ଜୀ ସାର୍ଥକର ଲୋକପ୍ରିୟ ଅଭିନେତ୍ରୀ ଶ୍ୟାମା (Tiyasha) ଙ୍କ ପ୍ରକୃତ ପରିବାର ପ୍ରଥମ ଥର ପାଇଁ ଦେଖନ୍ତୁ

ମନୋରଞ୍ଜନ

ଆପଣମାନେ ଜାଣିଥିବେ ଓଡିଆ ଚ୍ୟାନେଲ୍ ମାନଙ୍କ ମଧ୍ୟରେ ଜ଼ୀ ସାର୍ଥିକ ଚ୍ୟାନେଲ୍ ହେଉଛି ଅନ୍ୟତମ। ତେବେ ଆପଣ ମାନେ ଜାଣିଥିବେ କି ଜୀ ସାର୍ଥକ ରେ ଦେଉଥିବା ସବୁ ଚ୍ୟାନେଲ୍ ବହୁତ ଲୋକ ପ୍ରିୟ ଆତେ । ଜ଼ୀ ସାର୍ଥିକ ରେ ପ୍ରସାରିତ ହେଉଥିବା ଧାରାବହିକ ମାନଙ୍କ ମଧ୍ୟରୁ ଶ୍ୟାମା ଧାରାବହିକ ହଉଛି ଖୁବ ଲୋକ ପ୍ରିୟ ଅଟେ। ଆପଣ ମାନେ ଏହି ଧାରାବାହିକ କୁ ନିଶ୍ଚୟ ଭାବରେ ଦେଖୁଥିବେ।

ଏହି ଧାରାବହିକ ରେ ଅଭିନୟ କରିଥିବା ଶ୍ୟାମା ହେଉଛନ୍ତି ସିରିଏଲ ର ଏକ ହୃଦୟସ୍ପର୍ଶି ହୋଇ ପାରିଛନ୍ତି ଏବଂ ଆପଣାମାନଙ୍କ ର ପ୍ରିୟ ହୋଇଥିବେ ବୋଲି ଆମେ ଆଶା କରୁଛୁ।ତେବେ ଶ୍ୟାମାଙ୍କ ପ୍ରକ୍ରୁତ ପରିବାର ଓ ଶ୍ୟାମା କେମିତି ସେ ଦେଖଜାନ୍ତି ଦେଖିବାକୁ ହେଲେ ଭିଡିଓ ଟି କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

ଶ୍ୟାମା ବିଷୟରେ ସବୁ ଖବର ଟିକିନିକି ଜାଣିବାକୁ ହେଲେ ଏହି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ପାଇବେ ବୋଲି ଆମେ ଆଶା ରଖୁଛୁ। । ତେବେ ଶ୍ୟାମା ଧାରାବହିକ ରେ ଶ୍ୟାମା ଭୂମିକା ରେ ଅଭିନୟ କରିଥିବା ପିଆସା ରୟଙ୍କର ଅଭିନୟ କୁ ବହୁତ ପସନ୍ଦ କରୁଥିବେ ବୋଲି ଆପଣମାନେ ଭର ପୁର ଆନନ୍ଦ କରୁଥିବେ।ତେବେ ଆପଣ ମନଙ୍କର ଶ୍ୟାମା ଏବେ ବିବାହିତ ।

ତାଙ୍କ ସ୍ବାମି ଙ୍କ ନାଁ ସୁବାର୍ଣ୍ଣ ରୟ । ସୁବାର୍ଣ୍ଣ ରୟ ବଙ୍ଗଳା ସିନେ ଜଗତ ରେ ଏଇ ଜଣାଶୁଣା ଅଭିନେତା । ଗୋଟିଏ ଧାରାବାହିକ ଏକାଠି ଅଭିନୟ କଲା ବେଳେ ତାଙ୍କ ଭିତ ରେ ପ୍ରେମ ସ୍ଥାପନ ହେଇଥିଲା । ଦୁଇଜଣ ଯାକ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏବେ ସୁବାର୍ଣ୍ଣ ଏବଂ ଶ୍ୟାମା ଜୀ ବଙ୍ଗଳା ଧାରାବାହିକ ଜଗତ ରେ ଏକ ଜଣାଶୁଣା ଅବିନେତା ଓ ଅଭିନେତ୍ରୀ ତାସହ ଲୋକପ୍ରିୟ ମଧ୍ୟ ।

ଦୁଇଜଣ ଯାକ ନିଜ ଅଭିନୟ ଦକ୍ଷତା ଦେଖେଇ ପରିଛନ୍ତି ।ଦୁଇଜଣ ଯାକ ବହୁତ ବର୍ଷ ପୂର୍ବ ରୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତେବେ ସେମାନେ ବହୁତ ଖୁସି ରେ ଅଛନ୍ତି ଏକାଠି ତାହାସହ ନିଜ ପରିବାରକୁ ନେଇ ବହୁତ ଆଉ ବହୁତ ଖୁସି ରେ ଅଛନ୍ତି । ତେବେ ଦୁହେଁ ବଙ୍ଗାଳି ଧାରାବାହିକ ଜଗତ ରେ ବହୁ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ।

ଶ୍ୟାମା ବଙ୍ଗାଳି ସିରିଏଲ ଜଗତ ରେ ବହୁତ ସୁନ୍ଦର ଅଭିନୟ କରି ନିଜର ଦକ୍ଷ୍ୟତା ଦେଖେଇଛନ୍ତି । ଅଭିନେତା ଶ୍ୟାମା ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ଆକର୍ଷିତ କରିଛି । ତେବେ ଦର୍ଶକ ମାନେ ମଧ୍ୟ ଶ୍ୟାମା ଙ୍କ ଅଭିନୟ କୁ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଏବେ ବଙ୍ଗାଳି ରେ ଡବଲିଙ୍ଗ୍ କରି ଓଡ଼ିଆ ସିରିଏଲ ଯାହାକି ଶ୍ୟାମା ରେ ଦେଖା ଯାଉଛି ।

ତାହା ବି ଶ୍ୟାମା ଙ୍କ ର ବଙ୍ଗାଳି ଧାରାବାହିକ ଅଟେ । ଏହାକୁ ଓଡ଼ିଆ ରେ ଡଭିଙ୍ଗ୍ କରି ରିଲିଜ୍ କରା ଯାଇଛି ଜୀ ସାର୍ଥକ ରେ । ତେବେ ଲୋକ ମାନଙ୍କର ଏହି ସିରିଏଲ ଟି ବହୁତ ପସନ୍ଦ ମଧ୍ୟ ଆସିଛି ଆଉ ଭଲ ପାଇବା ମଧ୍ୟ ମିଳିଛି ଏହି ସିରିଏଲ ଟିକୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.