ନିରଞ୍ଜନ ବାବୁ କହିଲେ ନିଜ ମନର ଦୁଃଖ, ତୋ ବହୁତ ମିସ କରୁଛି ଲୋ ଶର୍ମିଷ୍ଠା, ତୋ ଗୋଲାପ ଜଳ ଗାଧୁଆ କଥା ବହୁତ ମନେ ପଡୁଛି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ କ୍ୟାମେରା ମ୍ୟାନ ମାନସ ଙ୍କ ହତ୍ୟା ମାମଲା ବେସ ଚର୍ଚ୍ଚା ରେ ଅଛି । ତେବେ ଏହି ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି , ତେବେ ବନ୍ଧୁଗଣ ଏହି ଖବର ଟି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଥିବା ସମୟ ରେ ଆଉ ନୂଆ ଖବର ଶୁଣିବାକୁ ମିଳିଛି ।


ହଁ ବନ୍ଧୁ ଏହି ଖବର ଟି ନିରଞ୍ଜନ ଙ୍କୁ ନେଇ ଆସିଛି , ତେବେ ଯାହା ଶୁଣିବାକୁ ମିଳିଛି ଯେ ନିରଞ୍ଜନ କହୁଛନ୍ତି ଯେ ଶର୍ମୀଷ୍ଠା ଲୋ ସରିଗଲା ଆମ ପ୍ରେମକାହାଣୀ , କାହାର କେଜାଣି କଳା ନଜର ପଡିଗଲା ଆମ ଉପରେ । ନୂଆ ସଂସାର ଗଢିବା ପାଇଁ ଆମେ ଭାବିଥିଲୁ କିନ୍ତୁ ପରିଶେଷ ରେ ସବୁ କିଛି ଓଲଟା ହୋଇଗଲା , ସବୁ କିଛି ନଷ୍ଟ ହୋଇଗଲା , ତେବେ ଶର୍ମୀଷ୍ଠା ଲୋ ମୁଁ ତୋତେ ବହୁତ ମିସ କରୁଛି ।

ଆମେ ଆଉ କଣ ମିଶି ପାରିବାଣୀ , କଣ ମୋ କଥା ତୋର ମନେ ପଡୁନି , ଆମ ପ୍ରେମ କାହାଣୀ ରେ ଆମେ କେତେ ଖୁସି ଥିଲେ , କେତେ କୁଆଡେ ବୁଲିଛେ ଓ ତୁ ଯାହା କହୁଥିଲୁ ମୁଁ ସବୁ କିଛି କରୁଥିଲି , ତେବେ ତୋତେ ନେଇ ମୁଁ କେତେ ସ୍ଵପ୍ନ ଦେଖିଥିଲି ସଂସାର କରିବି ବୋଲି । ତେବେ ବହୁତ ଖୁସି ରେ ଆମେ ଥିଲେ , ମୋ ବାଟ ଓ ତୋ ବାଟ ଠିକ ଥିଲା ।

ମୁଁ ବର୍ତ୍ତମାନ ସମୟ ରେ ଅଲଗା ହୋଇଗଳି ଏକଲା ହୋଇଗଳି ତୋ ବିନା ବଞ୍ଚି ପାରିବି ନହିଁ , ଏବେ ମୁଁ ଜେଲ ର ଚାରି କାନ୍ଥ ରେ ଛଟପତ ହେଉଛି । କ୍ରାଇମବ୍ରାଞ୍ଚ ଯଦି ରିମାଣ୍ଡ ରେ ନିଏ ତାହେଲେ ତୋତେ ମୁଁ ଟିକେ ପାରନ୍ତି । ଶର୍ମୀଷ୍ଠା ଠାରୁ ମୋତେ ଦୁରାଅନି ନ ହେଲେ ମୁଁ ମରିଯିବି , ତେବେ ମନ ଅଛି ମୋର ତୁ ମୋତେ ଗୋଲାପ ଜଳ ରେ ଗାଧେଇ ଦେଉଥିଲୁ ତୁ ମୋତେ ନ ଖୁଆ ଥିଲେ ମୋ ପେଟ ପୁରେ ନହିଁ , ତେବେ ଏହି ଭଗଲି ଅନେକ କଥା କହିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.