କାହିଁକି ଜି ସାର୍ଥକ ଚ୍ୟାନେଲ ଦାଦଗିରି ଶୋ ରୁ ଅନୁଭବଙ୍କୁ (Anubhav) ବାହାର କରି ସିଦ୍ଧାନ୍ତଙ୍କୁ (Sidhant) ହୋଷ୍ଟ ରୂପେ ନେଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତା ଅନୁଭବ ବେସ ଚର୍ଚ୍ଚା ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଆଜି ଆମେ ଏହି ପେଜ ରେ ଆମେ ମାନେ ଏହି ଚର୍ଚ୍ଚା ର କାରଣ ଜାଣିବା , ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ଲୋକ ପ୍ରିୟ ଅଭିନେତା । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କୁ ବହୁତ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତେବେ ବନ୍ଧୁଗଣ ଠିକ ସେହିଭଳି ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ର ସାଂସଦ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ଙ୍କୁ ଜୀ ସାର୍ଥକ ଟିଭି ର ଲୋକ ପ୍ରିୟ ରିଆଲିଟି ସୋ ଦାଦାଗିରି ହୃଦୟ ରେ ହୋଷ୍ଟ କରୁ ଥିବାର ଆପଣ ମାନେ ଦେଖିଥିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆସି ଯାଇଛି ଏହି ରିଆଲିଟି ସୋ କୁ ନେଇ ଯେ ଏହି ରିଆଲିଟି ସୋ ରୁ ଜୀ ସାର୍ଥକ ଅନୁଭବ ଙ୍କୁ ବାହାର କରି ଦେଇଛି ଓ ଅନୁଭାବ ଏହି କଥା ଟି ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ ଜଣାଇଛନ୍ତି , ତେବେ ବନ୍ଧୁଗଣ ଏହି ରିଆଲିଟି ସୋ ରେ ସିଦ୍ଧାନ୍ତ ମହାପାତ୍ର ହୋଷ୍ଟ କରିବେ ବୋଲି ସୂଚନା ମିଳିଛି , ତେବେ ଦେଖାଯାଉ ବହୁତ କମ ଦିନ ରେ ଲୋକ ପ୍ରିୟ ହୋଇ ପାରିଥିବା ରିଆଲିଟି ରେ ସିଦ୍ଧାନ୍ତ ମହାପାତ୍ର ନଜର ଆସୁଛନ୍ତି କି ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.