ବହୁ ମାତ୍ରାରେ ଭାଇରାଲ ହେଉଛି ହିରୋ ସ୍ଵରାଜ (Swaraj) ଓ ହିରୋଇନ ଶିବାନୀ (Sivani) ଙ୍କ Rehearsal ସମୟର ଭିଡିଓ ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଶିଶୁ କଳାକାର ଭାବେ ପରିଚିତ ଥିବା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଦୁଇ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।


ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସ୍ଵରାଜ ଓ ଅଭିନେତ୍ରୀ ଶିବାନୀ , ତେବେ ବନ୍ଧୁଗଣ ଆପଣ ମାନେ ଏହି ଏହି ଯୋଡି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ଅଭିନେତା ଓ ଅଭିନେତ୍ରୀ ହେବା ସହିତ ଶିଶୁ କଳାକାର ଭାବେ ବେସ ପରିଚିତ ।


ତେବେ ବନ୍ଧୁଗଣ ଅଭିନେତା ସ୍ଵରାଜ ବାରିକ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତେବ ସେ ବହୁତ କମ ବୟସ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ସେ ଆଜି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଠିକ ସେହିଭଳି ଆପଣ ମାନେ ଅଭିନେତ୍ରୀ ଶିବାନୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେସ ପରିଚିତ ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶିବାନୀ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତେବେ ବହୁତ କମ ବୟସ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ଚଳଚିତ୍ର ଓ ଧାରାବାହିକ ରେ ନଜର ଆସିଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ସ୍ଵରାଜ ଓ ଶିବାନୀ ଙ୍କୁ ଅନେକ ଚଳଚିତ୍ର ରେ ଏକାଠି ହୋଇ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ । ତେବେ ଉଭୟ ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହିଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଉଭୟ ଏକାଠି ହୋଇ ନାଚ କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣରେ ଭାଇରାଲ ହେବା ରେ ଲାଗିଛି , ହଁ ବନ୍ଧୁ ଉଭୟ ତରଂଗ ସିନେମା ଉତ୍ସବ ହେବା ପୂର୍ବ ରୁ ଉଭୟ ନାଚ ପ୍ରାକ୍ଟିସ କରୁ ଥିବା ର ଦେଖିବାକୁ ମିଳିଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.