ଓଡିଶା ଯାତ୍ରା ଜଗତର ନାମୀ ଦାମୀ ହିରୋଇନ ମାନଙ୍କ ପାଖରେ କେଉଁ କେଉଁ ଗାଡି ରହିଛି, ସେମାନେ କିପରି ଯାତ୍ରାକୁ ଯାଆନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ବେସ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ପାର୍ଟି କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ପାର୍ଟି ରେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତେବେ ବନ୍ଧୁଗଣପ୍ରାୟତ ଅଧିକ କଳାକାର ମାନେ କୋଣାର୍କ ଗଣନାଟ୍ୟ ରୁ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋଣାର୍କ ଗଣନାଟ୍ୟ ରହିଛି କେନ୍ଦ୍ରପଡା ଜିଲ୍ଲା ର କାଠ ପଙ୍ଗରା ଠାରେ , ତେବେ ସେଠାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଭିନୟ ଚାଲିବ ଓ ସେଥିପାଇଁ ସେଠିକି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯାଉଛନ୍ତି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେଠାରେ କୋଣାର୍କ ଗଣନାଟ୍ୟ ପଡିବା ସହ ଆଉ ଦୁଇ ଟି ଗଣନାଟ୍ୟ ପଡିବ ।


ତେବେ ବର୍ତ୍ତମାନ ସମୟ କୋଣାର୍କ ତାର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ପହଞ୍ଚି ସାରିଲାଣି । କେନ୍ଦ୍ରପଡା ରେ ତେବେ ବନ୍ଧୁଗଣ ଆଉ ଦୁଇ ଟି ପାର୍ଟି ପଡିଛି ଯାହା କି ରାଜମହର ର । ତେବେ ବନ୍ଧୁଗଣ ଅଭିନତ ହେବା କୁ ଯାଉଥିବା ନାଟକ ର ନାମ ହେଉଛି ଆଖି ଅବୁଝା କୁ ଲୁହ ଅବୁଝା ।

ତେବେ ବନ୍ଧୁଗଣ ବିଭିନ୍ନ ଯାତ୍ରା ପାର୍ଟି ବିଭିନ୍ନ କ୍ୟାମ୍ପ କୁ ଯାଇଥାନ୍ତି , ତେବେ ସହ କଳାକାର ମାନେ ବସ ରେ ଯାଇ ଥାନ୍ତି ଓ ବଡ ବଡ ଯାତ୍ରା ରେ ଅଭିନେତା ଓ ଅଭିନେତ୍ରୀ ମାନେ ମାଲିକ ଦେଇଥିବା ବସ ରେ ଯାଇଥାନ୍ତି । ତେବେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ପର୍ଶନାଲ କାର ଯାଇଥାନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋଣାର୍କ ଗଣନାଟ୍ୟ ଟି ପହଞ୍ଚି ସାରିଛି କେନ୍ଦ୍ରପଡା ଜିଲ୍ଲା ରେ ନିଜ କଳାକାର ମାନ ଙ୍କୁ ନେଇ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.