ମୋର କେବଳ ମୋ ପରିବାର ପାଇଁ ନୁହେଁ ସମାଜପ୍ରତି ମଧ୍ୟ ଦାଇତ୍ୱ ଓ କର୍ତ୍ତବ୍ୟ ଅଛି : ବର୍ଷା ପ୍ରିୟଦର୍ଶିନୀ (Varsha)

ମନୋରଞ୍ଜନ

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ବହୁତ କିଛି ଭିଡିଓ ଭାଇରାଲ ହେବା ରେ ଲାଗିଛି ସୋସିଆଲ୍ ମିଡ଼ିଆ ରେ ତେବେ ସମସ୍ତ କାରଣ ଅଲଗା ଅଲଗା ହୋଇଥାଏ ଭାଇରଲ୍ ହେବା ପାଇଁ । ତେବେ ସୋସିଆଲ୍ ମିଡ଼ିଆ ରେ ବହୁତ ଜଲଦି ଭାଇରାଲ ହେଇ ପାରନ୍ତି କାରଣ ସମସ୍ତେ ପ୍ରାୟ ସୋସିଆଲ୍ ମିଡ଼ିଆ ସହ ବାନ୍ଧି ହୋଇ ଥାନ୍ତି ।


ତେବେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଜାହାକି ସେମାନେ କିଛି ନା କିଛି କାରଣ କୁ ନେଇ ଭାଇରାଲ ହେଉଛନ୍ତି ପ୍ରାୟ ସମୟ ରେ । ତେବେ ଏବେ ଆପଣ ମାନେ ଜାଣିଥିବେ ଏବେ ଜଣେ ଅଭିନେତ୍ରୀ ବହୁତ ଭାଇରାଲ୍ ହେବାକୁ ଲାଗୁଛନ୍ତି ତାଙ୍କ ଅଭିନୟ ପାଇଁ ଆଉ ସୋସିଆଲ୍ ୱାର୍କର୍ ଭାବେ ପରିଚିତ ହୋଇ ।


ଆମେ ଆଉ କାହା ବିଷୟ ରେ ନୁହଁ ଆମେ ଆପଣ ଙ୍କ ର ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିଷୟ ରେ କହୁଚୁ । ବର୍ଷା ପ୍ରିୟଦର୍ଶନୀ ଓଡ଼ିଆ ଇଣ୍ଡଷ୍ଟ୍ରି ର ଏକ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ତେବେ ବର୍ଷା କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ନାହାନ୍ତି ସେ ବଙ୍ଗାଳି ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରି ସାରିଛନ୍ତି ।


ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସବୁ ଦର୍ଶକ ମାନେ ବହୁତ ଭଲ ପାଅନ୍ତି । ତାସହ ସେ ସୋସିଆଲ୍ ୱାର୍କର୍ ଭାବରେ କାମ କରି ମଧ୍ୟ ସମାଜ ସେବି ଆଖ୍ୟା ପାଇ ସାରିଛନ୍ତି । ତେବେ ବର୍ଷା ପ୍ରିୟଦର୍ଶନୀ ତାଙ୍କ ର ଅଭିନୟ ପାଇଁ ହଉ କି ସେ ତାଙ୍କ ର ସମାଜ କଲ୍ୟାଣ ପାଇ କାମ ପାଇଁ ହଉ ସେ ଏବେ ପ୍ରତ୍ୟେକ ଙ୍କ ଘରେ ଘରେ ବହୁତ ଜଣାଶୁଣା ହୋଇ ପାରିଛନ୍ତି ।


ତେବେ ବର୍ତ୍ତମାନ ମଧ୍ୟ ବର୍ଷା ପ୍ରିୟଦର୍ଶନୀ ଙ୍କ ଭିଡି଼ ବହୁତ ପରିମାଣ ରେ ଭାଇରାଲ୍ ହେବାରେ ଲାଗିଛି ତେବେ ଆପଣ ମମେ ଯଦି ଜାଣିବାକୁ ଚାହୁଁଥିବେ କି ଏହା ବିଷୟ ରେ ତେବେ ଆପଣ ମାନେ ଏହି ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ଘଟଣା ଟି କ’ଣ ହେଇଛି ।

ତେବେ ବର୍ତ୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ୍ ହେଇଚି ଯେଉଁଥି ଫୁଣି ଥରେ ବର୍ଷା ପ୍ରିୟଦର୍ଶନୀ ନଜର ରେ ଆସିଛନ୍ତି ସୋସିଆଲ ୱାର୍କର୍ ଭାବରେ । ତେବେ ବର୍ଷା ପ୍ରିୟଦର୍ଶନୀ ଏକ ଜଳଛତ୍ର ଉଦଘାଟନ କରିଛନ୍ତି । ତେବେ ଏହି ଜଳଛତ୍ର ଟି ଏକ ବାସ ଷ୍ଟଣ୍ଡ ରେ ଦିଅ ଯାଇଛି ଯାହା କି ଯେଉଁ ଲୋକ ମମେ ବସ ପାଇଁ ଅପେକ୍ଷା କରିଥିବେ ସେମାନେ ଙ୍କୁ ଯଦି ଶୋଷ ଲାଗେ ତାହେଲେ ସେଠାରେ ଆସି ପାଣି ପିଇ ପାରିବେ ।

ଆଉ ବର୍ଷା ପ୍ରିୟଦର୍ଶନୀ ସମସ୍ତ ଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେହେତୁ ଆମେ ଏ ଦେଶ ର ନାଗରିକ ତେବେ ଆମେ ଆମ ସମାଜ ର କଲ୍ୟାଣ କରିବା ଦରକାର । ସମସ୍ତ ଙ୍କୁ ଯେତିକି ପାରିବ ସାହାର୍ଯ୍ୟ କରି ଚଲିବା । ଆମେ କେବଳ ଆମ ପରିବାର ର ପୁଅ ଝିଅ ନୁହଁ ଆମେ ଆମ ଦେଶ ର ମଧ୍ୟ ପୁଅ ଝିଅ ତେଣୁ ଆମ ଦେଶ ପାଇଁ ମଧ୍ୟ କିଛି କରିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.