ଓଡିଆ ନବ ବର୍ଷରେ ପରିବାର ର ଶାନ୍ତି ପାଇଁ ମହାବୀରଙ୍କ ନିକଟରେ ମହାଯଜ୍ଞ କରିଲେ ହିରୋ ଅନୁଭବ (Anubhav)! – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନଙ୍କ ର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଅଭିନୟ ବିଷୟ ରେ ଯାହା କହିଲେ ମଧ୍ୟ କମ ହେବ । ତେବେ ଅନୁଭବ ମହାନ୍ତି ଙ୍କ ଅଭିନୟ ବହୁତ ଲୋକପ୍ରିୟ ଅଟେ । ଅନୁଭବ ମହାନ୍ତି ହେଉଛନ୍ତି ବହୁତ ଲୋକପ୍ରିୟ ଅଭିନେତା ଓ ଅନୁଭବ ମହାନ୍ତି ଓ ତାଙ୍କ ର ଅଭିନୟ ବହୁତ ପରିଚିତ ସମସ୍ତ ଙ୍କ ଘରେ ଘରେ ।

ତେବେ ଅନୁଭବ ମହାନ୍ତି ଙ୍କ ବିଷୟ ରେ ଯେତେ ଜାଣିଲେ ମଧ୍ୟ ବହୁତ କମ ହେବ । ଅନୁଭବ ମହାନ୍ତି ବହୁତ ହିରୋଇନ୍ ଙ୍କ ସହ କାମ କରି ସାରିଛନ୍ତି । ଆଉ ତାଙ୍କ ଅଭିନୟ ଏକ ନୂଆ ଢଙ୍ଗ ଓ ନିଆରା ଥାଏ ସେଇଠି ପାଇଁ ଅନୁଭବ ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ।

ତେବେ ଅନୁଭବ ମହାନ୍ତି ତାଙ୍କ କ୍ୟାରିୟର ଆଲବମ୍ ରୁ ଆରମ୍ଭ କରିଥିଲେ । ଅନୁଭବ ଙ୍କ ଘର ହେଉଛି ଚୌଧ୍ରୁରି ବଜାର କଟକ ରେ । ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସହ ବହୁତ ସିନେମା କରିଛନ୍ତି । ତେବେ ଅନୁଭବ ମହାନ୍ତି ଙ୍କ ପ୍ରତ୍ୟେକ ସିନେମା ସୁପରହିଟ୍ ଅଟେ । ତେବେ 2014 ମସିହା ଫେବୃୟାରୀ 8 ତାରିଖ ରେ ବର୍ଷା ଓ ଅନୁଭବ ମହାନ୍ତି ବିବାହ କରିଥିଲେ ।

ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ମିଶି ବହୁତ ସିନେମା ରେ ନଜର ଆସିଛନ୍ତି ତେବେ ଏପରି ବହୁତ ସିନେମା ଅଛି ଯାହା କି ସୁପରହିଟ୍ ହେଇ ଅନୁଭବ ମହାନ୍ତି ଏକ ସୁପରଷ୍ଟାର ଭାବରେ ଗଣତି ହେଇଛନ୍ତି । ତେବେ ଅନୁଭବ ମହାନ୍ତି ତାଙ୍କ ଅଭିନୟ ଆଲବମ୍ ରୁ ଆରମ୍ଭ କରିଥିଲେ ପରେ ସେ ଓଡ଼ିଆ ଚଲଚିତ୍ର ରେ ଅଭିନୟ କରି ସେ ସେ ବହୁତ ଲୋକପ୍ରିୟ ହେଇଥିଲେ ବର୍ତ୍ତମାନ ସମୟ ରେ ଅନୁଭବ ଙ୍କ ଅଭିନୟ ଏବେ ଘରେ ଘରେ ପରିଚିତ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ।

ତେବେ ଅନୁଭବ ମହାନ୍ତି ଏବେ ସାଂସଦ ଭାବ ରେ ପଡ ଦେଇଛନ୍ତି ରାଜନୀତି ରେ । ଅନୁଭବ୍ ଙ୍କ ସ୍ତ୍ରୀ ହେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ଙ୍କ ପାରିବାରିକ ବିବାଦ ଯୋଗୁ ସେ ଏବେ ଏକାଠି ରହୁନାହାନ୍ତି । ତେବେ ଅନୁଭବ ମହାନ୍ତି ବହୁତ ଭାଇରାଲ୍ ହେଉଛନ୍ତି ସୋସିଆଲ ମିଡ଼ିଆ ରେ ।

ତେବେ ଅନୁଭବ ମହାନ୍ତି ଏବେ ନିଜ ପରିବାର ସହ ଏକ ମହାଯଂଜ୍ଞ ରେ ସମିଳିତ ହୋଇଛନ୍ତି ତାଙ୍କ ପରିବାର ସହ ଯାହା କି ଏହି ଭିଡିଓ ଟରେ ଅନୁଭବ ମହାନ୍ତି ଙ୍କ ମାଆ ଭାଇ ଭାଉଜ ଓ ପୁତୁରା ସହ ସେ ନଜର ରେ ଆସିଛନ୍ତି ତେଣୁ ଏହି ଭିଡିଓ ଟି ବହୁତ ଭାଇରାଲ୍ ହେଉଛି ଏବେ ସୋସିଆଲ ମିଡ଼ିଆ ରେ ।

ତେବେ ଏହି ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବା ପରେ ଅନୁଭବ ମହାନ୍ତି ଙ୍କ ଫ୍ୟାନ୍ ମାନେ ବହୁତ ଖୁସି ହେଇଛନ୍ତି ଏହି ଫୋଷ୍ଟ୍ କୁ ଦେଖି । ତେବେ ଏହି ଭିଡିଓ ନେଇ ଅନୁଭବ ମହାନ୍ତି ବହୁତ ଚର୍ଚ୍ଚା ରେ ଅଛନ୍ତି ଅନୁଭବ ମହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.