ଦର୍ଶକ ବନ୍ଧୁ ଆପଣ ମାନେ ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ବିବାଦ ଟି ଅନେକ ଚର୍ଚ୍ଚା ରେ ରହିବା ପରେ ବର୍ତ୍ତମାନ୍ ପରେ ଏହି ମାମଲା ଶେଷ ରେ ହାଇକୋର୍ଟ ରେ ପହଞ୍ଚିଛି ,ତେବେ ହାଇକୋର୍ଟ ଙ୍କ ମଧ୍ୟସ୍ଥତା ରେ ଉଭୟ ଖୁବ ଶୀଘ୍ର ଏକାଠି ହେବା କୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ମାନ୍ୟବର ହାଇକୋର୍ଟ ଗତକାଲି ସୁମିତ ଓ ତପସ୍ଵିନୀ ଙ୍କୁ କାଉନସିଲିଂ ଡକାଇ ଥିଲେ , ତେବେ ସେଥିପାଇଁ ଉଭୟ କୋର୍ଟ ର ନିର୍ଦ୍ଦେଶ କୁ ପାଳନ କରି ଉଭୟ ନିଜ କୋର୍ଟ ସହ କୋର୍ଟ ପହଞ୍ଚି ଥିଲେ।ତେବେ ବନ୍ଧୁଗଣ ଦୁଇ ଘଣ୍ଟା ଧରି ବୁଝା ସୁଝା କରିଥଲେ ଓ ଯାହାକି ସଫଳ ହୋଇଥିଲା ।
ତେବେ ମାନ୍ୟବର ହାଇକୋର୍ଟ ଉଭୟ ଙ୍କ କାଉନସିଲିଂ ପାଇଁ ପୁଣି ଏକ ପୁନଃ ଡାକିଛନ୍ତି । ତେବେ ଉଭୟ ପୁଣି ଏକାଠି ହୋଇ ପୁନର୍ବାର ରହିବା ର ସମ୍ଭାବନା ରହିଛି। ତେବେ ପୂର୍ବ ରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ ସୁମିତ ଆସ୍କା ଠାରେ ତପସ୍ଵିନୀ ଙ୍କୁ ନେଇ ରହିବେ ଏକ ଘରେ ରହିବେ କିନ୍ତୁ ଘର ଟି କିଭଳି ରହିଛି ତାହା ଦେଖିବାକୁ କୋର୍ଟ ଚାହୁଁ ଥିଲେ ଓ ସେଥିପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ସେହି ଘର ର ଫଟୋ ସୁଟ କରି ଛାଡିବା ପାଇଁ ।
ତେବେ ଆଗାମୀ ୧୧ ତାରିଖ ଦିନ ଦୁହିଁ ଙ୍କର କାଉନସିଲିଂ ରେ ପୁନଃ ମିଳନ ହେବାକୁ ଯାଉଛି , ତେବେ ସେଠାରେ ଯାହା ବି କିଛି ନିଷ୍ପତ୍ତି ତାକୁ ଉଭୟ ଯଦି ମାନିବେ ତାହେଲେ ଉଭୟ ଙ୍କ ଖୁସି ର ସଂସାର ଗଢି ଉଠିବ। ତେବେ ସୁମିତ ମଧ୍ୟ କହିଛନ୍ତି ଯେ ତପସ୍ଵିନୀ ହେଉଛନ୍ତି ପରିବାର ଜଣେ ସଦସ୍ୟ ।
ତେବେ ଏହି କଥା ରୁ ସ୍ପଷ୍ଟ ଭାବେ ଜଣା ପଡ଼ୁଛି ଯେ ସୁମିତ ମଧ୍ୟ ତପସ୍ଵିନୀ ଙ୍କୁ ଗ୍ରହଣ କରିବେ । ତେବେ ଉଭୟ ଖୁବ୍ ଶୀଘ୍ର ଏକାଠି ହେବା କୁ ଯାଉଛନ୍ତି । ଅନେକ ଦିନ ର ବିବାଦ ର ସମାଧାନ ଖୁବ୍ ଶୀଘ୍ର ହେବା କୁ ଯାଉଛି । ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେଉଛି ।।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।