ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଲୋକ ମାନେ ସୋସିଆଲ ମିଡିଆ ରେ ନିଜ ଜବରଦସ୍ତ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି , ତେବେ ପୂର୍ବ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହେଉଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ମାଧ୍ୟମ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବାହାରୁଛନ୍ତି ।
ତେବେ ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ ସମୟ ରେ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ଏହି ସୋସିଆଲ ମିଡିଆ । ତେବେ ଏହି ସୋସିଆଲ ମିଡିଆ ରେ ଅନେକ ଯୁବକ ଓ ଯୁବତୀ ମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି , ତେବେ ଏହି ସୋସିଆଲ ମିଡିଆ ଆପ ମଧ୍ୟ ରୁ ବହୁତ ବ୍ୟବହାରକାରୀ ଆପ ହେଉଛି you tube ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆପ you tube ରେ ଆଜି ଅନେକ ଲୋକ ବ୍ଲଗିଙ୍ଗ ଆଲବମ ଓ କମିଡି କରି ଆଜି ବେସ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯେମିତି ନିଜ ବ୍ଲଗିଙ୍ଗ ଓ ଆଲବମ ପାଇଁ ଆମ ଓଡିଶା ର ରୂପା ଓ ପିଣ୍ଟୁ ବେସ ଲୋକ ପରିଚିତ ।
ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ ।ତେବେ ବନ୍ଧୁଗଣ ଏହି ରୂପା ଓ ପିଣ୍ଟୁ ଅନେକ ବ୍ଲଗ ଭିଡିଓ କରି ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ଓ ଯାହାକୁ ସେ ନିଜ ଚ୍ୟାନେଲ ରେ ଅପଲୋଡ କରିଥାନ୍ତି , ତେବେ ଆପଣ ମାନେ ତାଙ୍କ ଆଲବମ ଭିଡିଓ ମଧ୍ୟ ଦେଖିଥିବେ । ତେବେ କହିବାକୁ ଗଲେ ସୋସିଆଲ ମିଡିଆ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପିଣ୍ଟୁ ରୂପା ଙ୍କ ତଣ୍ଟି କୁ ଚିପି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ପିଣ୍ଟୁ ଖୁସି ଙ୍କୁ ପଚାରି ଥିଲେ କି ତାଙ୍କ ମାମା ଭଲ ନା ପାପା ଭଲ , ତେବେ ଖୁସି କହିଥିବେ କି ମାମା ଭଲ ଓ ସେଥିପାଇଁ ଖୁସି କୁ ରଗେଇବା କୁ ଯାଇ ପିଣ୍ଟୁ ରୂପା ଙ୍କ ତଣ୍ଟି ଙ୍କୁ ଚିପିଥିଲେ ଓ ଯାହାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ॥
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।