ସିନ୍ଦୁରର ଅଧିକାର ସିରିଏଲ ର ଇତି (Nilakhi Patra) ବୟ ଫ୍ରେଣ୍ଡ ସଞ୍ଜୟଙ୍କ ସହ ପୁରୀ ବୁଲିବା ପାଇଁ ଗଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଦର୍ଶକ ମାନେ ଯେଉଁ ଭଳି ଭାବେ ଚଳଚିତ୍ର କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଠିକ ସେହିଭଳି ଧାରାବାହିକ ଗୁଡିକ କୁ ମଧ୍ୟ ବେସ ପସନ୍ଦ କରିଛନ୍ତି । ହଁ ବନ୍ଧୁ ଏହି ଧାରାବାହିକ ଲୋକ ପ୍ରିୟ ହେବା ର କାରଣ ହେଲା ଯେ ଏହା ପ୍ରତ୍ଯେକ ଦିନ ଦର୍ଶକ ମାନ ଙ୍କୁ ବେସ ମନୋରଞ୍ଜନ କରାଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଧାରାବାହିକ ଗୁଡିକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ କରୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ନିଲାଖି ପାତ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ନିଲାଖି ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ର ଅଧିକାର ରେ ମୁଖ୍ୟ ଅଭିନେତ୍ରୀ ଇତି ଚରିତ୍ର ରେ ନଜର ଆସୁଥିଲେ । ତେବେ ବନ୍ଧୁଗଣ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଥିଲା ଓ ନିଲାଖି ମଧ୍ୟ ବହୁତ କମ ଦିନ ରେ ବେସ ଲୋକ ପରିଚିତ ହୋଇ ପାରିଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ନିଲାଖି ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ଯା ଯୋଗୁ ସେ ସେ ଏହି ଧାରାବାହିକ ଟି କୁ ଛାଡି ଦେଇଥିଲେ । ତେବେ ଅଭିନୟ ଛାଡି ଦେଇଥିଲେ ମଧ୍ୟ ଦର୍ଶକ ମାନେ ତାଙ୍କ ଅଭିନୟ ଓ ତାଙ୍କୁ କେବେ ବି ଭୁଲିବେ ନହିଁ । ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ଯା ଠିକ ଅଛି ଓ ସେ ଆଲବମ ରେ ଅଭିନୟ କରିବାକୁ ଯାଉଥିବାର ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ନିଲାଖି ଅତି ନିଆକ୍ଟ ରେ ତାଙ୍କ ବଏ ଫ୍ରେଣ୍ଡ ସଞ୍ଜୟ ଙ୍କ ସହ ଅନେକ ଭିଡିଓ you tube ରିଲିଜ ହୋଇଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନିଲାଖି ତାଙ୍କ ବଏଫ୍ରେଣ୍ଡ ସହ ପୁରୀ ବୁଲିବାକୁ ଯାଇଛନ୍ତି ଓ ସେହି ଠାରେ ରହି ବହୁତ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.