Viral ଭିଡିଓ ଦେଖନ୍ତୁ – Bollywood ର ଫେମସ ସିଙ୍ଗର ଉଦିତ ନାରାୟଣ (Udit Narayan) ଓଡିଶା ଆସି ନବୀନଙ୍କ ପାଇଁ ଗଲେ ଜବରଦସ୍ତ ଗୀତ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇବା ପାଇଁ କଳାକାର ମାନେ ଅଭିନୟ କରିଥାନ୍ତି , ତେବେ ବନ୍ଧୁଗଣ ଏହି ଦର୍ଶକ ମାନ ଙ୍କ ହୃଦୟ କୁ ଛୁଇଂଲା ଭଳି ଜିନିଷ ହେଉଛି ସଙ୍ଗୀତ ଯାହାକି ସମସ୍ତ ଙ୍କ ପ୍ରିୟ । ତେବେ ଗୀତ ଶୁଣିଲେ ମନ ପରିବର୍ତ୍ତନ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସମସ୍ତ ଲୋକ ପ୍ରିୟ ଇଣ୍ଡଷ୍ଟ୍ରି ରେ ଅନେକ ଗାୟିକା ଓ ଗାୟକ ଅଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ବଲିଉଡ ର ଜଣେ ଲୋକ ପ୍ରିୟ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ଆମ ମାନ ଙ୍କ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଗୀତ ଗାଇଛନ୍ତି । ତେବେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ର ଏହି ଗାୟକ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟକ ଉଦିତ ନାରାୟଣ , ଯିଏ ବଲିଉଡ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟକ ।


ତେବେ ବନ୍ଧୁଗଣ ଏହି ଗାୟିକ ଜଣକ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗୀତ ଗାଇଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ଗୀତ ଗାଇଛନ୍ତି । ତେବେ ଉଦିତ ନାରାୟଣ ଆଜି ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପରିଚିତ , ତେବେ ତାଙ୍କ ସମସ୍ତ ଗୀତ ବେସ ହୃଦୟସ୍ପର୍ଶୀ । ତେବେ ଦର୍ଶକ ମାନେ ଏହି ଗାୟକ ଙ୍କ ଗୀତ ଶୁଣିବାକୁ ବେସ ଆଗ୍ରହୀ ହୋଇ ଥାନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଦିତ ନାରାୟଣ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ସେ ବର୍ତ୍ତମାନ ଏକ ନୂଆ ଗୀତ ଗାଇଛନ୍ତି ଓ ଏହି ଗୀତ ଟି ହେଉଛି ଏକ ଓଡିଆ ଗୀତ ଯାହାକି ନବୀନ ପଟ୍ଟନାୟକ ଗୀତ ଓ ଏହା କୁ ଉଦିତ ନାରାୟଣ ଗାଇଛନ୍ତି । ଏହି ଗୀତ ର ନିର୍ଦ୍ଦେଶକ ଜାପାନୀ ଭାଇ ଓ ଏହି ଗୀତ ଟି ଲେଖିଛନ୍ତି ତପୁ ନାୟକ । ତେବେ ଏହି ଗୀତ କୁ ସମସ୍ତ ଙ୍କୁ ବେସ ପସନ୍ଦ ଆସିବ ବୋଲି ଅନୁମାନ କରା ଯାଉଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.