Ollywood ହିରୋଇନ ରିୟା ଦେ (Riya De) ଙ୍କୁ ନେଇ ଆସିଲା ବଡ ଦୁଃ-ଖ ଖବର, ସିନେମାର ଶୁଟିଙ୍ଗ ସମୟରେ ରିୟାଙ୍କର ହେଲା ଦୁ-ର୍ଘ-ଟ-ଣା ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ବେସ ଚର୍ଚ୍ଚା ରେ ରୁହନ୍ତି ।


ତାହେଲେ ବନ୍ଧୁଗଣ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ର ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଶୁଟିଙ୍ଗ ସେଟ ରେ ଏକ ଦୁର୍ଘଟଣା ର ଶିକାର ହୋଇ ଅଭିନେତ୍ରୀ ଜଣକ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସବୁ କିଛି ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରିୟା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେସ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରିୟା ଙ୍କ ଜବରଦସ୍ତ ଅଭିନୟ ବେସ ଭଲ ଭାବ ରେ ଦେଖିଥିବେ , ତେବେ ରିୟା ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ବେସ ଲୋକ ପ୍ରିୟ ହେବା ସହ ଓଡିଶା ର ଘରେ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ରିୟା ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଅନେକ ଅଭିନେତା ଙ୍କ ଅଭିନୟ କରିସାରିଛନ୍ତି ଓ ଯାହାକି ଆପଣ ମାନେ ବେସ ଭଲ ଭାବ ରେ ଦେଖିଥିବେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ରିୟା ଙ୍କୁ ନେଇ ଏକ ବଡ ଦୁଃଖ ର ଖବର ଆସିଛି , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ରିୟା ମେଡିକାଲ ରେ ।

ତେବେ ବନ୍ଧୁଗଣ ସୂଚନା ଅନୁସାରେ ରିୟା ତାଙ୍କ ଆଗାମୀ ଚଳଚିତ୍ର ର ଏକ ଗୀତ ଶୁଟିଙ୍ଗ ପାଇଁ ଶିମିଳିପାଳ ଯାଇଥିଲେ । ତେବେ ଶିମିଳିପାଳ ଲୁଲୁଙ୍ଗ ଠାରେ ଗୀତ ଶୁଟିଙ୍ଗ ଚାଲୁଥିବା ସମୟ ରେ ଏକ ପଥର ରୁ ଗୋଡ ଖସି ଯାଇଥିଲେ ଓ ତାଙ୍କ ଗୋଡ ରେ ଆହତ ହୋଇଛି , ତେବେ ରିୟା ଙ୍କୁ ସନହେ ବାରିପଦା ମେଡିକାଲ ରେ ଭର୍ତ୍ତି କରା ଯାଇଛି ଚିକିତ୍ସା ପାଇଁ , ତେବେ ଆହତ ହୋଇଥିବା ର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.