ସ୍ଵାମୀ ନ ଥିବା ସମୟ ରେ ପର ପୁରୁଷ ସହ ପରକୀୟା ପ୍ରୀତି ମହିଳାଙ୍କୁ ମହଙ୍ଗା ପଡିଲା, ଜାଣନ୍ତୁ କେଉଁଠି ଘଟିଛି – ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଛୋଟ ପିଲା ଙ୍କ ଠାରୁ ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି । ତାହେଲେ ବନ୍ଧୁଗଣ ଆମେ ପ୍ରତିଦିନ ସୋସିଆଲ ମିଡିଆ ରେ ଅନେକ ଭିଡିଓ ଦେଖି ଥାଉ ।

ତେବେ ବନ୍ଧୁଗଣ ଏହି ଭିଡିଓ ମଧ୍ୟ ରୁ ଅନେକ ଭିଡିଓ ରହିଥାଏ ପରକ୍ରିୟା ଏବଂ ପ୍ରେମୀ ଯୁଗଲ ମାନ ଙ୍କ ଭିଡିଓ । ତାହେଲେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିଥିବେ ଯେ କେତେବେଳେ ପୁରୁଷ ମାନେ ଧରା ପଡ଼ୁଛନ୍ତି ଅନ୍ୟ ମହିଳା ଙ୍କ ସହ ସମ୍ପର୍କ ରଖୁ ଥିବା ସମୟ ରେ , ତେବେ ଆଉ କେଉଁଠି ମହିଳା ଧରା ପଡ଼ୁଛନ୍ତି ପର ପୁରୁଷ ଙ୍କ ସହ ସମ୍ପର୍କ ରଖୁ ଥିବା ସମୟ ରେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ସମସ୍ତ ଭିଡିଓ ଠାରୁ ଟିକେ ଭିନ୍ନ ଧାରଣ ର । ଯେଉଁ ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ମହିଳା ଙ୍କ ସ୍ଵାମୀ ଘରେ ନ ରହୁ ଥିବା ସମୟ ରେ ।

ସେ ଅନ୍ୟ ଜଣେ ଯୁବକ ଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖୁଥିଲେ । ତେବେ ବନ୍ଧୁଗଣ କଥା ରେ ଅଛି ଚୋର ଘର ସଦାବେଳେ ଅନ୍ଧାର ନୁହେଁ , ତେବେ ମହିଳା ଙ୍କ ସାସୁ ଘର ଲୋକ ଦ୍ଵାରା ଧରା ପଡିଲେ । ତେବେ ଏହା ସମସ୍ତେ ଜାଣିବା ପରେ ପରିବାର ପଞ୍ଚାଯତ ମିଟିଂ ଡକାଇଲେ । ତେବେ ମହିଳା ଜଣକ ସେହି ପିଲା କୁ ବିବାହ କଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସାମୟ ରେ ଏହା ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.