ହିରୋଇନ ଝିଲ୍ଲିକ (Jhilik) ଙ୍କ ଆଖିରେ ଲୁହ, ଭୋ ଭୋ ହୋଇ କାନ୍ଦିଲେ ଝିଲ୍ଲିକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ପ୍ରାୟ ଅଧିକ ଚର୍ଚ୍ଚା ରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ବା ଶୁଟିଙ୍ଗ ସେଟ ର ଭିଡିଓ କୁ ନେଇ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ସୋସିସଲା ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ସୋସିଆଲ ମିଡିଆ ରେ ଏକ ଭିଡିଓ ବେସ ଚର୍ଚ୍ଚା ରେ ଅଛି ଓ ଏହି ଭିଡିଓ ଝିଲ୍ଲିକ କାନ୍ଦୁ ଥିବା ର ଦେଖିବାକୁ ମିଳିଛି । ତେବେ ଆଜି ଆମେ ଜାଣିବା ଯେ ଝିଲ୍ଲିକ କଣ ପାଇଁ କା-ନ୍ଦୁ ଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଝିଲ୍ଲିକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଝିଲ୍ଲିକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲିକ ଙ୍କ ପ୍ରକୃତ ଘର ହେଉଛି କୋଲକାତା ଓ ସେ ଓଡିଆ ଇଣ୍ଡଷ୍ଟ୍ରି ଆସିଥିଲେ ଅବିନୟ କରିବା ପାଇଁ । ତେବେ ଆଜି ଏହି ଅଭିନୟ ତାଙ୍କୁ ଓଡିଶା ର ଘରେ ଘରେ ପରିଚିତ । ତେବେ ସେ ବର୍ତ୍ତମାନ ସମୟ ରେ ଓଡିଆ ବୋହୁ , ତେବେ ସେ ଗତ କିଛି ବର୍ଷ ତଳେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଝିଲ୍ଲିକ ବେସ ଖୁସି ରେ ଅଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଝିଲ୍ଲିକ କାନ୍ଦୁ ଥିବାର , ତେବେ ଝିଲ୍ଲିକ ଏଠି ପାଇଁ କାନ୍ଦୁ ଥିଲେ ଯେ ସେ ନାକ ଫୋଡାଇ ବାକୁ ଯାଇ ଥିଲେ ଓ ସେଠାରେ ନାକ ନ ଫୋଡେଇବା ପୂର୍ବ ରୁ ଝିଲ୍ଲିକ କାନ୍ଦିଥିଲେ ଓ ଅଚେତ ହୋଇ ଯାଇଥିବାର ଦେଖିବାକୁ ମିଳିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.