ମାଳିକାର ବଡ ଭବିଷ୍ୟବାଣୀ – ଶ୍ରୀଲଙ୍କା ପରେ ଆମ ପାଳି!, ତିଷ୍ଠି ପାରବନି ଭାରତ, ଏମିତି ଚେତାବନୀ ଦେଲା ମାଳିକା – ଦେଖନ୍ତୁ ଭିଡିଓ

ମାଳିକା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନେକ କିଛି ଘଟି ଯାଉଛି ଏହି ଯୁଗ ରେ , ତେବେ ବନ୍ଧୁଗଣ ଏହି ଘଟି ଯାଉଥିବାର ଘଟଣା ମଧ୍ୟ ରୁ ବହୁ ଘଟଣା ମାଳିକା ଉଲ୍ଲେଖ ହୋଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହି ଭଳି ଏକ କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆମେ କହିବାକୁ ଯାଉଥିବା କଥା ଟି ଜଣେ ମାଳିକା ଭକ୍ତ କହିଛନ୍ତି ଯେ

ଅଖଣ୍ଡ ଭରତ ହେବ ବାଂଲାଦେଶ , ଆଫଗାନିସ୍ଥାନ , ବାଂଲାଦେଶ,ପାକିସ୍ତାନ ,ନେପାଲ , ଭୁଟାନ ଓ ସିକିମ ଏହି ସବୁ ମିଶି ଗୋଟିଏ ଭାରତ ହେବ । ତେବେ ବନ୍ଧୁଗଣ ଏହି ମାଳିକା ଭକ୍ତ ଜଣକ କହିଛନ୍ତି ଯେ ବର୍ତ୍ତମାନ ସମୟ ରେ ଶକ୍ତିଶାଳୀ ଥିବା ୟୁଏସଏ ଦିନ ଆସିବ ସେ ଏକଘରିଆ ହୋଇଯିବ , ସମସ୍ତେ ତା ଉପରେ ବିଶ୍ବାସ କରିବେ ନାହିଁ  ।

ଯେମିତି କି ବର୍ତ୍ତମାନ ସମୟ ରେ ୟୁକ୍ରେନ ତିହାତିହୀ କରି ଯୁ-ଦ୍ଧ କରାଇ ଦେଲେ କିନ୍ତୁ ଯୁ-ଦ୍ଧ ବସିକି ୟୁକ୍ରେନ ଏକଲା ସାଥ ଦେବା କୁ କେହି ନାହାଁନ୍ତି । ତେବେ ବନ୍ଧୁଗଣ ଏହି ଭକ୍ତ ଜଣକ କହିଛନ୍ତି ଯେ ଯେବେ ଭାରତ ସ୍ଵାଧୀନ ପାଇଲା ତେବେ ଖାଇବାକୁ ନ ଥିଲା ଓ ଆମେରିକା ରେ ନାଲି ଗହମ ଆସୁଥିଲା , ତେବେ ବନ୍ଧୁଗଣ ଆମେରିକା କେବଳ ନିଜ ସ୍ଵାର୍ଥ ପାଇଁ କାମ କରିଥାଏ ।

ତେବେ ଏହି ଭଳି ଭାବେ ଅନେକ କହିବା ପରେ କହିଛନ୍ତି ଏଣିକି ପରିସ୍ଥିତି ଅସମ୍ଭାଳ ହେବା କୁ ଯାଉଛି ତୃତୀୟ ବିଶ୍ଵ ଯୁ-ଦ୍ଧ ହେବା ର ଅଛି , ତେବେ ବର୍ତ୍ତମାନ ସମୟ ରେ ଅ-ସ୍ତ୍ର ସାହାର୍ଯ୍ୟ କରୁଥିବା ରୁସ ତାର ସାହାର୍ଯ୍ୟ ବନ୍ଦ କରିଦେବ , ତେବେ ଏହି ଭକ୍ତ ଜଣକ କହିଛନ୍ତି ଯଦି ତୃତୀୟ ବିଶ୍ଵ ଯୁ-ଦ୍ଧ ହୁଏ ତେବେ ଭାରତ ର ୟୁପି, ମୁମ୍ବାଇ ଓ ଦିଲ୍ଲୀ କୁ ପ-ର-ମା-ଣୁ ଆ-କ୍ର-ମ-ଣ କରିବା ର ସମ୍ଭାବନା ଆଧିକ ରହିଛି , ତେବେ ଏହା ସହିତ ସେ ଆହୁରି ଅନେକ କିଛି କଥା କହିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.