ଓଡିଆ ଅଭିନେତା ବବି ମିଶ୍ର (Bobby Mishra) ଦ୍ଵିତୀୟ ବିବାହ କରିବା ପାଇଁ ଯାଉଛନ୍ତି, ସରିଲା ତାଙ୍କର ହଳଦୀ ରେଶମ! – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ବେଳେ ନିଜ ବ୍ୟକ୍ତିଗତ ଜୀବନ ଦୃଶ୍ୟ କୁ ନେଇ ହେଉ ବା ଶୁଟିଙ୍ଗ ସେଟ ର ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବବି ମିଶ୍ର ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ବବି ମିଶ୍ର ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ଏକ ଦୃଶ୍ୟ କୁ ନେଇ , ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବବି ମିଶ୍ର ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ଅଭିନେତା । ତେବେ ଆପଣ ମାନେ ବବି ମିଶ୍ର ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ଆଜି ବବି ମିଶ୍ର ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିବା ସହ ଓଡିଶା ର ଘର ଘରେ ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ଅନେକ ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତେବେ ସେ ପ୍ରାୟତ ଅଧିକ ନେଗେଟିଭ ଚରିତ୍ର ରେ ନଜର ଆସନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତା ବବି ମିଶ୍ର କେବଳ ଚଳଚିତ୍ର ନୁହେଁ ବରଂ ସେ ବହୁ ସାରା ଆଲବମ ମଧ୍ୟ କରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ବବି ମିଶ୍ର ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ବବି ମିଶ୍ର ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ କିଛି ବ୍ୟକ୍ତି ବବି ମିଶ୍ର ଙ୍କୁ ହଳଦୀ ଲଗାଉ ଥିବାର ଦେଖିବାକୁ ମିଳିଛି ଓ ଏହାକୁ ସମସ୍ତେ ଦେଖିବା ପରେ ଭାବୁଛନ୍ତି ଯେ ବବି ମିଶ୍ର ଦ୍ଵିତୀୟ ବିବାହ କରିବାକାଉ ଯାଉଛନ୍ତି ।

ବର୍ତ୍ତମାନ ସମୟ ରେ ତାଙ୍କର ହଳଦୀ ରେଶମ ହେଉଛି । ତେବେ ବନ୍ଧୁଗଣ ପ୍ରକୃତ କଥା ହେଲା ଯେ ବବି ମିଶ୍ର ଏକ ମନ୍ଦିର ଯାଇଛନ୍ତି ଓ କଳା ବସ୍ତ୍ର ମଧ୍ୟ ପରିଧାନ୍ କରିଛନ୍ତି , ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କୁ ହଳଦୀ ଲାଗାଇ ଦେଉ ଥିବାର ଦେଖିବାକୁ ମିଳିଛି ॥ ଏଥିରୁ ଜଣା ପଡୁଛି ବବି ଠାକୁରଙ୍କ ପାଖରେ କିଛି ପୂଜା ଅର୍ଚ୍ଚନା କରୁଛନ୍ତି ।

Leave a Reply

Your email address will not be published.