଲ କରିଛି ବୋଲି କହୁଛି । ବିଧି ର ବିଧାନ କେ କରିବ ଆନ , ତେବେ ଆମେ ସମୟ ର ଦାସ କେତେବେଳେ କଣ ହେବ କିଏ କହିବ । ତେବେ ଏଠି କେହି ବି ଚିରସ୍ଥାୟୀ ନୁହଁନ୍ତି ସମସ୍ତେ ଦିନେ ଦିନେ କେଉଁ ଠି ହଜି ଯାଇଥାନ୍ତି ।


ତେବେ ବନ୍ଧୁଗଣ ଏହି ଭଳି କିଛି ଲେଖିବା ପରେ ସେସ କୁ କହିଥିଲେ ଯେ ଲଭ ଇସ ଇଣ୍ଡ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସମଲିଙ୍ଗି ବିବାହ କୁ ନେଇ ଦୁତୀ ବେସ ଚର୍ଚ୍ଚା ରେ ଥିଲେ । ତେବେ ନିଜ ପ୍ରେମ ବିଷୟ ରେ କ୍ୟାମେରା ଆଗ ରେ କହିଥିଲେ ଓ ନିଜ ପ୍ରେମିକା କୁ ମଧ୍ୟ ସାମ୍ନା କୁ ଆଣିଥିଲେ ଓ ବର୍ତ୍ତମାନ ସମୟ ରେ ସବୁ କିଛି ଓଲଟା ପାଲଟା ହୋଇ ଯାଇଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.