ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ହିରୋଇନ ନୈନା ଦାସଙ୍କ (Naina Das) ପୁରା ପରିବାର – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ହିରୋଇନ ନୈନା ଦାସ ତାଙ୍କୁ କିଏ ବା ନଜାଣେ । ସେ ତାଙ୍କ ସୁନ୍ଦର ଅଭିନୟ ରେ ସମସ୍ତ ଙ୍କ ର ଏକ ପ୍ରିୟ ମଣିଷ । ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ଲୋକପ୍ରିୟ ଅଭିନେତ୍ରୀ । ସେ ତାଙ୍କ ର ଅଭିନୟ ପାଇଁ ସେ ସମସ୍ତ ଙ୍କ ଘରେ ଘରେ ସୁପରିଚିତ୍ । ଅଭିନେତ୍ରୋ ନୈନା ଦାସ ବହୁତ ସୁନ୍ଦର ସୁନ୍ଦର ଆଲବମ୍ କରିଛନ୍ତି ସେ ଯେଉଁ ଗୀତ ରେ ବି କାମ କରିଛନ୍ତି ସେଇଟା ପୁରା ସୁପରହିଟ୍ ହେଇଛି ।

ଅଭିନେତ୍ରୀ ନୈନା ଦାସ ଜନ୍ମ ହୋଇଥିଲେ 1984 ରେ । ନୈନା ଦାସ ଯଣେ ଭଲ ଅଭିନେତ୍ରୀ ହେବା ସହ ସେ ବହୁତ ଭଲ ମଡେଲ ମଧ୍ୟ କରନ୍ତି ଯାହା ପାଇଁ ସେ ସୁ ପରିଚିତ । ନୈନା ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତାଙ୍କ ର ସ୍ବାମି ନାଁ ହେଉଛି ସିଦ୍ଧର୍ଥ ତିୱାରି । ନୈନା ଦାସ ତାଙ୍କ ସ୍ବାମି ତାଙ୍କୁ ବହୁତ ଭଲ ପାଆନ୍ତି । ପରସ୍ପର କୁ ବହୁତ ଭଲ ପାଆନ୍ତି ।

ତେବେ ନୈନା ଦାସ ଙ୍କ ସ୍ବାମି ସିଙ୍ଗାପୁର ରେ ଇଞ୍ଜିନିଅର ଅଛନ୍ତି । ନୈନା ଦାସ ତାଙ୍କ ସୁନ୍ଦର ଅଭିନୟ ରେ ସବୁ ଦର୍ଶକ ମାନଂକୁ ଏବେ ବି ନିଜର କରି ରଖିଛନ୍ତି । ତାଙ୍କର ସବୁ ଆଲବମ୍ ଏକ ନିଆରା ଢଙ୍ଗ ରେ ଏକ ନିଆରା ରୂପରେ ଥାଏ । ଯାହା ପାଇଁ ଦର୍ଶକ ମାନଂକୁ ବହୁତ ଭଲ ଲାଗେ ।

ତେବେ ଆପଣ ମାନେ ଜାଣିଥିବେ କି ନୈନା ଦାସ ଓଡ଼ିଆ ଆଲବମ୍ ଓ ଓଡ଼ିଆ ଚଳଚିତ୍ର୍ ମଧ୍ୟ କରଛନ୍ତି ଯାହା ଦର୍ଶକ ମାନଂକୁ ବହୁତ ପସନ୍ଦ ଆସିଛି ତେବେ ନୈନା ଦାସ ଓଡ଼ିଆରେ ଅଭିନୟ କରିବା ସହିତ ସେ ତେଲୁଗୁ ସିନେମା ରେ ମଧ୍ୟ ଅଭିନୟ କରି ସେଠାରେ ବହୁ ଲୋକପ୍ରିୟ ହେଇ ପାରିଛନ୍ତି ।

ନୈନା ଦାସ ତାଙ୍କ ଅଭିନୟ ପାଇଁ ବେସ ଚର୍ଚ୍ଚା ରେ ଥାଆନ୍ତି ସେ ତାଙ୍କ ଅଭିନୟ ପାଇଁ ସବୁବେଳେ ଏକ ନିଆରା ରୂପରେ ନିଜ କୁ ଲୋକ ନଜର ରେ ଆସନ୍ତି । ତେବେ ନୈନା ଦାସ ବର୍ତ୍ତମାନ ସମୟ ରେ ବହୁତ ଭାଇରାଲ ଅଛନ୍ତି ତେବେ ସୋସିଆଲ ମିଡ଼ିଆ ରେ ଏବେ ଚର୍ଚ୍ଚା ରେ ଅଛନ୍ତି ନୈନା ଦାସ । ତେବେ ବର୍ତ୍ତମାନ ସମୟ ରେ ନୈନା ଦାସ ଙ୍କ ପରିବାର ଫଟୋ କୁ ନେଇ ବହୁତ ଚର୍ଚ୍ଚା ରେ ଅଛି ।

ନୈନା ଦାସ ଙ୍କ ଏହି ପରିବାର ଫଟୋ ରେ ତାଙ୍କ ସ୍ବାମି ଓ ତାଙ୍କ ଛୋଟ ପିଲା ର ମଧ୍ୟ ଫଟୋ ସବୁ ନଜର ରେ ଆସିଛନ୍ତି । ଏହି ଫଟୋ ଯାହା ଜଣା ପଡଛି ନୈନା ଦାସ ଏବେ ବହୁତ ମତ୍ରା ରେ ଖୁସି ରେ ଅଛନ୍ତି ତାଙ୍କ ପରିବାର ସହ। ନୈନା ଦାସ ତାଙ୍କ ସ୍ବାମି କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କ ସ୍ବାମି ମଧ୍ୟ ନୈନା ଦାସ ଙ୍କୁ ବହୁତ ବହୁତ ଭଲ ପାଅନ୍ତି ।

ତେବେ ନୈନା ଦାସ ପରିବାର ବହୁତ ଖୁସି ରେ ଅଛନ୍ତି ଭଗବାନ କରନ୍ତୁ ଏପରି ସବୁବେଳେ ଏପରି ବହୁତ ଖୁସି ରେ ଥାଆନ୍ତୁ । ତେବେ ଆପଣ ମାନେ ମଧ୍ୟ ନୈନା ଦାସ ଙ୍କ ପରିବାର ର ଫଟୋ କୁ ଦେଖି ନିଅନ୍ତୁ । ତେବେ ସବୁ ଦର୍ଶକ ମାନେ ବା ନୈନା ଦାସ ଙ୍କ ଫ୍ୟାନ ମାନେ ଏହି ଫଟୋ ଦେଖି ବହୁତ ଖୁସି ର ସୁଅ ଫିତିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.