ତିନି ଯୁ-ବ-ତୀ ଜଙ୍ଗଲ ଭିତରକୁ ଯାଉଥିଲେ, ତା ପରେ ଯାହା ଘଟିଲା ସମସ୍ତେ ପୁରା ଚକିତ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମେ ସୋସିଆଲ ମିଡିଆ ରେ ଅନେକ ଖବର ପାଉଛେ , ତେବେ ବନ୍ଧୁଗଣ ଏହି ଖବର ମଧ୍ୟ ରେ ବହୁ ଖବର ରହିଛି ଆଶ୍ଚର୍ଯ୍ୟ ଜଣକ ଖବର ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଚକିତ ବି ମଧ୍ୟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସେହିଭଳି ଏକ ଦୃଶ୍ୟ ବା ବଡ ଖବର ବେସ ଚର୍ଚ୍ଚା ରେ ଅଛି ଓ ଆଜି ଏହି ଖବର ଟି ଆମେ ଆମର ଏହି ପେଜ ରେ ଜାଣିବା ।

ତାହେଲେ ବନ୍ଧୁଗଣ ନବରଙ୍ଗପୁର ବେସ ଚର୍ଚ୍ଚା ରେ ଅଛି , ହଁ ବନ୍ଧୁ ନବରଂଗ ପୁର ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ,ତେବେ ଏକ ଗଛ ରେ ଜଣେ ନୁହଁନ୍ତି ଦୁଇ ଜଣକ ନୁହଁନ୍ତି 3 ଜଣ ଯୁବତୀ ଙ୍କ ମୃ-ତ ଦେହ । ତେବେ ବନ୍ଧୁଗଣ ଏହା ହ-ତ୍ୟା କି ଆ-ତ୍ମ-ହ-ତ୍ୟା ତାହା ନେଇ ନେଇ ବର୍ତ୍ତମାନ ଦ୍ଵନ୍ଦ ରେ ଥିବା ସମୟ ରେ ସ୍ଥାନୀୟ ଲୋକ ବହୁତ ଭୟବିତ ହୋଇ ଯାଇଛନ୍ତି ।

ତେବେ ବନ୍ଧୁଗଣ ଘର 3 ବଢିଲା ଝିଅ ଗଛ ରେ ଆ-ତ୍ମ-ହ-ତ୍ୟା କରିଛନ୍ତି ନା ତାଙ୍କୁ ହ-ତ୍ୟା କରା ଯାଇଛି ତେବେ ଏ ନେଇ ବର୍ତ୍ତମାନ ସମୟ ରେ ପୋଲିସ ତାର ତଦଣ୍ଡ ଆରମ୍ଭ କରିଛି । ତେବେ କିଛି ଲୋକ କହିଛନ୍ତି ସେମାନେ ଜଙ୍ଗଲ କୁ ଯାଉଥିଲେ ଓ ତା ପରେ କଣ ହେଲା ସେ ଜାଣି ନାହାଁନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ଗ୍ରାମ ରେ ।

ହେମାଲ ଗଉଡ , କୌଶଲ୍ୟା ମାଝୀ ଏବଂ ପୋଲାମତି ମାଝୀ । ଏହି 3 ଯୁବତୀ ଙ୍କ ମଧ୍ୟ ରୁ ଜଣେ ବିବାହିତ ଓ ଅନ୍ୟ ଦୁଇ ଜଣ ନା-ବା-ଳି-କା ବୋଲି ଜଣା ପଡିଛି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ର ଏହି ଖବର ଟି ବେସ ଚର୍ଚ୍ଚା ରେ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.