ଚର୍ଚ୍ଚିତ ଓଡିଆ ଗାୟିକା ସୋନାଲି ନନ୍ଦ (Sonali Nanda) Bollywood ରେ ଗୀତ ଗାଇବେ! – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳ ର ଘଟିଥିବା ଯାଇଥିବା ଅଘଟଣ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଥିଲା । ତେବେ ବନ୍ଧୁଗଣ ସୌମ୍ୟ ରଞ୍ଜନ ଆ-ତ୍ମ-ହ-ତ୍ୟା କରିବା ର ଦୁଇ ମାସ ହୋଇ ବିତି ଯାଇଛି କିନ୍ତୁ ସୌମ୍ୟ କୁ ନ୍ୟାୟ ମିଳି ପାରିଲା ନାହିଁ ଓ ଦୋଷୀ କୁ ଦଣ୍ଡ ମଧ୍ୟ ମିଳିଲା ନାହିଁ ।ତେବେ ଏହି ଘଟଣା ର କୁହାଯାଉଥିବା ଦୋଷୀ ସୌମ୍ୟ ଙ୍କ ପ୍ରେମିକା ସୋନାଲି ନନ୍ଦ ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣେ ଲୋକ ପ୍ରିୟ ଗାୟିକା ।


ମୃତ ସୌମ୍ୟ ରଞ୍ଜନ ସୁ-ଇ ସା-ଇ-ଟ୍ କରିବା ପୂର୍ବ ରୁ ଏକ ଶୁଇ ସାଇଟ୍ ନୋଟ ଲେଖି ଯାଇଥିଲେ ଓ ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ପ୍ରେମିକା ସୋନାଲି ନନ୍ଦ ଙ୍କ ଛଳନା ର କାହାଣୀ ଉପରେ । ତେବେ ବନ୍ଧୁଗଣ ଏହା ପୋଲିସ ଜାଣିଥିଲେ ମଧ୍ୟ ତାଙ୍କ ପାଖ ରେ ପ୍ରମାଣ ଥିଲେ ମଧ୍ୟ ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।


ତେବେ ଘଟଣା ଟି ଯେବେ ଠାରୁ ସାମ୍ନା କୁ ଆସିଛି ସେବେ ଠାରୁ ସୋନାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଲୋକ ମାନଙ୍କ ସମାଲୋଚନା ରେ ସୋନାଲି କୁ ଆଉ ଅଲିଉଡ ରେ ଗୀତ ଗାଇବାକୁ ସୁଯୋଗ ମିଳୁ ନାହିଁ ।

ତେବେ ଘଟଣା ଘଟିବା ପରେ ସୋନାଲି ଗୋଟିଏ ବି ଗୀତ ଗାଈ ନାହାଁନ୍ତି । କୌଣସି ସ୍ଥାନ କୁ ମଧ୍ୟ ଆସି ନାହାଁନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡିଆରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବାରେ ଲାଗିଛି ଯେ ସୋନାଲି ବର୍ତ୍ତମାନ୍ ବଲିଉଡ୍ ରେ ଗୀତ ଗାଇବାକୁ ଯାଇଛନ୍ତି ବୋଲି ।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଗୀତ ଗାଇବାକୁ ସୁଯୋଗ ନ ମିଳିବା ରୁ ସେ ବଲିଉଡ୍ ରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ହଁ ବନ୍ଧୁ ଗୀତ ଗାଇବାର ସୁଯୋଗ ଦେବା ପାଇଁ କିଛି ସଙ୍ଗୀତ ନିର୍ଦ୍ଦେଶକ ପ୍ରତିଶୃତି ଦେଇ ସାରିଛନ୍ତି ବୋଲି ସୁଚନା ମିଳିଛି । ତେବେ ସେ ଓଡ଼ିଶା ଛାଡ଼ି ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ମୁମ୍ବାଇ ଚାଲି ଯିବେ ବୋଲି ସୂଚନା ମିଳିଛି । ସେଥିପାଇଁ ପ୍ରସ୍ତୁତି ମଧ୍ୟ ସରିଛି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.