କଣ ସତରେ ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା (Diptirekha) ବିବାହ ପରେ ମା ହେଲେ! – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି ଓ ଏହି ଗାୟକ ମାନେ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆଜି ଆମେ ଗାୟିକା ଦିପ୍ତିରେଖା ଙ୍କ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।


ତେବେ ସୁମଦୂର କଣ୍ଠ ପାଇଁ ଆଜି ସବୁଠି ପରିଚିତ । ତେବେ ଦିପ୍ତିରେଖା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ବା ଆଗ ଧାଡି ର ଗାୟିକା । ତେବେ ବନ୍ଧୁଗଣ ଗାୟିକା ଦିପ୍ତିରେଖା ଙ୍କ କଣ୍ଠ ଯେମିତି ସୁ ମଧୁର ସେ ମଧ୍ୟ ଦେଖିବାକୁ ସେତେ ସୁନ୍ଦର । ତାହେଲେ ବନ୍ଧୁଗଣ ଦିପ୍ତିରେଖା ଜଣେ ଗାୟିକା ନୁହଁନ୍ତି ବରଂ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ମଧ୍ୟ ।


ତେବେ ଆପଣ ମାନେ ତାଙ୍କୁ ଏକ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଅଭିନୟ କରି ଥିବା ର ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ବିଷୟ ରେ ଅନେକ କିଛି ଜାଣିଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନ ବିଷୟ ରେ ଆପଣ ମାନେ ବହୁତ କମ ଜାଣିଛନ୍ତି । , ତେବେ ବନ୍ଧୁଗଣ ଦିପ୍ତିରେଖା 2020 ରେ ଭୁବନେଶ୍ବର ଶିଲ୍ପପତି ସୌମ୍ଯରଞ୍ଜନ ଙ୍କୁ ବିବାହ କରିଥିଲେ ।


ତେବେ ବିବାହ ପରେ ଦୀପ୍ତି ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେଶ ଆକ୍ଟିଭ ରହୁଛନ୍ତି । ତେବେ ସେ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ରୁହନ୍ତି , ତେବେ ବନ୍ଧୁଗଣ ଅତି ନିକଟ ରେ ଦିପ୍ତିରେଖା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ଅପଲୋଡ କରିଥିଲେ ।

ଏହି ଫଟୋ ରେ ଦୀପ୍ତି ଙ୍କ ସହ ଏକ କୁନି ପିଲା ନଜର ଆସିଛନ୍ତି । ତେବେ ଏହି ଫଟୋ ଗୁଡିକ ଭାଇରାଲ ହେବା ପରେ ସମସ୍ତେ ଭାବୁଛନ୍ତି ଯେ ଦୀପ୍ତି ମା ହୋଇଛନ୍ତି ବୋଲି । ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି ଫଟୋ ରେ ନଜର ଆସୁଥିବା କୁନି ପିଲା ଟି ହେଉଛି ଦୀପ୍ତି ଙ୍କ ଭଉଣୀ ର ଝିଅ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.