ଆପଣ ମାନେ ଜାଣିଥିବେ କି ଅନୁଭବ ମହାନ୍ତି ଜଣେ ଏକ ସୁପରଷ୍ଟାର ଅଭିନେତା ହେବା ସାହୁ ବହୁ ଲୋକପ୍ରିୟ ହାସଲ କରି ସେ ଏବେ ଘରେ ଘରେ ପରିଚିତ । ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଙ୍କ ଭିତ ରୁ ଅନୁଭବ ମହାନ୍ତି ମଧ୍ୟ ଜଣେ ବହୁ ଲୋକସଭା ସୁପରଷ୍ଟାର । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ନାଁ ଅଛି ଅନୁଭବ ମହାନ୍ତି ଙ୍କ । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଙ୍କ ଅବିନୟ୍ ଏକ ନିଆରା ଯାହା ସବୁ ଦର୍ଶକ ମାନଙ୍କ ମନ କୁ ଜିତି ସାରିଛନ୍ତି ।
ଅନୁଭବ ମହାନ୍ତି ତାଙ୍କ କ୍ୟାରିୟର ଆଲବମ୍ ରୁ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ବହୁତ ସୁନ୍ଦର ଓ ନିଆରା ହେଇଥିବାରୁ ସେ ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଡେଇଁ ଆସିଥିଲେ । ତେବେ ଏପରି ଭାବ ରେ ନିଜ ସଫଳତା ପାଉ ସେ ଓଡିଆ ଇଣ୍ଡଷ୍ଟ୍ରି ଓଡ଼ିଆ ଚଲଚିତ୍ର କରି ସେ ଆହୁରି ସଫଳତା ହାସଲ କରି ପରିଥିଲେ । ତେବେ ଓଡ଼ିଆ ଚଲଚିତ୍ର ରେ ନିଜ ର ସ୍ବତନ୍ତ୍ର୍ ସ୍ଥାନ ବନେଇ ପାରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ।
ତେବେ ଆପଣ ମାନେ ଜାଣିଥିବେ ବହୁତ ଦିନ ର ବ୍ୟବଧାନ ପରେ ଅନୁଭବ ମହାନ୍ତି ଏକ ରିୟାଲିଟ୍ ସୋ ରେ ହୋଷ୍ଟ୍ ଭାବରେ ତାଙ୍କ ର ସ୍ବର୍ ଶୁଣିବାକୁ ପାଉଥିଲେ । ତେବେ ତାହା ବହୁତ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ମଧ୍ୟ ହେଇଥିଲା । କିନ୍ତୁ ଏହି ” ସୋ ” ଟି ବର୍ତ୍ତମାନ ବନ୍ଧ ହେଇଜିବ ତା ସହ ଏହା ଏକ ନୂଆ ରୂପ ରେ ଆଉ ନୂଆ ନାଁ ନେଇ ଫୁଣି ପ୍ରସାରିତ ହେବ ଜୀ ସାର୍ଥକ ଚ୍ୟାନେଲ୍ ରେ ତେବେ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତିଙ୍କ ଙ୍କ ବଦଳ ରେ ସିର୍ଦ୍ଧାନ୍ତ୍ ମହପାାତ୍ର କରିବେ ହୋଷ୍ଟ୍ ଏବଂ ହୋଷ୍ଟ୍ ବଦଳିବା ସହ ଏହି ରିୟାଲିଟ୍ ସୋ ଟି ର ନାଁ ମଧ୍ୟ ବଦଳି ଯାଇଛି ।
ଅନୁଭବ ଙ୍କ ଏହି ରିୟାଲିଟ୍ ” ସୋ ” ଟି ଜାନୁଆରି 15 ରୁ ଆରମ୍ଭ ହୋଇଥିଲା ତାହା ଆହାଃ ବେସ ଲୋକପ୍ରିୟ ହାସଲ ମଧ୍ୟ କରିଥିଲା । ଏଥିରେ ହୋଷ୍ଟ ଭାବରେ ଅନୁଭବ ମଧ୍ୟ କରୁଥିଲେ । କିନ୍ତୁ ହଠାତ୍ ଅନୁଭବ ମହାନ୍ତି ଙ୍କୁ ବଦଳାଇ ଦିଆଗଲା ଯାହା ପାଇଁ କି ଏବେ ଫ୍ୟାନ୍ ମାନେ ବହୁତ କିଛି କହୁଛନ୍ତି ଜୀ ସାର୍ଥକ କୁ ତେବେ ସମସ୍ତ ଙ୍କୁ ବହୁତ ବଡ଼ ଝଟକା ମଧ୍ୟ ଲାଗିଛି ଏହି କଥା ଶୁଣି ।
ତେବେ ଏ ସବୁ ଶୁଣି ଅନୁଭବ ମହାନ୍ତି ଉତ୍ତର ରେ କହିଛନ୍ତି କି ଏ ସବୁ ଯାହା ବି ହେଇଚି ଭଗବାନ ନିର୍ଦେଶ ରେ ହେଇଚି ଯାହା ବି ହବ ଆଗକୁ ଭଲ ହେବ । ତେବେ ଧୈର୍ଯ୍ୟହରା ନହେଇ ଆପେକ୍ଷା କରନ୍ତୁ ଆଗକୁ ବହୁତ ଭଲ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।