ବିବାହ ପରେ ଓଡିଆ ହିରୋ ସବ୍ୟ (Sabyasachi) ସ୍ତ୍ରୀ ଅର୍ଚ୍ଚିତା (Archita) ଙ୍କୁ ନେଇ ଖରାଦିନ ଛୁଟି କାଟିବା ପାଇଁ ବିଦେଶ ଗଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେସ ଲୋକ ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ସେହିଭଳି ଯୋଡି ହେଉଛନ୍ତି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସବ୍ୟସାଚୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା ଆଗ ଧାଡି ର ଅଭିନେତା ହେଉଛନ୍ତି ସବ୍ୟସାଚୀ । ତେବେ ସେ ତାଙ୍କ ଜୀବନ ରେ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବ୍ୟସାଚୀ ଙ୍କ ଅଭିନୟ ଆଉ ନ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବ୍ୟସାଚୀ ହେଉଛନ୍ତି ରିଅଲ ହିରୋ ସେ ଜଣେ ସମାଜ ସେବି । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଶୁଟିଙ୍ଗ ସେଟ ରୁ ଭଲ ପାଇ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଉଭୟ ବେସ ଖୁସି ରେ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଯୋଡି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସବ୍ୟସାଚୀ ଓ ଅର୍ଚ୍ଚିତା ଏହି ଖରା ଦିନ ରେ ଫରେନ ଟ୍ରିପ ଯାଇଛନ୍ତି ବୁଲିବା ପାଇଁ ଓ ସେଠାରେ ରହି ବହୁତ ସାରା ମଜା ମସି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବ୍ୟସାଚୀ ଙ୍କ ସହ ଅର୍ଚ୍ଚିତା ମିଶି ସମାଜ ସେବା କରୁଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.