ଆଶ୍ଚର୍ଯ୍ୟ ଖବର – ଛିଃ ଛିଃ କଳିଯୁଗର ବୋହୂ! ନିଜର ଗୁ-ପ୍ତ ସମ୍ପର୍କ ଲୁଚାଇବା ପାଇଁ ନିଜ ଶଶୁରକୁ ମା-ରି ଦେଲା… ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ସମାଜ ରେ ଆମ ଠାରୁ ଯେଉଁ ମାନେ ବହୁତ ବଡ ହୋଇଥାନ୍ତି ଆମେ ସେମାନ ଙ୍କୁ ସମ୍ମାନ ଦେଇଥାଉ ଗୁରୁଜନ ବୋଲି ମନେ କରିଥାଉ , ତେବେ ଯୁବତୀ ନିଜ ବାପଘର ଥିବା ସମୟ ରେ ନିଜ ବାପା କୁ ସମ୍ମାନ ଦିଏ ଓ ଶଶୁର ଘର କୁ ଯିବା ପରେ ନିଜ ଶଶୁର କୁ ସେହିଭଳି ସମ୍ମାନ ଦେଇଥାଏ । ,

ତେବେ ବନ୍ଧୁଗଣ ଶଶୁର ଓ ବୋହୁ ଙ୍କ ସମ୍ପର୍କ ପବିତ୍ର ସମ୍ପର୍କ କିନ୍ତୁ ବର୍ତ୍ତମାନ ସମୟ ରେ ସମ୍ପର୍କ ରେ ଜଣେ ବୋହୁ କଳଙ୍କ ଲଗାଇ ଦେଇଛି , ହଁ ଜଣେ ବୋହୁ ନିଜ ପା-ପ କାର୍ଯ୍ୟ ବିଷୟ ରେ ଲୁଚାଇବାକୁ ଯାଇ ଶଶୁର କୁ ହ-ତ୍ୟା କରି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନ ଙ୍କୁ ଏହି କଥା ଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥା ସତ୍ୟ ଯେ , ତେବେ ଏହି ଭଳି ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ଠାରେ ।

ତେବେ ଯେଉଁଠାରେ ଜଣେ ବୋହୁ ନିଜ ପାପ କାର୍ଯ୍ୟ କୁ ଲୁଚାଇବାକୁ ଯାଇ ନିଜ ଶଶୁର କୁ ଜୀବନ ରୁ ମା-ରି ଦେଇଛି । ତେବେ ବନ୍ଧୁଗଣ ବୃଦ୍ଧ ରଘୁନାଥ ଯାହାଙ୍କ ବୟସ 75 ବର୍ଷ ତେବେ ସେ ନିଜ ବୋହୁ ପରକ୍ରିୟା ବିଷୟ ରେ ଜାଣି ପାରିଥିଲା , ତେବେ ବୋହୁ ଜଣକ ଏହି କଥା ଜାଣିବା ପରେ ନିଜ ପା-ପ କୁ ଲୁଚେଇବା କୁ ଯାଇ ନିଜ ଶଶୁର ସୋଇଥିବା ସମୟ ରେ ନିର୍ମମ ଭାବ ରେ ହ-ତ୍ୟା କରିଛି ।

ତେବେ ବନ୍ଧୁଗଣ ଯାହା ସୂଚନା ମିଳିଛି ଶଶୁର କୁ ମା-ରି-ଥି-ବା ବୋହୁ ଜଣକ ହେଉଛନ୍ତି ଶଶୁର ଙ୍କ ବଡ ବୋହୁ , ତେବେ ତାଙ୍କ ବଡ ପୁଅ ଚାକିରି କରି ଥିବାରୁ ସେ ପ୍ରଯତ ଅଧିକ ଦିନ ବାହାରେ ରହି ଥାନ୍ତି । ତେବେ ସ୍ଵାମୀ ନ ଥିବା ର ଫାଇଦା ଉଠାଇ ପତ୍ନୀ ଜଣକ ଅନ୍ୟ ଜଣେ ଯୁବକ ଙ୍କ ସହ ସମ୍ପର୍କ ରଖୁଥିଲେ ଓ ଯୁବକ ଜଣକ ମଧ୍ୟ ସବୁ ଦିନ ରାତି ରେ ତାଙ୍କ ନିକଟ କୁ ଆସୁଥିଲେ । ତେବେ ଦିନେ ରଘୁନାଥ ନିଜ ବଡ ପୁଅ ଘର କୁ ବୁଲିବା ପାଇଁ ଆସିଥିଲେ ।

ତେବେ ବୋହୁ ର ଏହି ସମ୍ପର୍କ ବିଷୟ ରେ ଜାଣିଥିଲେ । ତେବେ ବନ୍ଧୁଗଣ ଏହି କଥା ଜାଣିବା ପରେ ସେ ତାଙ୍କ ବୋହୁ କୁ ତାଗିତ କରିଥିଲେ ଓ ସୁଧୀରି ଯିବା ପାଇଁ କିଛି ସମୟ ମଧ୍ୟ ଦେଇଥିଲେ ଓ ଏହା ନ କଲେ ସେ ବଡ ପୁଅ କୁ ଏହି କଥା ବିଷୟ ରେ କହିଦେବେ ବୋଲି କହିଥିଲେ । ତେବେ ବନ୍ଧୁଗଣ ବୋହୁ ଜଣକ ନିଜ ସ୍ଵାମୀ ଙ୍କୁ ଛାଡିବାକୁ ଚାହୁଁ ନ ଥିଲେ କି ଯୁବକ କୁ ମଧ୍ୟ , ତେବେ ସେ ସେଥିପାଇଁ ଶଶୁର ସୋଇ ଥିବା ସମୟ ରେ ତାଙ୍କ ମୁଣ୍ଡ ରେ ଏକ ଧାରୁଆ ଅସ୍ତ୍ର ରେ ପ୍ରହାର କରି ମାରି ଦେଇଥିଲେ , ତେବେ ବନ୍ଧୁଗଣ ସାମାନ୍ୟ ଟିକେ ଶାରୀରିକ ସମ୍ପର୍କ ରଖିବା ପାଇଁ ଜଣେ ଜୀବିତ ମଣିଷ କୁ ମାରିଦେଲା ପାପିନୀ ବୋହୁ ॥

Leave a Reply

Your email address will not be published.