ବରିଷ୍ଠ ବିଧାୟକ ତାରା ବାହିନୀପତି ଦେଲେ ବଡ ସୂଚନା ଓଡିଶା କଂଗ୍ରେସ ସଭାପତି ହେବେ ସୁର ରାଉତ (Sura Routray) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ କଂଗ୍ରେସ ର ପିପିସି ମୁଖିଆ ପରିବର୍ତ୍ତନ ନାରା ଚାଲୁ ଥିବା ସମୟ ରେ କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ବାହିନୀ ପତି ମୁହଁ ଖୋଲିଛନ୍ତି । ତେବେ ସେ ଗଣ ମାଧ୍ୟମ ମାନ ଙ୍କ ସମ୍ମୁଖ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି , ତେବେ ସେ କହିଛନ୍ତି ଯେ ସଂଘଠନ କୁ ମଜବୁତ୍ କରିବା ପାଇଁ ହେଲେ ଜଣେ ବିଧାୟକ ପିପିଶି ସଭାପତି ହେବା ଉଚିତ ।


ତେବେ ଜିଲ୍ଲା ସଭାପତି ମାନ ଙ୍କୁ କେହି ପଚାରୁ ନାହାଁନ୍ତି କି ତାଙ୍କୁ କେହି ବି ଗୁରୁତ୍ଵ ଦେଉ ନାହାଁନ୍ତି । ତେବେ ବନ୍ଧୁଗଣ ଜିଲ୍ଲାପାଳ ମାନେ ତାଙ୍କ କଥା ନ ଶୁଣି ବାରୁ ଜଣେ ବିଧାୟକ ହେଲେ ସେ ଏହା କୁ ଗୁରୁତ୍ଵ ଦେବେ । ତେବେ ଏଠାରେ କଂଗ୍ରେସ ବିଧାୟକ ସୁର ଙ୍କ ନାମ ନେଇ ତାଙ୍କୁବିଙ୍ଗିଟ କରି କହିଛନ୍ତି ଯେ ସୁର ଭାଇ ପିପିସି ସଭାପତି ହେବେ ।


ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ କଂଗ୍ରେସ ର ପିପିସୀ ସଭାପତି ଆମେ ସାଦ ରେ ସ୍ବାଗତ କରିବୁ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ପିପିସି ସଭାପତି କୁ ନେଇ ବେସ ଚର୍ଚ୍ଚା ଚାଲିଛି ତେବେ କିଏ ପିପିସି ସଭାପତି ହେବେ , ତେବେ କଂଗ୍ରେସ ନାମ ଦିନ କୁ ଦିନ ଲିଭି ବାରେ ଲାଗୁଛି ତେବେ ବର୍ତ୍ତମାନ ଠାରୁ ଏହି ସଂଘଠନ କୁ ମଜବୁତ କରିବା ପାଇଁ ପରିବର୍ତ୍ତନ ହେବା ସରକାର ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସମସ୍ତ ନେତା ଓ ମନ୍ତ୍ରୀ ମାନ ଙ୍କ ଠାରୁ ବେସ ଲୋକ ପ୍ରିୟତା ହେଉଛନ୍ତି ସୁର ଭାଇ , ତେବେ ତ କିଏ କିଏ ସୁର ଅଜା ବୋଲି ଡାକନ୍ତି । ତେବେ ସୁର ଭାଇ ଆଗାମୀ ଦିନ ମାନ ଙ୍କ ରେ କଂଗ୍ରେସ ର ପିପିସି ସଭାପତି ହେବ କି ନହିଁ ତାହା ଆଗାମୀ ଦିନ ମାନ ଙ୍କ ଭିତରେ ଜଣା ପଡିଯିବ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.