Viral ଭିଡିଓ ଦେଖନ୍ତୁ – IPL ମ୍ୟାଚ ଅଧାରୁ ବ୍ୟାଟିଂ ଛାଡି ଟୟଲେଟ ଧାଇଁଲେ…

ଖେଳ

ଦର୍ଶକ ବନ୍ଧୁ ଗୁଜୁରାଟ ଦଳ ର ଯୁବ ବ୍ୟାଟସ ମ୍ୟାନ ସାଇ ସୁଦର୍ଶନ ଙ୍କୁ ପଞ୍ଜାବ ବୋପାକ୍ଷ ରେ ଆଇପିଏଲ 2022 ଡେବ୍ୟୁ କରିବାର ସୁଯୋଗ ମିଳିଛି ଓ ଏହି ସୁଯୋଗ ରେ ସେ ସଫଳ ମଧ୍ୟ ହୋଇଛନ୍ତି । ତେବେ ତାଙ୍କ ଇନିଙ୍ଗ୍ସ ବହୁତ ବଡ ନ ଥିଲା କିନ୍ତୁ ଶୁଭାମାନ ଗିଲ ଙ୍କ ସହ ସେ ପରସ୍ଥିତି କୁ କିପରି ପରିଚାଳନା କରିଥିଲେ ଏବଂ ଏହାକୁ ସମର୍ଥନ କରିଥିଲେ ଯାହାକି ବେସ ପ୍ରଶଂସୀୟ ଅଟେ ।


ତେବେ ବନ୍ଧୁଗଣ ଏହି 20 ବର୍ଷ ଯୁବ ଖେଲାରି ଙ୍କୁ ବିଜୟ ଶଙ୍କର ଙ୍କ ସ୍ଥାନ ରେ ହାର୍ଦ୍ଦିକ ପାଣ୍ଡ୍ୟା ସୁଯୋଗ ଦେଇଥିଲେ ଓ ଏହି ପ୍ରଥମ ମ୍ଯାଚ ରେ ସାଇ ସୁଦର୍ଶନ ଭଲ ପ୍ରଦର୍ଶନ ଦେଖାଇ ଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଯେଉଁଠି ସେ ଶୌଚଳୟ ଯିବା ପାଇଁ ବିରତ୍ତି ନିଆଗଲା ।


ପ୍ରଥମ ମ୍ଯାଚ ରେ ବ୍ୟାଟିଂ କରୁଥିବା ସମୟ ମଧ୍ୟ ରେ ତାଙ୍କ ସହ ଏକ ଅଜବ ଘଟଣା ଘଟି ଥିଲା ଓ ଏହି ସମୟ ରେ ତାଙ୍କୁ କିଛି ସମୟ ବିରତି ନେବା କୁ ପଡିଲା । ତେବେ ଶୁଭମନ ଗିଲ ମଧ୍ୟ କ୍ରିଜ ରେ ତାଙ୍କ ପାଇଁ ଅନେକ ସମୟ ଠିଆ ହୋଇଥିଲେ । ତେବେ ଅଷ୍ଟମ ଓଭର ସେସ ହେବା ପରେ ଏହି ଯୁବ ଖେଳାଳି ପଡିଆ ଛାଡି ସୌଚାଲୟ ପାଇଁ ଦୌଡୁ ଥିବାର ଦେଖିବାକୁ ମିଳିଛି ।


ତେବେ ତାଙ୍କ ବିପକ୍ଷ ଦଳ ମଧ୍ୟ ସାଇ ସୁଦର୍ଶନ ଙ୍କ ପାଇଁ ଅପେକ୍ଷା କରିଥିଲେ , ତେବେ କିଛି ସମୟ ରେ ପରେ ସାଇ ସୌଚାଲୟ ପରେ ଦଉଡି ଦଉଡି ଆସନ୍ତି ଓ କ୍ରିଜ ତାଙ୍କ ସାଥି ଶୁଭମନ ଗିଲ ଙ୍କୁ ସହଯୋଗ କରନ୍ତି । ତେବେ ସେ ସୌଚାଲୟ ରୁ ଯିବା ପରେ 14 ଟି ବଳ ରେ 21 ରଣ କରିଥିଲେ । ତେବେ ପରେ 30 ଟି ବଳ ରେ 35 ରନ କରିଥିଲେ । ତେବେ ଗୁଜୁରାଟ ପଞ୍ଜାବ ଠାରୁ ବିଜଯ କରିଥିଲା ଓ ପଏଣ୍ଟ ର ଦ୍ଵିତୀୟ ସ୍ଥାନ ରେ ରେ ରହିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.