ଓଡିଆ ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଭାରତର ନାଁ ରଖିଲେ, କରିଲେ ଏମିତି କାମ ସାରା ବିଶ୍ଵ କରୁଛି ପ୍ରଶଂସା

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ କିଛି ନା କିଛି କାରଣ ରୁ ବେସ୍ ଚର୍ଚ୍ଚା ରେ ଥାଆନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।


ପୂର୍ବ ରୁ ଏହି ସାଂସଦ ବା ଅଭିନେତା ଜଣକ ପାରିବାରିକ ବିବାଦ କୁ ନେଇ ବେଶ୍ ଚର୍ଚ୍ଚା ରେ ରହୁଥିଲେ କିନ୍ତୁ ବର୍ତ୍ତମାନ୍ ସମୟ ରେ ଚର୍ଚ୍ଚା ରେ ରହିବା କାରଣ ହେଲା ଯେ ଲୋକ ସଭା ର ନିଜ ମନ୍ତବ୍ୟ କୁଣେଇ । ତେବେ ଏଥର ବିବାଦୀୟ ମନ୍ତବ୍ୟ କୁ ନେଇ ନୁହେଁ ବରଂ ଏକ ନୂତନ ପ୍ରୟାସ ବିଷୟ ରେ କହି ,

ତେବେ ନିଜ ନୂଆ ଘୋଷଣା ପାଇଁ ଅନୁଭବ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ତେବେ ନିଜ ଦେଶ ଓ ବିଦେଶ ମିଡ଼ିଆ ରେ ମଧ୍ୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି। ତେବେ ଆଗାମୀ ଦିନ ମାନ ଙ୍କ ରେ ଅନୁଭବ ଏମିତି କିଛି କାର୍ଯ୍ୟ କରିବାକୁ ଯାଉଛନ୍ତି ଯାହା କି ଭାରତ ର ନାମ କୁ ବହୁତ୍ ଆଗ କୁ ନେବ ।

ଖୁବ୍ ଶୀଘ୍ର କେନ୍ଦ୍ରାପଡା ହେବ ସାମରିକ କଳା ର କେନ୍ଦ୍ର । Self ଡିଫେନ୍ସ ଟ୍ରେନିଂ ନେବେ ୧୧ ଲକ୍ଷ ଯୁବତୀ । ତେବେ ସାମରିକ କାଳ ରେ ଓଡ଼ିଶା ତଥା ଦେଶ ର ନାମ କୁ ଉଜ୍ଜ୍ବଳ କରିବା ଲକ୍ଷ ରେ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ଅନୁଭବ ମହାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଶା ରେ କ୍ରୀଡା କୁ ଅନେକ ବର୍ଷ ହେବ ପ୍ରୋତ୍ସାହନ ଯୋଗାଇ ଦିଆ ଯାଉଛି । ତେବେ ଓଡ଼ିଶା କୁ ବହୁତ୍ ଆଗ କୁ ନେବା ପାଇଁ ବିରାଟ ଯୋଜନା କରୁଛନ୍ତି ସାଂସଦ ଅନୁଭବ ମହାନ୍ତି । ତେବେ ସଂସଦ ଅଧି ବେଶନ ରେ କ୍ରୀଡା ଓ ଯୁବ ବ୍ୟାପାର ପ୍ରସଙ୍ଗ ୧୯୩ ଉପରେ ଚାଲିଥିବା ଆଲୋଚନା ବେଳେ ନିଜ ଅଭି ଭାଷଣ ଅଭିବ୍ୟକ୍ତି ବଖାଣି ଥିଲେ ସାଂସଦ ଅନୁଭବ ମହାନ୍ତି ।


ତେବେ ଅନୁଭବ ମହାନ୍ତି କହିଛନ୍ତି ଯେ ୫ ଟି ଫେଜ ରେ ୧୧ ଲକ୍ଷ ଯୁବତୀ ଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯିବ । ତେବେ ଏହା ଯଦି ସତ୍ ରେ ହୁଏ ଅଧିକ ମାର୍ଶାଲ ଟ୍ରେନିଂ ଦେଉଥିବା ଚାଇନା କୁ କାଟିବ କେନ୍ଦ୍ରାପଡ଼ା ବୋଲି ଅନୁଭବ ମହାନ୍ତି କହିଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.