ବଡ ଖବର – ରୂପା ପିଣ୍ଟୁ (Rupa Pintu) ଙ୍କ ମଧ୍ୟରେ ହେଲା ଝଗଡା!, କାହିଁକି ଲାଗିଲେ ଝଗଡା ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଲୋକ ମାନେ ସୋସିଆଲ ମିଡିଆ ରେ ନିଜ ଜବରଦସ୍ତ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି , ତେବେ ପୂର୍ବ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହେଉଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ମାଧ୍ୟମ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବାହାରୁଛନ୍ତି ।


ତେବେ ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ ସମୟ ରେ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ଏହି ସୋସିଆଲ ମିଡିଆ । ତେବେ ଏହି ସୋସିଆଲ ମିଡିଆ ରେ ଅନେକ ଯୁବକ ଓ ଯୁବତୀ ମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି , ତେବେ ଏହି ସୋସିଆଲ ମିଡିଆ ଆପ ମଧ୍ୟ ରୁ ବହୁତ ବ୍ୟବହାରକାରୀ ଆପ ହେଉଛି you tube ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆପ you tube ରେ ଆଜି ଅନେକ ଲୋକ ବ୍ଲଗିଙ୍ଗ ଆଲବମ ଓ କମିଡି କରି ଆଜି ବେସ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯେମିତି ନିଜ ବ୍ଲଗିଙ୍ଗ ଓ ଆଲବମ ପାଇଁ ଆମ ଓଡିଶା ର ରୂପା ଓ ପିଣ୍ଟୁ ବେସ ଲୋକ ପରିଚିତ ।

ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ ।ତେବେ ବନ୍ଧୁଗଣ ଏହି ରୂପା ଓ ପିଣ୍ଟୁ ଅନେକ ବ୍ଲଗ ଭିଡିଓ କରି ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ଓ ଯାହାକୁ ସେ ନିଜ ଚ୍ୟାନେଲ ରେ ଅପଲୋଡ କରିଥାନ୍ତି , ତେବେ ଆପଣ ମାନେ ତାଙ୍କ ଆଲବମ ଭିଡିଓ ମଧ୍ୟ ଦେଖିଥିବେ । ତେବେ କହିବାକୁ ଗଲେ ସୋସିଆଲ ମିଡିଆ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପିଣ୍ଟୁ ରୂପା ଙ୍କ ତଣ୍ଟି କୁ ଚିପି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ପିଣ୍ଟୁ ଖୁସି ଙ୍କୁ ପଚାରି ଥିଲେ କି ତାଙ୍କ ମାମା ଭଲ ନା ପାପା ଭଲ , ତେବେ ଖୁସି କହିଥିବେ କି ମାମା ଭଲ ଓ ସେଥିପାଇଁ ଖୁସି କୁ ରଗେଇବା କୁ ଯାଇ ପିଣ୍ଟୁ ରୂପା ଙ୍କ ତଣ୍ଟି ଙ୍କୁ ଚିପିଥିଲେ ଓ ଯାହାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.