ଅନୁଭବଙ୍କ (Anubhav) ଉପରେ ପଡିଲା ବର୍ଷାଙ୍କ (Varsha) ଅଭିଶାପ, ସବୁ କିଚିଉ ଛାରଖାର ହୋଇଗଲା, ଏବେ ଖୋଜୁଛନ୍ତି…

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଭିନେତ୍ରୀ । ତେବେ ବନ୍ଧୁଗଣ ଆପଣ ମାନେ ଉଭୟ ଙ୍କ ବିବାଦ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଉଭୟ ନିଜ ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ରହିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଚର୍ଚ୍ଚା ରେ ହେଉଛି ଯେ ଘର ଲକ୍ଷ୍ମୀ କୁ ଦୁଃଖ ଦେବା ରୁ ଅନୁଭବ ଏବେ ଦଶା ଭୋଗୁଛନ୍ତି । ତେବେ ହିରୋ ରୁ ଜିରୋ ହୋଇ ଯାଇଛନ୍ତି ଓ ଅନୁଭବ ଙ୍କ ଦାଦାଗିରି ମଧ୍ୟ ବନ୍ଦ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ନିଜ ବିବାଦ କୁ ଅନୁଭବ ମହାନ୍ତି ବେସ ଚର୍ଚ୍ଚା ରେ ଥାନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନୁଭବ ଙ୍କୁ ସାଥ ଦେଲାଣି ସମୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ଜୀ ସାର୍ଥକ ଟିଭି ର ଲୋକ ପ୍ରିୟ ରିଆଲିଟି ଦାଦାଗିରି ହୃଦୟ ରେ ଅନୁଭବ ଉପସ୍ଥାପକ ଦାୟିତ୍ଵ ତୁଲାଉ ଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ରିଆଲିଟି ସୋ ରେ ଏକ ବଡ ଧାରଣ ର ପରିବର୍ତ୍ତନ ହୋଇଛି ।

ହଁ ବନ୍ଧୁ ଏହି ରିଆଲିଟି ସୋ ରେ ଆଉ ଜଣେ ଉପସ୍ଥାପକ ନଜର ଆସୁଛନ୍ତି , ତେବେ ଅଭିନେତା ଅନୁଭବ ମହାନ୍ତି ଙ୍କ ପରିବର୍ତୀ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ବନ୍ଧୁଗଣ ଏହି ସୋ ର ନାମ ମଧ୍ୟ ପରିବର୍ତ୍ତନ କରା ଯାଇଛି ଓ ରଖା ଯାଇଛି ପ୍ରତିଭା ର ଦାଦାଗିରି ।

ତେବେ ଏହି ରିଆଲିଟି ସୋ ରେ ଅନୁଭବ ଆଉ ଉପସ୍ଥାପକ ଭାବେ ନଜର ଆସିବେ ନହିଁ , ତେବେ ବନ୍ଧୁଗଣ ଅନୁଭବ ମହାନ୍ତି ଅଭିନୟ,ରାଜନୀତି, ବ୍ୟକ୍ତିଗତ ଜୀବନ ରେ ସବୁଥିରେ ଫେଲ ଫେଲ ମାରୁଛନ୍ତି । ତେବେ ବନ୍ଧୁଗଣ ହିରୋ ରୁ ଜିରୋ ହେବା ପଛ ରେ ବର୍ଷା ଙ୍କ ଅଭିଶାପ ରହିଛି ବୋଲି ସୋସିଆଲ ମିଡିଆ ରେ ଚର୍ଚ୍ଚା ଚାଲିଛି ।

ତେବେ ବର୍ଷା ଙ୍କ ଅଭିଶାପ ଦ୍ଵାରା ଅନୁଭବ ଙ୍କ ର ଗୋଟେ ପରେ ଗୋଟେ କ୍ଷତି ଚାଲିଛି । ତେବେ ବର୍ତ୍ତମାନ ସମୟ ରେ ଅନୁଭବ ପାଖ ରେ ଆଉ କିଛି କାମ ନହିଁ , ତେବେ ଅନୁଭବ ଘରେ ବସି ମଧ୍ୟ ନିଜ ପ୍ରଶଂସକ ମାନ ଙ୍କୁ ସାନ୍ତ୍ଵନା ଦେଉଛନ୍ତି ଭିଡିଓ କରି ॥ ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.