ହଠାତ ପିଣ୍ଟୁ (Pintu) ସ୍ତ୍ରୀ ରୂପା (Rupa) ଙ୍କ ଉପରେ ରା-ଗି ଗଲେ, ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ମଧ୍ୟ ନ ଦେଇ ଲୋକ ମାନେ ବେସ ଲୋକ ପରିଚିତ ହୋଇଥାନ୍ତି ।

ବହୁ ବ୍ୟକ୍ତି ସୋସିଆଲ ମିଡିଆ ରେ ନିଜ ଜବରଦସ୍ତ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସମସ୍ତ ଙ୍କ ପାଇଁ ବେସ ଗୁରୁତର । ତେବେ ଏହି ସୋସିଆଲ ମିଡିଆ ରେ ଅନେକ ବ୍ୟକ୍ତି ସର୍ଟ ରିଲ୍ସ ଭିଡିଓ କରି ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ କହିବାକୁ ଗଳେ ଅନେକ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଭିଡିଓ କରି ସୋସିଆଲ ମିଡିଆ ରେ ଅପଲୋଡ କରି ବେସ ଲୋକ ପରିଚିତ ହେବା ସହ ଭଲ ରୋଜଗାର କରନ୍ତି ଓ ସେହି ଭଳି ଏକ ଯୋଡି ହେଉଛନ୍ତି ରୂପା ଓ ପିଣ୍ଟୁ । ତାହେଲେ ବନ୍ଧୁଗଣ ଆପଣ ମାନେ ରୂପା ଓ ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଉଭୟ ଆମ ଓଡିଶା ର ନମ୍ବର ୱାନ ବ୍ଲଗର ଭାବେ ପରିଚିତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ସାରା ଓଡିଶା ର ଘର ଘରେ ପରିଚିତ । ତେବେ ଏହି ଯୋଡି ପ୍ରଥମେ ସର୍ଟ ରିଲ୍ସ ଭିଡିଓ କରି ବେସ ଲୋକ ପରିଚିତ ହୋଇ ପାରିଥିଲେ ଓ ପରବର୍ତ୍ତୀ ସମୟ ରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମକ ଏକ ଚ୍ୟାନେଲ ଖୋଲି ପ୍ରତ୍ୟେକ ଦିନ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଭିଡିଓ କଋ ଏହି ଚ୍ୟାନେଲ ରେ ପୋଷ୍ଟ କରି ଥାନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଯୋଡି ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଉଭୟ ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରୂପା ଓ ପିଣ୍ଟୁ ବହୁତ ସାରା ମଜା ମସ୍ତି କରୁଛନ୍ତି ନିଜ ସାଙ୍ଗ ମାନ ଙ୍କ ସହିତ , ତେବେ ପରବର୍ତ୍ତୀ ସମୟ ରେ ରୂପା ଓ ପିଣ୍ଟୁ ରାଗି ଯାଇ ଥିବାର ଦେଖିବାକୁ ମିଳିଛି ॥ 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.