ପୋଲିସକୁ ବଡ ସଫଳତା, କଟକ ରୁ ଜବତ କଲା ବିପୁଳ ପରିମାଣର ଡୁପ୍ଳିକେଟ Surf Excel

ରାଜ୍ୟ

ଦର୍ଶକ ବନ୍ଧୁ କଟକ ରେ ଥାମୁନି ନକଲି ସାମଗ୍ରୀ ଜିନିଷ ର ଉପ୍ତାଦନ । ତେବେ ବନ୍ଧୁଗଣ ଏମିତି ନକଲି ସାମଗ୍ରୀ ବାହାରୁଛେ ଯେ ଅସଲି କେଉଁଟି ଓ ନକଲି କେଉଁଟି ତାହା ଜାଣିବା ଟା କଷ୍ଟ କର । ତେବେ ବନ୍ଧୁଗଣ ପୂର୍ବ ରୁ ଭେଜଳା ମସଲା , ଘିଅ,ତେଲ ପରି ଖଡୁ ସାମଗ୍ରୀ କାରବାର ଧରା ପଡିଥିବା ସମୟ ରେ ବର୍ତ୍ତମାନ ପୁଣି ସାମ୍ନା କୁ ଆସିଛି ନକଲି ଡିଟରଜେଣ୍ଟ କାରବାର ।

ତେବେ ବନ୍ଧୁଗଣ ନାମିଦାମି ପ୍ରତିଷ୍ଠିତ କମ୍ପାନୀ ର ଲେବମ ଓ ପ୍ୟାକେଜିଙ୍ଗ କୁ ନକଲ କରି ସେଥିରେ ନିମ୍ନ ମାନ ର ନକଲ ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରୁଛନ୍ତି । ତେବେ ବନ୍ଧୁଗଣ ଆମେ ମାନେ ଏହି ଡିଟରଜେଣ୍ଟ କୁ କିଣି ଥାଉ ସାର୍ଟ ସଫା କରିବା ପାଇଁ କିନ୍ତୁ ଏହି ନକଲି ଡିଟରଜେଣ୍ଟ ପାଉଡର ରେ ସାର୍ଟ ସଫା କାଲେ ସାର୍ଟ ଭଲ ରେ ସଫା ହେବ ନହିଁ ବରଂ ମଇଳା ହୋଇଜିବ ।

ତେବେ ବନ୍ଧୁଗଣ ଏହା ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡିବା ର ଆଶଙ୍କା ରହିଛି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପୋଲିସ 33 କ୍ଵିଣ୍ଟାଲ ନକଲି ଡିଟରଜେଣ୍ଟ ପାଉଡର ଜବତ କରା ଯାଇଛି ଓ ଏହା କେଉଁଠାରେ ବିକ୍ରୟ ହେଉଥିଲା ସେ ନେଇ ତଦନ୍ତ ଚାଲିଛି । ତେବେ ବନ୍ଧୁଗଣ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ପ୍ଯାକେଟ ପୁରା ଅସଲି କିନ୍ତୁ ଭିତରେ ଥିବା ଡିଟରଜେଣ୍ଟ ପୁରା ନକଲି ।

ତେବେ ବନ୍ଧୁଗଣ ଏହି ଡିଟରଜେଣ୍ଟ ପାଉଡର କୁ ଏମିତି ପ୍ୟାକିଙ୍ଗ କରା ଯାଇଛି ଅସଲି କେଉଁଟି ଓ ନକଲି କେଉଁଟି ଚିହ୍ନିବା ରେ କଷ୍ଟ କର ହୋଇଯିବ । ତେବେ କଟକ ରେ ମାଳ ଗୋଦାମ ଆଞ୍ଚଲ ରେ ଏପରି ନକଲି ଡିଟରଜେଣ୍ଟ କୁ ଜବତ କରୁଛି କମିସନରେଟ ପୋଲିସ । ତେବେ ନକଲି ଡିଟରଜେଣ୍ଟ କୁ ତିଆରି କରି ଅସଲି ଦାମ ରେ ବିକ୍ରି କରା ଯାଉଥିଲା । ତେବେ ଡିଟରଜେଣ୍ଟ କମ୍ପାନୀ ହେଉଛି ସରଫ ଏକ୍ସେଲ , ତେବେ ସର୍ଫ ଏକ୍ସେଲ ର ନକଲି କରି ବିକ୍ରି ହେଉଥିଲା ,

ତେବେ ବନ୍ଧୁଗଣ କଟକ ରୁ ବାରମ୍ବାର ଅଧିକ ନକଲି ସାମଗ୍ରୀ ଜିନିଷ ବାହାରୁଛି ,ତେବେ ପୂର୍ବ ରୁ ମସଲା , ଘିଅ ,ତେଲ ଭଳି ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା ବେଳେ ନକଲି ସିମେଣ୍ଟ କମ୍ପାନୀ ମଧ୍ୟ ଜବତ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ନକଲି ଡିଟରଜେଣ୍ଟ ପାଉଡର । ତେବେ ନକଲି ସାମଗ୍ରୀ କୁ ଜବତ କରୁଥିଲେ ମଧ୍ୟ ପୁଣି ନକଲି ସାମଗ୍ରୀ ଜିନିଷ ଧରା ପଡୁଛି , ତେବେ ଏହି ନକଲି ଜିନିଷ ବ୍ୟବହାର ଦ୍ଵାରା ଆମ ମାନ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥାଏ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.