ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ବେସ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ପାର୍ଟି କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ପାର୍ଟି ରେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତେବେ ବନ୍ଧୁଗଣପ୍ରାୟତ ଅଧିକ କଳାକାର ମାନେ କୋଣାର୍କ ଗଣନାଟ୍ୟ ରୁ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋଣାର୍କ ଗଣନାଟ୍ୟ ରହିଛି କେନ୍ଦ୍ରପଡା ଜିଲ୍ଲା ର କାଠ ପଙ୍ଗରା ଠାରେ , ତେବେ ସେଠାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଭିନୟ ଚାଲିବ ଓ ସେଥିପାଇଁ ସେଠିକି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯାଉଛନ୍ତି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେଠାରେ କୋଣାର୍କ ଗଣନାଟ୍ୟ ପଡିବା ସହ ଆଉ ଦୁଇ ଟି ଗଣନାଟ୍ୟ ପଡିବ ।
ତେବେ ବର୍ତ୍ତମାନ ସମୟ କୋଣାର୍କ ତାର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ପହଞ୍ଚି ସାରିଲାଣି । କେନ୍ଦ୍ରପଡା ରେ ତେବେ ବନ୍ଧୁଗଣ ଆଉ ଦୁଇ ଟି ପାର୍ଟି ପଡିଛି ଯାହା କି ରାଜମହର ର । ତେବେ ବନ୍ଧୁଗଣ ଅଭିନତ ହେବା କୁ ଯାଉଥିବା ନାଟକ ର ନାମ ହେଉଛି ଆଖି ଅବୁଝା କୁ ଲୁହ ଅବୁଝା ।
ତେବେ ବନ୍ଧୁଗଣ ବିଭିନ୍ନ ଯାତ୍ରା ପାର୍ଟି ବିଭିନ୍ନ କ୍ୟାମ୍ପ କୁ ଯାଇଥାନ୍ତି , ତେବେ ସହ କଳାକାର ମାନେ ବସ ରେ ଯାଇ ଥାନ୍ତି ଓ ବଡ ବଡ ଯାତ୍ରା ରେ ଅଭିନେତା ଓ ଅଭିନେତ୍ରୀ ମାନେ ମାଲିକ ଦେଇଥିବା ବସ ରେ ଯାଇଥାନ୍ତି । ତେବେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ପର୍ଶନାଲ କାର ଯାଇଥାନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋଣାର୍କ ଗଣନାଟ୍ୟ ଟି ପହଞ୍ଚି ସାରିଛି କେନ୍ଦ୍ରପଡା ଜିଲ୍ଲା ରେ ନିଜ କଳାକାର ମାନ ଙ୍କୁ ନେଇ ॥
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।