ଗେଲ ହଉ ହଉ ବାହାରିଗଲା ତେଲ! ରାସ୍ତା ଉପରେ ଯୁବକ ଯୁବତୀ ଗେଲ ହେଉଥିଲେ, ତାପରେ ଯାହା ହେଲା ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ଏହି ଦୁନିଆ ରେ ପ୍ରେମ କରିବା ଏକ ସାଧାରଣ କଥା ହୋଇ ଗଲାଣି ଓ ପ୍ରେମ କୁ ନେଇ ଅଧିକାଂଶ ଖବର ମଧ୍ୟ ଶୁଣି ବାକୁ ମିଳୁଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍କୁଲ ଏବଂ କଲେଜ ରେ ପାଠ ପଢୁଥିବା ଛାତ୍ରୀ ମାନେ ଭଲ ପାଉଛନ୍ତି ଓ ବେଳେ ବେଳେ କିଛି ପ୍ରେମୀ ଯୁଗଲ ମାନେ ନିଜ କୁ କାର୍ଯ୍ୟ ପାଇଁ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି ।


ତାହେଲେ ବନ୍ଧୁଗଣ କହିବା କୁ ଗଲେ ଏହି ପ୍ରେମ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ବହୁ ପରିମାଣ ରେ ଚର୍ଚ୍ଚା ରେ ରହିଥାଏ । ତେବେ ପ୍ରେମୀ ଯୁଗଳ ମାନ ଙ୍କ ଅଧିକ ଭିଡିଓ ଭାଇରାଲ ହୋଇଥାଏ ଓ ଯାହା କି ଆପଣ ମାନେ ଜାଣିଥିବେ ଏଵଂ ଦେଖିଥିବେ।ତେବେ ସୋସିଆଲ ମିଡିଆରେ ଅଧିକାଂଶ ପ୍ରେମୀ ଯୁଗଳ ମାନ ଙ୍କ ଭିଡିଓ ।

ତେବେ ବନ୍ଧୁଗଣ ଆଜି ଆମେ ଏହି ପ୍ରେମି ଯୁଗଳ ମାନ ଙ୍କ ଭିଡିଓ ବିଷୟ ରେ କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ରେ ପ୍ରେମୀ ଯୁଗଳ ମାନ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ସବୁଠାରୁ ଭିନ୍ନ ଅଟେ ।ହଁ ବନ୍ଧୁ ଏହି ଦୃଶ୍ୟ ରେ ପ୍ରେମୀ ଯୁଗଳ ମାନେ ଏକ ଭିନ୍ନ ଉପାୟ ରେ ନଜର ଆସିଛନ୍ତି ।

ଯୁବକ ଓ ଯୁବତୀ ରାସ୍ତା ମାଝି ରେ ଗାଡି ଥୋଇ ଦେଇ ପ୍ରେମ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ପ୍ରେମୀ ଯୁଗଳ ନିଜ ଗାଡି ଉପରେ ବସି ଚୁମ୍ବନ ନେଉ ଥିବା ସମୟ ରେ ହଠାତ ପୋଲିସ ସେହି ସ୍ଥାନ ରେ ଆସି ପହଞ୍ଚି ଯାଉଛି ଓ ଯାହାକୁ ଦେଖି ପ୍ରେମୀ ଯୁଗଳ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟ ରେ ବିଫଳ ହୋଇଛନ୍ତି , ତେବେ ପୋଲିସ ବାବୁ ଜଣକ ଯୁବକ ଙ୍କୁ ବସ ଉଠ କରାଇ ତାଙ୍କୁ ବୁଝା ସୁଝା କରି ଛାଡୁଛି । ତେବେ ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.