ବାଲେଶ୍ଵରର ଓଡିଆ ଝିଅ ଜର୍ମାନୀର ପୁଅକୁ ବିବାହ କରିଲେ, ଜାଣନ୍ତୁ ଉଭୟ ବର କନ୍ୟା ବିବାହକୁ ନେଇ କଣ କହିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆଉ ସୁଣିଥିବେ ମଧ୍ୟ ପ୍ରେମ ପାଇଁ ଯେତେ ଦୂର ରେ ଥିଲେ ମଧ୍ୟ ଅତି ପାଖ କୁ ଚାଲି ଆସନ୍ତି ସେ ଯେତେ କଷ୍ଟ ହଉ ନା କାହିଁକି । ତେବେ ସେ ଯାହା ହେଉ ଯାଏ ପଛେ ସେ କେବେ ଅଲଗା ହେଇ ରହି ପାରିବେନି । ଏପରି ଏକ ଘଟଣା ଏବେ ହେଇଚି ଯାହା ଆପଣ ମାନେ ଜାଣିଲେ ମଧ୍ୟ ଆଶ୍ଚର୍ୟ୍ଯ ହେଇ ଯିବେ । ତେବେ ବନ୍ଧୁଗଣ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ କ’ଣ ହେଇ ପରେ ।

ଦରିଆ ସେପରି ବର ହାତ ଧରି ଆସିଲେ । କନିଆଁ ସାଜିଥିଲେ ବଲେସ୍ବର ଝିଅ ଜାତି ଧର୍ମ ବର୍ଣ୍ଣ ସବୁ କିଛି ତୁଚ୍ଛ କରି ଆସିଲେ । ପରିବାର ର ସମ୍ମତି କ୍ରମେ ଆସିଲେ ଆଉ ଏବେ ପ୍ରେମ ର ବୁଜୟି ହେଇଚି । ବିଦେଶୀ ରେ ଉଭୟ ଙ୍କ ଭିତ ରେ ପ୍ରେମ ସ୍ଥାପନ ହେଇ ଗଢି ଉଠିଥିବା ଉଭୟ ଙ୍କ ପ୍ରେମ ସମ୍ପର୍କ କୁ ସାକାର କରିବା ପାଇଁ ଜର୍ମାନି ରୁ ବଲେସ୍ବର ର ଆସିଥିଲେ ବିଦେଶୀ ବର । ସବୁ ରୀତି ନୀତି ରେ ବାହାଘର ହେଇଚି । ଏଭଳି ଏକ ବାହାଘର ଦେଖିବାକୁ ମିଳିଛି ବାଲେସ୍ବର ଠାରେ ।

ତେବେ ଝିଅ ଟିର ନାଁ ହେଉଛି ସୋନଲୁ ତେବେ ସେ ରାମ ଚନ୍ଦ୍ର ରାଏ ଙ୍କ ବଡ଼ ଝିଅ । ସେ କମ୍ପ୍ଯୁଟର ସାଇନ୍ସ୍ ରେ ଡିଗ୍ରୀ କରିବା ପରେ ମୁମ୍ବାଇ ଚାକିରୀ କରିଥିଲେ । ସୋନାଲି ପରେ ବରଲିନ୍ ରେ ଆର ଟି ପିସିଆର୍ ଇଣ୍ଟେଲିଜେଣ୍ଟ ରେ ଏମ ଏସ କରିଥିଲେ ବର୍ତ୍ତମାନ ସେ ଜର୍ମାନି ରେ ଏକ ସଂସ୍ଥା ରେ ଜୁନିୟର୍ ଟାଟା ସାଇନ୍ସଟିଷ୍ଟ୍ ଭାବରେ କାମ କରୁଛନ୍ତି ।

ପୋଲଣ୍ଡ୍ ରେ ସୋନାଲି ଙ୍କ ସହ ମାଇକେଲ ଙ୍କ ଭେଟ ହେଇ ଥିଲା । ପରେ ଉଭୟ ଙ୍କ ମଧ୍ୟ ଏକ ଗଭୀର ପ୍ରେମ ସ୍ଥାପନ ହୋଇ ଥିଲା । ମାଇକେଲ ମଧ୍ୟ ଏ ବାହାଘର ରେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଓଡିଶା ର ବା ହିନ୍ଦୁ ଧର୍ମ ର ନୀତି ନିୟମ ବା ବାହାଘର କୁ ନେଇ ବହୁତ ଖୁସି ଅଛନ୍ତି ପୁଅ ଘର ର ଲୋକ ମାନେ । ବାହାଘର ପରେ ମଧ୍ୟ ଗୋଟିଏ ସପ୍ତାହ ପାଇଁ ବଲେସ୍ବର ର ରହିଥିଲେ । ଏବେ ବାହାଘର ପରେ ଦୁହେଁ ସ୍ବାମି ଓ ସ୍ତ୍ରୀ ହେଇ ଜର୍ମାନି ରେ ରହୁଛନ୍ତି ।

ବିଦେଶୀ ରେ ଝିଅ କୁ ବାହାଘର କରି ଅନେକ ଖୁସି ରେ ଅଛନ୍ତି ପ୍ରକାଶ କରିଛନ୍ତି ସୋନାଲି ଙ୍କ ପରିବାର । ତେବେ ସୋନାଲି ଓ ମାଇକେଲ ଙ୍କ ଯୋଡି ମଧ୍ୟ ସମସ୍ତ ଙ୍କୁ ବହୁତ ଭଲ ଲାଗୁଚି । ତେବେ ବିଦେଶୀ ରୁ ହେଉଥିଲେ ମଧ୍ୟ ସେ ହିନ୍ଦୁ ଧର୍ମ କୁ ଜଥେଷ୍ଟ୍ ଭଲ ପାଇବା ଓ ସମ୍ମାନ୍ ମଧ୍ୟ ଦେଇଥିଲେ ।

ଏପଟେ ସୋନାଲି ଙ୍କ ମାଆ ବାପା ମଧ୍ୟ କହିଛନ୍ତି କି ବିଦେଶୀ ର ପୁଅ ହେଇଥିଲେ ମଧ୍ୟ ତାଙ୍କ ର ବିହେବର ବହୁତ ଭଲ ଅଛି ଆଉ ସ୍ର୍ମନେ ବହୁତ ପ୍ରାଉଡ୍ ଫିଲ୍ କରୁଛନ୍ତି ଏପରି ଏକ ପୁଅ କୁ ଜ୍ବାଇଁ ଭାବରେ ପାଇଛନ୍ତି । ତେବେ ସେ କହୁଛନ୍ତି ତାଙ୍କ ଝିଅ ଖୁସି ରେ ରହିବ ଏପରି ଏକ ଜ୍ବାଇଁ ଙ୍କୁ ପାଇଥିବାରୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.