ଦର୍ଶକ ବନ୍ଧୁ ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ସଂପର୍କ ରେ ଜାଣି ପାରି ଥାଉ । ତେବେ ବନ୍ଧୁଗଣ ଅନେକ ଭିଡିଓ ଥାଏ ଯାହା କି ବେଶ୍ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଖବର । ତେବେ ବନ୍ଧୁଗଣ ଆମର ଏହି ସଂସାର ମଣିଷ ଖୁସି ପାଇଁ ଆସି ନାହିଁ । କାରଣ ଯିଏ ବି ଖୁସି ରେ ରହିବାକୁ ଚାହୁଁଛି ସେ ଦୁଃ-ଖ ନିଶ୍ଚୟ କରିବ ଓ ହସ କାନ୍ଦ ।
ତେବେ ବନ୍ଧୁଗଣ ଏହି ସମାଜ ରେ ପ୍ରତ୍ୟେକ ମଣିଷ ଜୀବନ ରେ ଅନେକ ସମସ୍ୟା ଥାଏ ଓ ଏହି ସମସ୍ୟା ର ସମାଧାନ ମଧ୍ୟ ଥାଏ । ତେବେ ଏହି ସମସ୍ୟା ର ସମାଧାନ ପାଇଁ ପ୍ରଥମେ ଆମ ମନ୍ କୁ ସ୍ଥିର ରଖିବ ପରେ ସମାଧାନ ବାଟ ଖୋଜିବ କିନ୍ତୁ ବର୍ତ୍ତମାନ୍ ସମୟ ରେ କିଛି ଯୁବ ପୀଢ଼ି ସମସ୍ୟା ରେ ଥିଲେ ଆ-ତ୍ମ-ହ-ତ୍ୟା କରି ଦେଇଥାନ୍ତି ଓ ଯାହାର ଦୁଃଖ ପରିବାର ଲୋକ କରି ଥାଆନ୍ତି ।
ତେବେ ବନ୍ଧୁଗଣ ଆପଣ ଯେବେ କୌଣସି ସମସ୍ୟା ସମ୍ମୁଖୀନ ହେଉନ୍ତୁ କାରଣ ଏହି ସମ୍ମୁଖୀନ ଆପଣ ଙ୍କୁ ସଫଳତା ଆଣି ଦେବ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ କଅଁଲ ବୟସ ର ଜଣେ ଛାତ୍ରୀ ଏକ ବଡ ଧରଣ ର ଘଟଣା ଘଟାଇଛି । ହଁ ବନ୍ଧୁ ଗଭୀର ବୈତରଣୀ ରେ ଚାନ୍ଦବାଲି ର ଜଣେ ଝିଅ ଡେଇଁ ପଡ଼ିଲା ।
କେନ୍ଦ୍ରାପଡ଼ା ରାଜ କନିକା ପୁରୁଣ୍ଡିଆ ସ୍ଥିତ ମାମୁଁ ଘରେ ରହି ପାଠ ପଢୁଥିଲେ ।ତେବେ ତାଙ୍କ ନାମ ହେଉଛି ସିମରନ ଜେନା ମା ଙ୍କ ନାମ ହେଉଛି କଳ୍ପନା ଜେନା ।ତେବେ ବର୍ତ୍ତମାନ୍ ପର୍ଯ୍ୟନ୍ତ ସିମାରନ୍ ଙ୍କ ପତା ମିଲୁ ନାହିଁ ।ତେବେ ସେ କମ୍ପ୍ୟୁଟର ରି ଆସିବା ବେଳେ ବ୍ୟାଗ୍ ଓ ସାଇକେଲ ଥୋଇ ନଦୀ କୁ ଡେଇଁ ପଡ଼ିଲେ , ତେବେ ଡେଉଁ ଥିବାର ଦୃଶ୍ୟ ଜଣେ ବ୍ୟକ୍ତି ଦେଖିଛନ୍ତି ।
ତେବେ ଅଗ୍ନିଶମ ବାହିନୀ ଖୋଜା ଖୋଜି କରିଥଲେ ମଧ୍ୟ ପାଇ ନ ଥିଲେ । ତେବେ ଛାତ୍ରି ଜନକ କଣ ପାଇଁ ଆ-ତ୍ମ-ହ-ତ୍ୟା କରିଲେ ତାହା ବର୍ତ୍ତମାନ୍ ସମୟ ରେ ଅସ୍ପଷ୍ଟ ଥିବା ସମୟ ରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।