ଅନୁଭବ (Anubhav) ନିଜେ ମଞ୍ଚ ଉପରେ କହିଲେ ନିଜ ଦୁଃଖର କଥା, କହିଲେ ମୁଁ ପ୍ରେମରେ ବିଫଳ ହୋଇଛି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଅଭିନେତା ଅନୁଭବ ମହାନ୍ତି ଏଭଳି ଏକ ଷ୍ଟାର ତାଙ୍କର ସବୁ ଅଭିନୟ ରେ ଦର୍ଶକ ମାନେ ଝୁମି ଯାଆନ୍ତି । ତେବେ ଅନୁଭବ ମହାନ୍ତି ସେହି କଳାକାର ଭିତ ରୁ ଜଣେ ତେବେ ଆପଣ ମାନେ ଜାଣିଥିବେ କି ଆମ ର ଏ ଓଡିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ କଳକାର ମାନଙ୍କର ଅଭିନୟ ରେ ପୁରା ଓଡିଶା ର ଦର୍ଶକ ମାନେ ବହୁତ ଭଲ ପାଆନ୍ତି । ତେବେ ବହୁତ ଏପରି କଳାକାର ଅଛନ୍ତି ଯେଉଁମାନେ ବହୁତ ଦିନ ଧରି ନିଜର ଅଭିନୟ ରେ ସବୁ ଦର୍ଶକ ମାନଂକୁ ବାନ୍ଧି ରଖିଛନ୍ତି ଏବଂ ଦର୍ଶକ ମାନଙ୍କ ଠାରୁ ଯଥେଷ୍ଟ ଭଲ ପାଇବା ବି ମଧ୍ୟ ପାଇଁ ପାରିଛନ୍ତି ।


ତେବେ ଯେତେ ପୁରୁଣା କଳାକାର ଅଛନ୍ତି ସେତେ ତାଙ୍କ ର ଅଭିନୟ ର ଗଭୀରତା ରେ ଦର୍ଶକ ମାନଙ୍କ ମନନୁ ଜିତି ନେଇ ଥାନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଏବେ ବହୁତ କଳାକାର ଅଛନ୍ତି ଯାହାକି ନୂଆ ଆଉ ପୁରୁଣା କଳାକାର ମିଶି ଦମଦାର ଅଭିନୟ କରି ଦର୍ଶକ ମାନଂକୁ ଖୁସି କରେଇ ପାରିଛନ୍ତି । ତେବେ ଅନୁଭବ ମହାନ୍ତି ଏପରି ବହୁତ ଓଡ଼ିଆ ସିନେମା କରିଛନ୍ତି ଯେଉଁ ସିନେମା ଗୁଡିକ ବହୁତ ସୁପରଷ୍ଟାର ହୋଇ ସାରିଛି ।


ତେବେ ଅନୁଭବ ମହାନ୍ତି ଙ୍କ ଅଭିନୟ କୁ ନ୍ରି ପ୍ରାୟ ସମୟ ରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଅଛନ୍ତି । ତେବେ ଅନୁଭବ ମହାନ୍ତି ମଧ୍ୟ ପୁରୁଣା କଳାକାର ଙ୍କ ଭୀତ ରେ ଜିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନୁଭବ ମହାନ୍ତି ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ତେବେ ଅନୁଭବ ତାଙ୍କ ଅଭିନୟ ପାଇଁ ସେ ସମସ୍ତ ଦର୍ଶକ ମାନଙ୍କ ଘରେ ଘରେ ପରିଚିତ ଅଛନ୍ତି ।


ତେବେ ଅନୁଭବ ମହାନ୍ତି ସେ ତାଙ୍କ କ୍ୟାରିୟର ଏକ ଆଲବମ୍ ରୁ ଆରମ୍ଭ କରିଥିଲେ । ତେବେ ସେହି ଓଡ଼ିଆ ଆଲବମ୍ ରୁ ଆରମ୍ଭ କରି ସେ ଓଡ଼ିଆ ଚଳଚ୍ଚିତ୍ର ରେ ନିଜର ସୁନ୍ଦର ଅଭିନୟ କୁ ସମସ୍ତ ଙ୍କ ନଜର କୁ ଆଣିଥିଲେ । ତେବେ ଏପରି ଭାବରେ ଅଭିନେତା ଅନୁଭବ ମହାନ୍ତି ଦିନ କୁ ଦିନ ଅଭିନୟ ର ସଫଳତା ପାହାଚ କରି ଚଲିଥିଲେ ।

ତେବେ ଅନୁଭବ ମହାନ୍ତି ଙ୍କ ପ୍ରତ୍ୟେକ ସିନେମା ବହୁତ ସୁପରହିଟ୍ ହେଇ ସାରିଛି । ଅନୁଭବ ମହାନ୍ତି ତାଙ୍କ ଅଭିନୟ ପାଇଁ ସେ ଆଜି ଦର୍ଶକ ମାନଙ୍କ ର ଅତିପ୍ରିୟ ଅଭିନେତା ହୋଇ ପାରିଛନ୍ତି ବା ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ବହୁତ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ । ତେବେ ସେ ପ୍ରେମ ପରିଭାଷା ଦେଇ କିଛି କହିବାର ନଜର ଆସିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ମହାନ୍ତି ତାଙ୍କର ଅଭିନୟ ରେ ଅନେକ ଜଣକୁ ଭଲ ପାଇବା ଶିଖେଇଛନ୍ତି ଆଉ ଭଲ ମଧ୍ୟ ପାଇଛନ୍ତି ।ଅନୁଭବ ମହାନ୍ତି ଏକଥା ମଧ୍ୟ କହିଛନ୍ତି ସେ ଭଲ ପାଇ ବହୁତ ଥର ଫେଲ ମଧ୍ୟ ହେଇଛନ୍ତି ତେବେ ସେ ଫେଲ ହେବା କାରଣ ରୁ ସେ ବହୁତ କିଛି କଥା ଏହିଠାରୁ ଶିଖିଛନ୍ତି । ତେବେ କାମ କଲା ବେଳେ ବେଶୀ ଖାଇବା ଶୋଇବ ତାପରେ ଯାଇ କାମ କରିବା ଏମିତି କଲର କାମ କରିବା ପାଇଁ ବହୁତ ଭଲ ଲାଗେ । ପରେ ଅନୁଭବ ମହାନ୍ତି କହିଲେ ନିଜ ମାତା ପିତା ଙ୍କୁ ଛାଡି ଦେଲେ ଆଉ କାହାକୁ ବେଶୀ ଭଲ ପାଇବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.