ଆପଣ ମାନେ ଜାଣିଥିବେ କି ତରଙ୍ଗ ଚ୍ୟାନେଲ ର ସବୁ ଧାରାବାହିକ ଲୋକପ୍ରିୟ ଅଟେ ଯାହା କାରଣ ରୁ ଏହି ଚ୍ୟାନେଲ ଟି ପ୍ରତ୍ୟେକ ଙ୍କ ଘରେ ଘରେ ଦେଖିବା କୁ ପସନ୍ଦ କରନ୍ତି । ତାହା ସହ ଜୀ ସାର୍ଥକ ଚ୍ୟାନେଲ ମଧ୍ୟ ବହୁତ ଲୋକପ୍ରିୟ ଅଟେ । ତେବେ ଚ୍ୟାନେଲ ଯାହା ହଉନା କାହିଁକି ଯଦି ଜାଣେ ଅଭିନେତା କିମ୍ବା ଅଭିନେତ୍ରୀ ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କୁ ଖୁସି କରିବେ ତାହେଲେ ଲୋକ ମାନେ ଦେଖିବାକୁ ନିହାତି ଭାବରେ ପସନ୍ଦ କରିବେ ।
ତେବେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭିନେତା ଙ୍କ ବିଷୟ ରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣନ୍ତି ତେବେ ସେ ବହୁତ ଲୋକପ୍ରିୟ ମଧ୍ୟ ଅଟନ୍ତି । ତେବେ ଆପଣ ମାନେ ଯଦି ସଂପୂର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ଚାହୁଁ ଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତେବେ ଆମେ ଆପଣ ଙ୍କୁ ସେଇ ଅଭିନେତା ବିଷୟ ରେ କହିବାକୁ ଯାଉଛୁ ଯିଏ ଆଜି ସମସ୍ତ ଙ୍କ ଘରେ ଘରେ ପରିଚିତ ଅଛନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଅଭିନେତା ମିଲନ ତେବେ ଏହି ଅଭିନେତା ଜଣକ ବହୁତ କମ୍ ଦିନରେ ବହୁତ ଲୋକ ପ୍ରିୟ ହାସଲ କରି ପାରିଛନ୍ତି । ସେ ଆଗରୁ କୁଆଁରୀ ବୋହୂ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ।
ଏହି ଧାରାବାହିକ ଟି ବର୍ତ୍ତମାନ ସମୟ ରେ ଶେଷ ହେଇଯାଇଛି ବା ସମାପ୍ତ ହେଇ ସାରିଛି । ତେବେ ଏହି ଧାରାବାହିକ ରେ ଅଭିନେତା ମିଲନ ଏକ ଲିଡ୍ ନାୟକ ଭାବରେ ଅଭିନୟ କରିଥିଲେ ଯାହା କି ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ କରି ପାରିଥିଲେ । ବର୍ତ୍ତମାନ ସମୟ ରେ ସେ ଏକ ନୂଆ ଧାରାବାହିକ ରେ ଅଭିନୟ କରୁଛନ୍ତି । ସେ ଏବେ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସର୍ବଜିତା ଅନୁ ରେ ଅଭିନୟ କରୁଥିବା ର ନଜର ରେ ଆସିଛନ୍ତି ।
ତେବେ ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ପ୍ରାୟ ସମୟ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି କିନ୍ତୁ ଆଜି ତାଙ୍କ ର କିଛି ଫଟୋ ସବୁ ଭାଇରାଲ୍ ହେବାରେ ଲାଗିଛି । ତେବେ ଅଭିନେତା ମିଲନ ଯେହେତୁ ଏକ actress ଅଟନ୍ତି ତେବେ ତାଙ୍କର ବହୁତ ଫ୍ୟାନ ମଧ୍ୟ ଅଛନ୍ତି ଯାହା କି ତାଙ୍କ ର ଫଟୋ ଦେଖି ବହୁତ ଲାଇକ୍ କରିଛନ୍ତି । ତେବେ ମିଲନ ତାଙ୍କ ର ଗାର୍ଲଫ୍ରେଣ୍ଡ ସାରା ଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଛନ୍ତି ଓ ସାଙ୍ଗ ହୋଇ ବହୁତ ମଜ୍ଜା ମସ୍ତି କରିଛନ୍ତି ।
ତେବେ ତାଙ୍କ ଗାର୍ଲଫ୍ରେଣ୍ଡ ସାରା ଙ୍କ ସହ ବହୁତ ଫଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି । ତେବେ ଅଭିନେତା ମିଲନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ସାରା ଙ୍କୁ ବେଷ୍ଟ ଯୋଡ଼ି ବୋଲି ମଧ୍ୟ କହିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।