ଦିନେ ସେ +୨ ଦୁଇରେ ଫେଲ ହୋଇ ଅଟୋ ଚଲାଉଥିଲେ, ପ୍ରେମିକା ଦେଲା ଚ୍ୟାଲେଞ୍ଜ, କଠିନ ପରିଶ୍ରମ ଦ୍ଵାରା IPS ହେଲେ, ସଂଘର୍ଷ ର କାହାଣୀ ଜାଣିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ବିଶେଷ ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅନେକ ବ୍ୟକ୍ତି ଯେଉଁ ମାନେ କୁ ନିଜ ସ୍ବପ୍ନ କରିବା ପାଇଁ ପରିଶ୍ରମ କରୁ ନାହାଁନ୍ତି ଓ ବାହାନା କରୁଛନ୍ତି ଟଙ୍କା ନାହିଁ , ପରିବାର, ବୟସ ଭଳି ଅନେକ ଅସୁବିଧା ବିଷୟ ରେ କହି ଥାଆନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏକ କଥା ଜାଣି ରଖନ୍ତୁ ଯେ ବହୁ ମହାପୁରୁଷ କହିଛନ୍ତି ଯେ ନିଜ ସ୍ବପ୍ନ କୁ ପୂରଣ କରିବା ପାଇଁ ଆପଣ ବହୁତ ପରିଶ୍ରମ କରୁଛନ୍ତି ତାହେଲେ ଆପଣ ଙ୍କୁ କେହି ଅଟକାଇ ପାରିବେ ନାହିଁ ।


ଏହାକୁ ସତ୍ୟ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି ଯିଏ କି ଦ୍ଵାଦଶ ପରେ ଅଟୋ ଚଳାଉ ଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ ସେ ଆଇପିଏସ୍ ଅଫିସର ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ଅଫିସର ଜଣକ ହେଉଛନ୍ତି ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମା ଯିଏ କି ମଧ୍ୟ ପ୍ରଦେଶ ରୁ ଅଟନ୍ତି ।

ତେବେ ବନ୍ଧୁଗଣ ସେ ଆଇପିଏସ୍ ଅଫିସର ହେବା ପୂର୍ବ ରୁ ସେ ଅଟୋ ଡ୍ରାଇଭର ଥିଲେ ଓ ସେ ଦ୍ଵାଦଶ ମଧ୍ୟ ଫେଲ ହୋଇ ଥିଲେ । ତେବେ ସମୟ ଏମିତି ଆସିଲା ଯେ ସେ ନିଜ ପ୍ରେମିକା କୁ ଚ୍ୟାଲେଞ୍ଜ କରି ଆଇପିଏସ୍ ଅଫିସର ହୋଇ ଯାଇଛନ୍ତି ।


ତେବେ ବନ୍ଧୁଗଣ ମନୋଜ ହେଉଛନ୍ତି ଜଣେ ମଧ୍ୟବିତ୍ତ ପରିବାରର ପିଲା ,ତେବେ ସେ ଛୋଟ ବେଳୁ UPSC ରେ ଇଚ୍ଛା ଥିଲା କିନ୍ତୁ ପରିସ୍ଥିତି ଇମିତି ଥିଲା ଯାହାକୁ ପୁରଣ କରିବା ଅସମ୍ଭବ ହୋଇ ଯାଇଥିଲା । ତେବେ ସେ ଦ୍ଵାଦଶ ଫେଲ୍ ହୋଇ ଅଟୋ ଚଳାଇବା ପରେ ସେ ଜଣେ ଝିଅ କୁ ପ୍ରେମ କରୁଥିଲେ ।


ତେବେ ସେ ଯୁବତୀ ପାଇଁ ସେ upsc ଉତ୍ତୀର୍ଣ୍ଣ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ପରେ ସେ ସଂଘର୍ଷ କରି କଠିନ ପରିଶ୍ରମ କରି ୨୦୦୫ ମସିହା ରେ upsc ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ମନୋବଳ ରଖନ୍ତୁ ଓ ନିଜ ଉପରେ ଆତ୍ମବିଶ୍ବାସ ରଖନ୍ତୁ ସବୁ କିଛି ସମ୍ଭବ ହୋଇବ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.